Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ବାଲ କାଣ୍ଡ ପ୍ରିୟ ସିୟ ରାମୁ କହା ତୁହ୍ମ ରାନୀ । ରାମହି ତୁହ୍ମ ପ୍ରିୟ ସୋ ଫୁରି ବାନୀ ॥ ରହା ପ୍ରଥମ ଅବ ତେ ଦିନ ବିତେ । ସମଉ ଫିରେଂ ରିପୁ ହୋହିଂ ପିରୀତେ ॥ ଭାବାର୍ଥ :- ହେ ରାଣୀ କୈକେୟୀ ! ତୁମେ ଯେଉଁ କଥା କହିଲ କି ସୀତା ଆଉ ରାମ ଉଭୟେ ତୁମକୁ ବହୁତ ପ୍ରିୟ ଅଟନ୍ତି ଆଉ ଶ୍ରୀରାମଙ୍କୁ ମଧ୍ୟ ତୁମେ ପ୍ରିୟ, ସେହି କଥା [...]
Odiaଗୀତା ଉପଦେଶ: ଈଶ୍ୱର ସର୍ବତ୍ର ସମ ଭାବରେ ପୁରୀ ରହିଛନ୍ତି
ମହାଭାରତ ଯୁଦ୍ଧ ରେ ଅର୍ଜୁନ ଦେଖିପାରିଲେ ଯେ ପରମେଶ୍ୱରଙ୍କ ଶରୀରରେ ସମଗ୍ର ବ୍ରହ୍ମାଣ୍ଡ ପୂର୍ଣ୍ଣତଃ ଗୋଟିଏ ସ୍ଥାନରେ ରହିଛି । ତତ୍ରୈକସ୍ଥଂ ଜଗତ୍କୃତ୍ସ୍ନଂ ପ୍ରବିଭକ୍ତମନେକଧା । ଅପଶ୍ୟଦ୍ଦେବଦେବସ୍ୟ ଶରୀରେ ପାଣ୍ଡବସ୍ତଦା। ଅର୍ଥାତ ବିଶ୍ୱରୂପର ବିସ୍ମୟକର ଅଲୌକିକତା ବର୍ଣ୍ଣନା କରିବା ପରେ, ସଞ୍ଜୟ କହୁଛନ୍ତି ଯେ ସମଗ୍ର ସୃଷ୍ଟି ଏହା ମଧ୍ୟରେ ସମାହିତ । ଆହୁରି ବିସ୍ମୟକର ଏହା ଯେ ଅର୍ଜୁନ ଦେଖିବାକୁ ପାଉଛନ୍ତି, ସମଗ୍ର ସୃଷ୍ଟି ଶ୍ରୀକୃଷ୍ଣଙ୍କ ଶରୀରରେ ଗୋଟିଏ ସ୍ଥାନରେ ଅବସ୍ଥିତ । ସେ ଦେଖିବାକୁ [...]
Odia୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ଭାଗବତ ଟୁଙ୍ଗୀ ପ୍ରଚାର ସମିତିର ଶହ ଶହ ସଦସ୍ୟ, ସହାୟତା ପାଇଁ ଜଣାଇଲେ କୃତଜ୍ଞତା
ଭୁବନେଶ୍ଵର -ରାଜ୍ୟରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ସଂସ୍କୃତିର ପ୍ରସାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିକଟରେ ରାଜ୍ୟର ପ୍ରତ୍ୟେକ ଭାଗବତ ଟୁଙ୍ଗୀକୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ନିଷ୍ପତ୍ତି ନେଇଥିବାରୁ ରାଜ୍ୟର ଆଧ୍ୟାତ୍ମିକତା ଓ ସଂସ୍କୃତି ପ୍ରିୟ ଜନ ସାଧାରଣ ବେସ୍ ଖୁସି ଅଛନ୍ତି। ଆଜି ରାଜ୍ୟ ଭାଗବତ ଟୁଙ୍ଗୀ ପ୍ରଚାର ସମିତି ପକ୍ଷରୁ ସଭାପତି ବାବାଜୀ ସ୍ଵାଇଁ, ସମ୍ପାଦକ ଓ ଶହ ଶହ ସଦସ୍ୟ ଆଜି ନବୀନ ନିବାସ ଠାରେ ୫-ଟି ତଥା ନବୀନ [...]
