Odiaବିଜେଡି ବୈଠକରେ ନିର୍ବାଚନମଣ୍ଡଳୀରେ ଦଳୀୟ ସ୍ଥିତି ନେଇ ଆଲୋଚନା : ଦେବୀ ମିଶ୍ର
ଭୁବନେଶ୍ୱର – ନବୀନ ନିବାସରେ ବିଜେଡିର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକମାନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୩୦ରୁ ଅଧିକ ନେତା ଯୋଗ ଦେଇଥିଲେ। ଦୀର୍ଘ ଅଢେଇ ଘଣ୍ଟା ଧରି ବୈଠକ ଚାଲିଥିଲା । ବିଜେଡିର ବରିଷ୍ଠ ଉପସଭାପତି ଦେବୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ,ଆଜିର ବୈଠକରେ ଆଗାମୀ ନିର୍ବାଚନ ନେଇ ଦଳୀୟ ରଣକୌଶଳ ସମ୍ପର୍କରେ ଆଲୋଚନା ହୋଇଛି । ପ୍ରତି ବୁଥ, [...]
Odiaସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ ଚାମ୍ପିଅନସିପ: ଓଡ଼ିଶା ପୋଲିସର ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି
ଭୁବନେଶ୍ୱର – ନିକଟରେ ଶ୍ରୀନଗରରେ ଅନୁଷ୍ଠିତ ୨୩ତମ ସର୍ବଭାରତୀୟ ପୋଲିସ ୱାଟର ସ୍ପୋର୍ଟସ ଚାମ୍ପିଅନସିପ ୨୦୨୩-୨୪ରେ ଓଡ଼ିଶା ପୋଲିସ ରୋଇଂ ଦଳ ୪ଟି ରୋୖପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ହାସଲ କରିଛି । ପଦକ ବିଜୟୀ ରୋଇଂ ଟିମର ସଦସ୍ୟମାନଙ୍କୁ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅରୁଣ ଷଡଙ୍ଗୀ ଆଜି ସମ୍ବର୍ଦ୍ଧିତ କରିଛନ୍ତି। ଆଗକୁ ମଧ୍ୟ ଭଲ ପ୍ରଦର୍ଶନ କରି ଓଡ଼ିଶା ପୋଲିସ ପାଇଁ ଗୈାରବ ଆଣିବାକୁ ଡିଜିପି ରୋଇଂ ଟିମର ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ ।
Odiaଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ ଗଲେ ରାଜସ୍ୱ ନିରୀକ୍ଷକ
ଭୁବନେଶ୍ୱର – ବଲାଙ୍ଗୀର ଜିଲ୍ଲା ଦେଓଗାଁ ତହସିଲ ଅର୍ନ୍ତଗତ ମହାଳେଇ ରାଜସ୍ୱ ମଣ୍ଡଳର ପୂର୍ବତନ ରାଜସ୍ୱ ନିରୀକ୍ଷକ ସତ୍ୟନାରାୟଣ କୁମୁରାଙ୍କୁ ଏକ ଲାଞ୍ଚ ମାମଲା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଚାରି ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି ବଲାଙ୍ଗୀର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ଏଥିସହ ରାଜସ୍ୱ ନିରୀକ୍ଷକଙ୍କୁ ୨ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଆଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ତାଙ୍କୁ ଆଉ ତିନିମାସ ଜେଲ୍ [...]
Odiaଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ନେଇ ୧୮ ଓଟିଟି ପ୍ଲାଟଫର୍ମକୁ ବନ୍ଦ କଲେ ସରକାର
ନୂଆଦିଲ୍ଲୀ: ଅଶ୍ଳୀଳ ବିଷୟବସ୍ତୁ ପ୍ରସାରଣ ଅଭିଯୋଗରେ ୧୮ଟି ଓଟିଟି ପ୍ଲାଟଫର୍ମ ଏବଂ ସେମାନଙ୍କ ସହ ଜଡ଼ିତ ସୋସିଆଲ ମିଡିଆ ଆକାଉଣ୍ଟକୁ ସରକାର ଗୁରୁବାର ବ୍ଲକ୍ କରିଛନ୍ତିି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ବିବୃତ୍ତି ଅନୁଯାୟୀ ଭାରତରେ ୧୮ଟି ଓଭର ଦି ଟପ୍ (ଓଟିଟି) ପ୍ଲାଟଫର୍ମ, ୧୯ଟି ୱେବସାଇଟ୍, ୧୦ଟି ଆପ୍ (ଗୁଗୁଲ୍ ପ୍ଲେ ଷ୍ଟୋରରେ ୭ଟି, ଆପଲ୍ ଆପ୍ ଷ୍ଟୋର୍ରେ ୩ଟି) ଏବଂ ୫୭ଟି ସୋସିଆଲ୍ ମିଡିଆ ଆକାଉଣ୍ଟକୁ ବ୍ଲକ୍ କରାଯାଇଛି। । କେନ୍ଦ୍ର ସୂଚନା [...]
