Odiaନିର୍ବାଚନ ବେଳେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ ଏସଆରସିଙ୍କ ନିର୍ଦ୍ଦେଶ
ଭୁବନେଶ୍ବର – ଆଗାମୀ ସାଧାରଣ ନିର୍ବାଚନ ବେଳେ ପ୍ରବଳ ଖରାକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳମାନଙ୍କୁ କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ସତ୍ୟବ୍ରତ ସାହୁ । ଗ୍ରୀଷ୍ମପ୍ରବାହ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବାରୁ ଚିଠି ଲେଖି ସମସ୍ତ ଜିଲ୍ଲାପାଳଙ୍କୁ ସେ ସତର୍କ କରିଛନ୍ତି । ନିର୍ବାଚନ ଋତୁ ହୋଇଥିବାରୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଂଶୁଘାତରୁ ରକ୍ଷା ପାଇଁ ବିଭିନ୍ନ ପ୍ରତିଷେଧମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । [...]
Odiaନିର୍ବାଚନ ପାଇଁ ଓଡ଼ିଶା ପୋଲିସର ତତ୍ପରତା: ତିନି ପଡୋଶୀ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆନ୍ତଃରାଜ୍ୟ ସମନ୍ୱୟ ବୈଠକ
ଭୁବନେଶ୍ୱର – ଆସନ୍ତା ମଇ ଓ ଜୁନ ମାସରେ ରାଜ୍ୟରେ ଚାରିଟି ପର୍ଯ୍ୟାୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ସ୍ଥିତ ଡିଜିପି କ୍ୟାମ୍ପ ଅଫିସରେ ଭିଡିଓ କନଫରେନ୍ସିଂ ଜରିଆରେ ପଡୋଶୀ ପଶ୍ଚିମବଙ୍ଗ , ଛତିଶଗଡ ଏବଂ ଝାଡଖଣ୍ଡ ରାଜ୍ୟର ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଏକ ଆନ୍ତଃରାଜ୍ୟ ସମନ୍ଵୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀଙ୍କ ସମେତ ରାଜ୍ୟର [...]
Odiaଭାରତ ନିର୍ବାଚନ କମିଶନଙ୍କ ପତ୍ରିକାରେ ସ୍ଥାନ ପାଇଲା ଓଡ଼ିଶାର ବିଏଲ୍ଓ ମାସ୍କଟ ‘ ମିତା ଦିଦି ’
ଭୁବନେଶ୍ୱର – ଓଡ଼ିଶାର ନିର୍ବାଚନ ସମ୍ବନ୍ଧୀୟ ବିଏଲ୍ଓ ମାସ୍କଟ ‘ ମିତା ଦିଦି’କୁ ଭାରତ ନିର୍ବାଚନ କମିଶନ ନିଜର ବିଏଲଓ ପତ୍ରିକାରେ ମାସ୍କଟ ରୂପେ ସ୍ଥାନିତ କରିଛନ୍ତି । ଓଡ଼ିଶାର ବିଏଲ ଓ ମାସ୍କଟ ‘ ମିତା ଦିଦି ବର୍ତ୍ତମାନ ସମଗ୍ର ଦେଶରେ ବିଏଲ୍ଓ ମାସ୍କଟ ପାଲଟିଛି । ଏହି ଅବସରରେ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମସ୍ତ ବିଏଲଓଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନିର୍ବାଚନ ପ୍ରକ୍ରିୟାରେ ବୁଥ ସ୍ତରୀୟ ଅଧିକାରୀ – ବିଏଲ୍ଓ [...]
