Odiaକଂଗ୍ରେସ ଜାରି କଲା ୩୯ ପ୍ରାର୍ଥୀଙ୍କ ପ୍ରଥମ ତାଲିକା, ୱାୟନାଡରୁ ଲଢ଼ିବେ ରାହୁଲ ଗାନ୍ଧୀ
ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ କଂଗ୍ରେସ ଶୁକ୍ରବାର ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଜାରି କରିଛି। ଏହି ତାଲିକାରେ ୩୯ ଜଣ ପ୍ରାର୍ଥୀଙ୍କ ନାମ ରହିଛି | ଦଳର ପ୍ରଥମ ପ୍ରାର୍ଥୀ ତାଲିକା ଅନୁସାରେ ରାହୁଲ ଗାନ୍ଧୀ ଏଥର ବି କେରଳର ୱାୟନାଡରୁ ଲଢ଼ିବେ । ରାହୁଲ ଗତଥର ଦୁଇଟି ଆସନ ୱାୟନାଡ ଓ ଆମେଥିରୁ ନିର୍ବାଚନ ଲଢ଼ିଥିଲେ । ତେବେ ଆମେଥିରେ ସେ ବିଜେପି ନେତ୍ରୀ ସ୍ମୃତି ଇରାନୀଙ୍କ ଠାରୁ ପରାସ୍ତ ହୋଇଥିବା ବେଳେ ୱାୟାନାଡରୁ [...]
Odiaମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ସ୍ଥାନୀୟ ବଜାର ଚାହିଦାକୁ ଦେଖି ସାମଗ୍ରୀ ପ୍ରସ୍ତୁତ ନେଇ ଗୁରୁତ୍ୱାରୋପ
ଭୁବନେଶ୍ୱର -ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ଅଧୀନସ୍ଥ ଓରମାସ ଦ୍ୱାରା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ମିଶନ ଶକ୍ତି ଗ୍ରାମୀଣ ଶିଳ୍ପ ଉଦ୍ୟାନ ପରିଚାଳନା ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଓରମାସର ନିର୍ଦ୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଗୁହା ପୁନମ ତାପସ କୁମାର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୨୫ଟି ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ୫୬ଟି ମିଶନ ଶକ୍ତି [...]
Odiaଧରାକୋଟ: ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଜାତୀୟ ରାଜପଥ- ୫୯ରେ ସଡ଼କ ଦୁର୍ଘଟଣା ଘଟିଛି। କୁସରାବ ଛକରେ ଶୁକ୍ରବାର ଅପରାହ୍ନ ପ୍ରାୟ ୪ଟା ବେଳେ ଧରାକୋଟରୁ ଆସିକା ଆସୁଥିବା ଏକ ବୋଲେରୋ ଜଣେ ସାଇକେଲ ବୁଲାବିକାଳୀଙ୍କୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଉଭୟ ବୁଲା ବିକାଳୀ ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନିପୁରର ଶେଖ୍ ମିରଜ (୪୫) ଓ ବୋଲେରୋ ଚାଳକ ଯୋଗେନ୍ଦ୍ର ସେଠୀ ଗୁରୁତର ହୋଇଥିଲେ। ସେମାନଙ୍କୁ ଆସିକା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ [...]
Odiaରୋହିତ, ଗିଲଙ୍କ ଶତକ: ଧର୍ମଶାଳା ଟେଷ୍ଟରେ ଭାରତର ସ୍ଥିତି ମଜବୁତ
ଧର୍ମଶାଳା: ଅଧିନାୟକ ରୋହିତ ଶର୍ମା ଓ ଶୁଭମାନ ଗିଲଙ୍କ ଶତକ ସହାୟତାରେ ଭାରତ ପଞ୍ଚମ ଟେଷ୍ଟରେ ନିଜ ସ୍ଥିତି ମଜବୁତ୍ କରିନେଇଛି । ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ପ୍ରଥମ ଇନିଂସରେ ୮ ୱିକେଟ୍ ହରାଇ ୪୭୩ ରନ୍ କରିଛି । ଶେଷ ସେସନରେ ଭାରତ ୯୭ ରନରେ ପାଞ୍ଚ ୱିକେଟ୍ ହରାଇଥିଲେ ମଧ୍ୟ ଦଳ ଏଯାବତ୍ ୨୫୫ ରନର ବଡ଼ ଅଗ୍ରଣୀ ହାସଲ ସହ ମ୍ୟାଚକୁ ନିଜ ନିୟନ୍ତ୍ରଣରେ ରଖିଛି । ଭାରତ [...]
Odiaମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ
ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏକ ବୈଠକରେ କାର୍ଯ୍ୟାଳୟର ସମସ୍ତ ମହିଳା କର୍ମଚାରୀଙ୍କୁ ‘ ବୃକ୍ଷଚାଇ ’ ଦିଆଯାଇ ସମ୍ମାନିତ କରାଯାଇଥିଲା । ମହିଳା ଦିବସ – ୨୦୨୪ ପାଇଁ ରହିଥିବା ଥିମ୍ ” ଇନଭେଷ୍ଟ ଇନ୍ ଓମ୍ୟାନ : ଏକସେଲରେଟ୍ ପ୍ରୋଗ୍ରେସ ” ଉପରେ ନିଜ ନିଜର ବକ୍ତବ୍ୟ ରଖିବା ପାଇଁ ସମସ୍ତ [...]
Odiaଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା
ଭୁବନେଶ୍ୱର – ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଡକ୍ଟର ଏନ୍ . ତିରୁମାଲା ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଭାସୀ ବୈଠକରେ ଅନ୍ୟତମ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଶତ୍ରୁଘ୍ନ କର ଏବଂ ମିହିର ମହାନ୍ତି ବିଭିନ୍ନ ଜିଲ୍ଲାରେ ଆଗାମୀ ନିର୍ବାଚନ ପ୍ରସ୍ତୁତି ବାବଦରେ ସମୀକ୍ଷା କରିଥିଲେ । ପୁରୀ , ଗଜପତି [...]
Odiaଘରୋଇ ଗ୍ୟାସ ସିଲିଣ୍ଡର ୧୦୦ ଟଙ୍କା କମିଲା
ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଘରୋଇ ଗ୍ୟାସ ସିଲିଣ୍ଡର ଦର (୧୪.୨ କିଲୋଗ୍ରାମ) ୧୦୦ ଟଙ୍କା କମାଇବା ପାଇଁ ଘୋଷଣା କରିଛନ୍ତି। ଏହି ଘୋଷଣା ପରେ ଦିଲ୍ଲୀରେ ଘରୋଇ ଏଲପିଜି ମୂଲ୍ୟ ବର୍ତ୍ତମାନ ୯୦୩ ରୁ ୮୦୩ ଟଙ୍କା ହୋଇଛି ପ୍ରଧାନମନ୍ତ୍ରୀ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଲେଖିଛନ୍ତି ଏହା ଦ୍ବାରା ନାରୀ ଶକ୍ତିର ଜୀବନ ସହଜ ହେବା ସହ କୋଟି କୋଟି ପରିବାରର ଆର୍ଥିକ ବୋଝ କମିବ [...]
Odiaପବିତ୍ର ମହାଶିବରାତ୍ରିରେ ଆଧ୍ୟାତ୍ମିକ ପରିବେଶ, ସକାଳୁ ସକାଳୁ ମନ୍ଦିର ଓ ଶୈବପୀଠରେ ଭକ୍ତଙ୍କ ସମାଗମ
ଭୁବନେଶ୍ୱର – ଆଜି ମହାଶିବରାତ୍ରି। ଦେବ ଦେବ ମହାଦେବଙ୍କ ପବିତ୍ର ଜାଗର ପର୍ବ । ପାରମ୍ପରିକ ରୀତିନୀତି ଓ ହର୍ଷୋଲ୍ଲାସରେ ସାରାରାଜ୍ୟରେ ପାଳନ କରାଯାଉଛି ମହାଶିବରାତ୍ରି। ଆଜି ଭୋରରୁ ହିଁ ରାଜ୍ୟର ଶିବ ମନ୍ଦିର ଓ ପୀଠରେ ମହାଦେବଙ୍କ ଦର୍ଶନ ପାଇଁ ଭିଡ ଲାଗିରହିଛି। ପ୍ରମୁଖ ଶିବମନ୍ଦିର ଓ ଶୈବପୀଠରେ ମହାଶିବରାତ୍ରି ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଶ୍ରୀଲିଙ୍ଗରାଜ ମନ୍ଦିର, ଶ୍ରୀଲୋକନାଥ ମନ୍ଦିର, ବାବା ଧବଳେଶ୍ଵର, ବାବା ଆଖଣ୍ଡଳମଣି, ଗୁପ୍ତେଶ୍ୱର ପୀଠକୁ ଭକ୍ତଙ୍କ ସମାଗମ ହୋଇଛି। ମହାଦେବଙ୍କ [...]