Odiaମୁମ୍ବାଇ ଜିତିଲା ରେକର୍ଡ ୪୨ତମ ରଣଜୀ ଟ୍ରଫି ଟାଇଟଲ୍
ମୁମ୍ବାଇ: ଶେଷରେ ୮ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ମୁମ୍ବାଇ ରଣଜୀ ଟ୍ରଫି ଟାଇଟଲ୍ ଜିତିଛି । ଫାଇନାଲର ପଞ୍ଚମ ତଥା ଶେଷ ଦିନରେ ବିଦର୍ଭକୁ ୧୬୯ ରନରେ ହରାଇ ରେକର୍ଡ ୪୨ତମ ଥର ପାଇଁ ଏହି ସମ୍ମାନଜନକ ଟ୍ରଫି ଜିତିଛି ମୁମ୍ବାଇ। ଏହି ଟୁର୍ଣ୍ଣାମେଣ୍ଟ ୯୦ ବର୍ଷ ଇତିହାସରେ ମୁମ୍ବାଇ ୪୮ତମ ଥର ଫାଇନାଲରେ ପ୍ରବେଶ କରିଥିଲା | ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲର ଫଳାଫଳ ପ୍ରାୟ ସେତେବେଳେ ନିଶ୍ଚିତ ହୋଇଯାଇଥିଲା ଯେତେବେଳେ ବିଦର୍ଭକୁ ୫୩୮ [...]
Odiaସୁଖବୀର ସିଂହ ସାନ୍ଧୁ ଓ ଜ୍ଞାନେଶ କୁମାର ହେବେ ନୂଆ ନିର୍ବାଚନ କମିଶନର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗଠିତ ଏକ କମିଟି ଗୁରୁବାର ଦୁଇ ନୂଆ ନିର୍ବାଚନ କମିଶନର ଭାବେ ପୂର୍ବତନ ଅମଲାତନ୍ତ୍ରୀ ସୁଖବୀର ସିଂହ ସାନ୍ଧୁ ଏବଂ ଜ୍ଞାନେଶ କୁମାରଙ୍କ ନାମ ଚୂଡ଼ାନ୍ତ କରିଛି। କମିଟିର ସଦସ୍ୟ ତଥା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ଏପରି ଦାବି କରିଛନ୍ତିି । ଖାଲି ପଡ଼ିଥିବା ଦୁଇଟି ନିର୍ବାଚନ କମିଶନର ପଦ ପୂରଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଉଚ୍ଚ କ୍ଷମତା ସମ୍ପନ୍ନ ଚୟନ କମିଟିର ବୈଠକ ଗୁରୁବାର ବସିଥିଲା [...]
ସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା : ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ

Odiaସ୍ୱାଭିମାନ ଅଞ୍ଚଳରେ ଶିକ୍ଷାର ନୂତନ ଆଲୋକବର୍ତ୍ତିକା : ବଡପଡାରେ ନୂତନ ଶିକ୍ଷା ସୌଧ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵର – ଆଜି ସ୍ୱାଭିମାନ ଅଞ୍ଚଳରେ ସୃଷ୍ଟି ହୋଇଛି ଶିକ୍ଷାର ନୂତନ ଆଲୋକବର୍ତ୍ତିକା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ବଡପଡାଠାରେ ଏକ ଅତ୍ୟାଧୁନିକ ଶିକ୍ଷା ସୌଧ ଉଦ୍ଘାଟନ କରିଛନ୍ତି। ଏହି ଶିକ୍ଷା ସୌଧରେ ପ୍ରଥମରୁ ଉଚ୍ଚ ମାଧ୍ୟମିକ (ଦ୍ୱାଦଶ ଶ୍ରେଣୀ) ପର୍ଯ୍ୟନ୍ତ ପିଲାମାନେ ଗୋଟିଏ ସ୍ଥାନରେ ଶିକ୍ଷା ଲାଭ କରିପାରିବେ। ୭ ଏକର ଜମିରେ ସ୍ଥାପନ କରାଯାଇଥିବା ଏହି ଆଧୁନିକ ଶିକ୍ଷା ସୌଧ ପାଇଁ ୧୯ କୋଟି ଟଙ୍କା [...]