Odiaଆଗାମୀ ନିର୍ବାଚନରେ ରାଜ୍ୟରେ ସୁରକ୍ଷା ବାହିନୀ ମୁତୟନ ନେଇ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା
ଭୁବନେଶ୍ବର – ରାଜ୍ୟରେ ଆଗାମୀ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ- ( ସିଏପିଏଫ୍ ) ଏବଂ ରାଜ୍ୟ ସଶସ୍ତ୍ର ବାହିନୀ ( ଏସ୍ଏପିଏଫ୍ ) ମୁତୟନ ସଂପର୍କରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି ଲୋକସେବା ଭବନରେ ଅନୁଷ୍ଠିତ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବପ୍ରଦୀପ କୁମାର ଜେନା , ରାଜ୍ୟ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂ , ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ [...]
Odiaଲାଞ୍ଚ ମାମଲାରେ ଜେଲ୍ ଗଲେ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା
ଭୁବନେଶ୍ୱର – ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପଲ୍ଲୀ ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା କୈ।ଶଲ୍ୟା ଧୁରୁଆ ଓ ତାଙ୍କ ସ୍ୱାମୀ ଇନ୍ଦ୍ରମଣି ଧୁରୁଆଙ୍କୁ ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଦେଇଛନ୍ତି ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି। ଏମପି -ଲାଡ୍ ଫଣ୍ଡ ଅଧୀନରେ ତିନିଟି ଉନ୍ନୟନମୂଳକ କାର୍ଯ୍ୟର ଚୂଡାନ୍ତ ବିଲ୍ ପେମେଣ୍ଟ ପାଇଁ ଧୁରୁଆ ଦମ୍ପତ୍ତି ଅଭିଯୋଗକାରୀଙ୍କ ଠାରୁ ୯ ହଜାର ଟଙ୍କା ଲାଞ୍ଚ ନେଇଥିଲେ। ସୁନ୍ଦରଗଡ଼ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ପୂର୍ବତନ ପଞ୍ଚାୟତ ସମିତି [...]
Odiaତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନଙ୍କ ଇସ୍ତଫା, ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା
ହାଇଦ୍ରାବାଦ: ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରାଜନ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆଗାମୀ ଲୋକସଭା ନିର୍ବାଚନ ଲଢ଼ିବା ସମ୍ଭାବନା ରହିଛି। ପୁଡୁଚେରୀର ଉପରାଜ୍ୟପାଳ ମଧ୍ୟ ଥିବା ସୌନ୍ଦରାଜନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତିି । ସୌନ୍ଦରାଜନ ୨୦୧୯ ପର୍ଯ୍ୟନ୍ତ ତାମିଲନାଡୁ ବିଜେପିର ଅଧ୍ୟକ୍ଷ ଥିଲେ । ସେ ସେପ୍ଟେମ୍ବର ୨୦୧୯ରେ ତେଲେଙ୍ଗାନାର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। କିରଣ ବେଦୀଙ୍କୁ ହଟାଯିବା ପରେ ତାଙ୍କୁ ପୁଡୁଚେରୀର ଉପରାଜ୍ୟପାଳ ଭାବେ [...]
Odiaବିହାରରେ ଏନଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ; ବିଜେପି ୧୭, ଜେଡିୟୁ ୧୬ ଆସନରେ ଲଢ଼ିବ
ପାଟଣା: ଲୋକସଭା ନିର୍ବାଚନ ପାଇଁ ବିହାରରେ ଏନଡିଏର ଆସନ ଭାଗବଣ୍ଟା ଚୂଡ଼ାନ୍ତ ହୋଇଛି। ରାଜ୍ୟର ୪୦ଟି ଆସନ ମଧ୍ୟରୁ ବିଜେପି ୧୭ ଓ ଜେଡିୟୁ ୧୬ ଆସନରେ ଲଢ଼ିବେ । ଲୋକ ଜନଶକ୍ତି ପାର୍ଟିକୁ ୫ଟି ଆସନ ଦିଆଯାଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଂଝୀଙ୍କ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚା ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ଦଳ ଗୋଟିଏ ଲେଖାଁଏ ଆସନରେ ଲଢ଼ିବେ ବୋଲି ନିଷ୍ପତ୍ତି ହୋଇଛି । ବିଜେପି ସାଧାରଣ ସମ୍ପାଦକ [...]