ପୁଣ୍ୟ ପବିତ୍ର ମହେନ୍ଦ୍ରଗିରିକୁ ଛୁଟିଛି ଶିବ ଭକ୍ତଙ୍କ ସୁଅ
ପାରଳାଖେମୁଣ୍ଡି: ସତ୍ୟଯୁଗରେ ଭଗବାନ ମହାଦେବ ଗୋହତ୍ୟା ପାପରୁ ମୁକ୍ତି ପାଇଁ ଏଠାରେ ତପସ୍ୟା କରିଥିଲେ। ଏହି ପର୍ବତ ଶିଖରରେ ପ୍ରତିଷ୍ଠା କରିଥିଲେ ଗୋକର୍ଣ୍ଣେଶ୍ୱର ମନ୍ଦିର। ଦ୍ଵାପର ଯୁଗରେ ପଞ୍ଚୁପାଣ୍ଡବ ଏଠାରେ ବନବାସ କରି ଶ୍ରୀନୀଳମାଧବଙ୍କ ପୂଜାର୍ଚ୍ଚନା କରିଥିଲେ। ତ୍ରେତେୟା ଯୁଗରେ ଭଗବାନ ପର୍ଶୁରାମଙ୍କ ଏହା ଥିଲା ତପୋବନ। ବାନର ଶ୍ରେଷ୍ଠ ବୀର ହନୁମାନ ଲଙ୍କାକୁ ଯିବା ପାଇଁ ଏହି ପାହାଡ଼ରୁ ହିଁ ଆକାଶ ମାର୍ଗରେ ଲମ୍ପ ପ୍ରଦାନ କରିଥିଲେ ବୋଲି ଶ୍ରଦ୍ଧାଳୁମାନେ ବିଶ୍ଵାସ କରନ୍ତି। ସେହି ପୁଣ୍ୟ [...]
Odiaଆଜି ପବିତ୍ର ମହାଶିବରାତ୍ରି, ଧାର୍ମିକ ଚେତନାରେ ଏହି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ
ଫାଲ୍ଗୁନମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ଦିନ ପାଳନ କରାଯାଏ ମହା ଶିବରାତ୍ରି । ଏହିଦିନ ଭଗବାନ ଶିବଙ୍କ ପୂଜା କରାଯାଏ । ମୁନି ସନତ କୁମାରଙ୍କ ମତରେ ଶିବଙ୍କୁ ପ୍ରସନ୍ନ କରିବାର ଦଶଗୋଟି ବ୍ରତ ଅଛି । ସେ ମଧ୍ୟରୁ ଶିବରାତ୍ରି ବ୍ରତ ସର୍ବଶ୍ରେଷ୍ଠ ଓ ସର୍ବକାମପ୍ରଦ ଅଟେ । ଜାବାଳି ଶ୍ରୁତି ଅନୁସାରେ ଦଶ ଶୈବ ବ୍ରତ ମଧ୍ୟରେ ଏହି ଶିବରାତ୍ରି ବ୍ରତ ଅତ୍ୟନ୍ତ ସିଦ୍ଧିଦାୟକ । କେତେକ ଶ୍ରୁତି ଅନୁସାରେ ପୁଣ୍ୟ ମାସ ମାଘ [...]