Odiaରାଜ୍ୟରେ ବଢିଲା ସର୍ବନିମ୍ନ ମଜୁରୀ, ୪ଟି ବର୍ଗରେ ବୃଦ୍ଧି
ଭୁବନେଶ୍ବର – ରାଜ୍ୟ ସରକାର ଆଜି ସର୍ବନିମ୍ନ ମଜୁରୀରେ ବୃଦ୍ଧି କରିଛନ୍ତି। ଏ ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଘୋଷଣା କରିଛନ୍ତି । ଚାରୋଟି ବର୍ଗ ଯଥା ଅଣକୁଶଳୀ, ଅର୍ଦ୍ଧ କୁଶଳୀ, କୁଶଳୀ ଓ ଅତ୍ୟନ୍ତ କୁଶଳୀ ଶ୍ରମିକ ଏହି ନିଷ୍ପତ୍ତି ଦ୍ବାରା ଉପକୃତ ହେବେ । ଅଣକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୫୨ ଟଙ୍କାରୁ ୪୫୦ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ଅର୍ଦ୍ଧକୁଶଳୀ ଶ୍ରମିକମାନଙ୍କ ମଜୁରୀ ୩୯୨ ଟଙ୍କାରୁ ୫୦୦ ଟଙ୍କା, କୁଶଳୀ ଶ୍ରମିକମାନଙ୍କ ମଜୁରୀ [...]
Odiaରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ୧୮ ହଜାର ପୃଷ୍ଠାର ରିପୋର୍ଟ ପ୍ରଦାନ କଲା ଏକକାଳୀନ ନିର୍ବାଚନ କମିଟି
ନୂଆଦିଲ୍ଲୀ: ‘ଏକ ଦେଶ, ଏକ ନିର୍ବାଚନ’ ନେଇ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚ ସ୍ତରୀୟ କମିଟି ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଜ ରିପୋର୍ଟ ପ୍ରଦାନ କରିଛି। ପ୍ରାୟ ୧୮ ହଜାର ପୃଷ୍ଠାର ଏହି ରିପୋର୍ଟ ସମସ୍ତ ପକ୍ଷ ସହ ବିସ୍ତୃତ ଆଲୋଚନା ପରେ ୧୯୧ ଦିନ ମଧ୍ୟରେ ପ୍ରସ୍ତୁତ କରାଯାଇଛି। ଦେଶରେ ଏକା ସଙ୍ଗେ ଲୋକସଭା ସହିତ ବିଧାନସଭା ନିର୍ବାଚନ ସମ୍ଭବ କରିବା ପାଇଁ ଏହି କମିଟି ସମସ୍ତ ରାଜ୍ୟ ବିଧାନସଭାର [...]
Odiaରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବୃଦ୍ଧି
ଭୁବନେଶ୍ୱର – ରାଜ୍ୟ ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର । ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରାଯାଇଛି। ମହଙ୍ଗା ଭତ୍ତାରେ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ପେନସନଭୋଗୀଙ୍କର ବି ମହଙ୍ଗା ଭତ୍ତା ବୃଦ୍ଧି ହୋଇଛି। ୪୬ରୁ ୫୦ ପ୍ରତିଶତ ହୋଇଛି ମହଙ୍ଗା ଭତ୍ତା । ଏହାଦ୍ବାରା ସାଢେ ୪ ଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ପେନସନଭୋଗୀ ଉପକୃତ ହେବେ । ୨୦୨୪ ଜାନୁଆରୀ ପହିଲାରୁ [...]