Odiaଲୋକସଭା ନିର୍ବାଚନ: କେଓ୍ବାଇସି ଆପ୍ ଦେବ ପ୍ରାର୍ଥୀଙ୍କ ସମ୍ପର୍କରେ ସମସ୍ତ ସୂଚନା, ଅପରାଧିକ ରେକର୍ଡ ବି ଯାଞ୍ଚ୍ କରିପାରିବେ ଭୋଟର
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ପୂର୍ବରୁ ନିର୍ବାଚନ କମିଶନ ଏକ ନୂଆ ରୂପରେ କେଓ୍ବାଇସି (Know Your Candidate) ଆପ୍ ଆଣିଛନ୍ତି । ଏହି ଆପ୍ ଜରିଆରେ ଭୋଟରମାନେ ନିଜ ଅଞ୍ଚଳର ଲୋକସଭା ପ୍ରାର୍ଥୀ ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ। ଭୋଟରମାନଙ୍କ ପାଇଁ ଏହି ଆପ୍ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି, ଯାହା ଦ୍ୱାରା ସେମାନେ ନିଜ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କ ପୃଷ୍ଠଭୂମି ଯାଞ୍ଚ୍ କରିପାରିବେ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଲୋକସଭା [...]
ଝଲସିବ ଋଷିକୁଲ୍ୟା ତଟ: ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ
ବ୍ରହ୍ମପୁର: ସପ୍ତାହକ ପରେ ଆରମ୍ଭ ହୋଇଯିବ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପ୍ରସିଦ୍ଧ ବାର୍ଷିକ ଚୈତ୍ର ମଙ୍ଗଳବାର ଯାତ୍ରା। କେବଳ ଗଞ୍ଜାମ ଜିଲ୍ଲା ନୁହେଁ ବରଂ ରାଜ୍ୟର ବିଭିନ୍ନ ସ୍ଥାନ ଏପରିକି ରାଜ୍ୟ ବାହାରୁ ମଧ୍ୟ ଭକ୍ତ ଓ ମାନସିକଧାରୀ ଏବଂ ପର୍ଯ୍ୟଟକଙ୍କ ସୁଅ ଛୁଟିବ। ବିଶେଷ କରି ନିଜ ସନ୍ତାନଙ୍କ ମୁଣ୍ଡା ସକାଶେ ମାନସିକଧାରୀ ଚୈତ୍ର ମଙ୍ଗଳବାର ପାଳିମାନଙ୍କରେ ଏହି ପ୍ରସିଦ୍ଧ ଶକ୍ତିପୀଠକୁ ଛୁଟି ଆସିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫-ଟି [...]
Odiaୟୁପି ସହ ୬ଟି ରାଜ୍ୟର ଗୃହ ସଚିବ ଓ ପଶ୍ଚିମବଙ୍ଗ ଡିଜିପିଙ୍କୁ ହଟାଇଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ଗୁଜରାଟ, ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡର ଗୃହ ସଚିବମାନଙ୍କୁ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ମିଜୋରାମ ଏବଂ ହିମାଚଳ ପ୍ରଦେଶର ସାଧାରଣ ପ୍ରଶାସନ ସଚିବଙ୍କୁ ମଧ୍ୟ ହଟାଯାଇଛି । ସୂତ୍ରରୁ ପ୍ରକାଶ ପଶ୍ଚିମବଙ୍ଗର ପୋଲିସ ମହାନିର୍ଦ୍ଦେଶକ(ଡିଜିପି)ଙ୍କୁ ହଟାଇବାକୁ ମଧ୍ୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି। ତାଛଡ଼ା ବିଏମସି କମିଶନର ଇକବାଲ ସିଂହ ଚହଲ ଏବଂ ଅତିରିକ୍ତ କମିଶନର ତଥା ଡେପୁଟି କମିଶନରଙ୍କ ମଧ୍ୟ ଛୁଟି [...]