Odia“ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ପୁସ୍ତକ ଉନ୍ମୋଚିତ
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଏବଂ ଏହାର ସଫଳତାର ଅନନ୍ୟ କାହାଣୀକୁ ନେଇ ଝାଡ଼ଖଣ୍ଡରେ ଅବସ୍ଥାନ କରୁଥିବା ବିଶିଷ୍ଟ ସ୍ତମ୍ଭକାର ବାଦଲ ଭୂୟାଁ ଦ୍ବାରା ଲିଖିତ “ଜଣେ ପ୍ରବାସୀର ଦୃଷ୍ଟିରେ ପ୍ରଗତିର ଓଡ଼ିଶା ଓ ବିଜେଡ଼ି” ଶୀର୍ଷକ ପୁସ୍ତକ ଆଜିର ଉନ୍ମୋଚିତ ହୋଇଛି । ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ୍ ଏହି ପୁସ୍ତକକୁ ଉନ୍ମୋଚିତ କରି [...]
Odiaପେଟ୍ରୋଲ, ଡିଜେଲ ଦର ୨ ଟଙ୍କା କମିଲା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ କରିଛନ୍ତିି । ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ୨ ଟଙ୍କା କମିଛି। ନୂଆ ଦର ଶୁକ୍ରବାର (ମାର୍ଚ୍ଚ ୧୫) ସକାଳ ୬ଟାରୁ ଲାଗୁ ହେବ। ଶେଷଥର ୨୧ ମେ ୨୦୨୨ରେ ପେଟ୍ରୋଲ-ଡିଜେଲ ଦର ହ୍ରାସ କରିଥିଲେ ସରକାର । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ପୁରୀ ଏହି ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି, [...]
Odiaଗ୍ରାମ୍ୟ ସାଧନ କର୍ମୀମାନଙ୍କ ଦୈନିକ ପାରିଶ୍ରମିକରେ ବୃଦ୍ଧି, ଉପକୃତ ହେବେ ୧୦ ହଜାର କର୍ମୀ
ଭୁବନେଶ୍ବର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ଗ୍ରାମ୍ୟ ସାଧନ କର୍ମୀମାନଙ୍କର ପାରିଶ୍ରମିକ ବୃଦ୍ଧି ଘୋଷଣା କରିଛନ୍ତି । ତଦନୁଯାୟୀ ସେମାନଙ୍କ ଦୈନିକ କାର୍ଯ୍ୟ ଦିବସର ପାରିଶ୍ରମିକ ୩୦୦ ଟଙ୍କାରୁ ୪୦୦ ଟଙ୍କାକୁ ବୃଦ୍ଧି ପାଇଛି। ଏଥିସହିତ ଯାତାୟତ ଖର୍ଚ୍ଚ ବାବଦରେ ମଧ୍ୟ ସେମାନେ ଅତିରିକ୍ତ ୧୦୦ ଟଙ୍କା ପାଇବେ । ସମୁଦାୟ ୫୦୦ ଟଙ୍କା ପାଇବେ ।ଏହାଦ୍ବାରା ରାଜ୍ୟର ୧୦ ହଜାର ଗ୍ରାମ୍ୟ ସାଧନ କର୍ମୀ ଉପକୃତ ହେବେ। ଏଥିପାଇଁ ରାଜ୍ୟ ସରକାର [...]
Odiaଓଡ଼ିଶା ଗସ୍ତରେ ରୁଆଣ୍ଡା ପ୍ରତିନିଧି ଦଳ : ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଓଡ଼ିଶାର ପାନୀୟ ଜଳ ଓ ପରିମଳ ସେବା ବ୍ୟବସ୍ଥା ସଂପର୍କରେ ଆଲୋଚନା
ଭୁବନେଶ୍ବର –ରୁଆଣ୍ଡା ସରକାରଙ୍କ ଏକ ୮ ଜଣିଆ ପ୍ରତିନିଧି ଦଳ ୬ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ରୁଆଣ୍ଡା ସରକାରଙ୍କ ଭିତ୍ତିଭୂମି ବିକାଶ ମନ୍ତ୍ରାଳୟ ବିଭାଗ , ଜଳ ଓ ପରିମଳ ନିଗମ , ୱାଟର ଫର ପିପୁଲ ଏବଂ ଆଇଆରସି ଆନ୍ତର୍ଜାତିକ ସ୍ତରୀୟ ସ୍ଵେଚ୍ଛାସେବୀ ସଂଗଠନର ଉଚ୍ଚ କର୍ତ୍ତୃପକ୍ଷ ଏହି ପ୍ରତିନିଧି ଦଳରେ ସାମିଲ ହୋଇଛନ୍ତି । ଓଡ଼ିଶାରେ ସହରାଞ୍ଚଳ ପାନୀୟ ଜଳ ଯୋଗାଣ ଓ ପରିମଳ ବ୍ୟବସ୍ଥା ପରିଦର୍ଶନ ସହ ଜ୍ଞାନ ଆହରଣ [...]
Odiaମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ, ହସ୍ପିଟାଲରେ ଭର୍ତ୍ତି
କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଟିଏମସି ନିଜ ‘ଏକ୍ସ’ ହ୍ୟାଣ୍ଡେଲରେ ମମତା ବାନାର୍ଜୀଙ୍କ ଆଘାତ ସମ୍ପର୍କରେ ସୂଚନା ଦେଇଛି । ତାଙ୍କୁ ଗଭୀର ଆଘାତ ଲାଗିଛି । ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ଲୋକଙ୍କୁ ନିବେଦନ କରିଛି ଦଳ । ଟିଏମସି ମମତା ବାନାର୍ଜୀଙ୍କ କିଛି ଫଟୋ ମଧ୍ୟ ପୋଷ୍ଟ କରିଛି । ଏଥିରେ ତାଙ୍କ କପାଳରୁ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳୁଛି । [...]
Odiaରାଜ୍ୟ ଶ୍ରମ ସଂସ୍ଥାନରେ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକମାନଙ୍କ ପାଇଁ ତାଲିମ କର୍ମଶାଳା
ଭୁବନେଶ୍ୱର – ଶ୍ରମ ବିଭାଗ ଦ୍ବାରା ରାଜ୍ୟରେ ଅବସ୍ଥାପିତ ବାଷ୍ପୀୟ ପ୍ଳାଣ୍ଟ ଗୁଡିକର ଦୁର୍ଘଟଣା ଶୂନ୍ୟ ଏବଂ ସୁରକ୍ଷିତ ପରିଚାଳନ ନିମନ୍ତେ ସେସବୁରେ ନିୟୋଜିତ ଦକ୍ଷତା ସମ୍ପନ୍ନ ବାଷ୍ପୀୟ ପରିଚାଳକ ମାନଙ୍କର ଏକ ଦୁଇଦିନିଆ ତାଲିମ କର୍ମଶାଳା ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଶ୍ରମ ସଂସ୍ଥାନ ଉପାଧ୍ୟକ୍ଷ ଏବଂ ଶ୍ରମ ବିଭାଗର କମିଶନର ତଥା ଶାସନ ସଚିବ ଆର .ଏସ୍ ଗୋପାଳନ ତାଲିମ କର୍ମଶାଳାକୁ ଉଦଘାଟନ କରିଥିଲେ । ବାଷ୍ପୀୟ ପ୍ଳାଣ୍ଟଗୁଡିକର ନିରାପଦ ପରିଚାଳନା [...]
Odiaନିର୍ବାଚନୀ ବଣ୍ଡ୍ ତଥ୍ୟ ସାର୍ବଜନୀନ କଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ନିର୍ବାଚନ କମିଶନ ଗୁରୁବାର ନିଜ ୱେବସାଇଟରେ ନିର୍ବାଚନୀ ବଣ୍ଡର ସମସ୍ତ ତଥ୍ୟ ଅପଲୋଡ୍ କରିଛନ୍ତି। ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ପରେ ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ମାର୍ଚ୍ଚ ୧୨ରେ ନିର୍ବାଚନୀ ବଣ୍ଡ୍ ସମ୍ପର୍କିତ ତଥ୍ୟ ନିର୍ବାଚନ କମିଶନଙ୍କୁ ଦେଇଥିଲା । ଏହା ମାର୍ଚ୍ଚ ୧୫ ଅପରାହ୍ନ ୫ଟା ସୁଦ୍ଧା ନିଜ ଓ୍ବେବସାଇଟରେ ଅପଲୋଡ୍ କରିବାକୁ ନିର୍ବାଚନ କମିଶନଙ୍କୁ କହିଥିଲେ ସୁପ୍ରିମକୋର୍ଟ। ତେବେ ଗୋଟିଏ ଦିନ ପୂର୍ବରୁ ନିର୍ବାଚନ କମିଶନ ଏହି ତଥ୍ୟ ସାର୍ବଜନୀନ କରିଛନ୍ତିି। ଏକ [...]
