Odiaଚଳିତବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୩୮ ଡିଗ୍ରୀ ସେଲସିୟସ ଟପିଲା ତାପମାତ୍ରା
ଭୁବନେଶ୍ୱର – ରାଜ୍ୟରେ ପୁଣି ବଢ଼ିଛି ତାତି । ଚଳିତ ବର୍ଷ ପ୍ରଥମ ଥର ପାଇଁ କୌଣସି ସହରରେ ଦିନର ତାପମାତ୍ରା ୩୮ ଡିଗ୍ରୀ ସେଲସିୟସ ଅତିକ୍ରମ କରିଛି । ପାରଳାଖେମୁଣ୍ଡିରେ ମଙ୍ଗଳବାର ଦିନର ସର୍ବୋଚ୍ଚ ତାପମାତ୍ରା ୩୮. ୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା । ନୟାଗଡ଼, ମାଲକାନଗିରି ଓ ବୌଦ୍ଧରେ ତାପମାତ୍ରା ୩୬ ଡିଗ୍ରୀ ସେଲସିୟସ ଉପରେ ରହିଥିଲା। ଆସନ୍ତା ସପ୍ତାହରୁ କିଛି ଅଞ୍ଚଳରେ ପାରଦ ଆହୁରି ଉପରମୁହାଁ ହେବ ବୋଲି ପୂର୍ବାନୁମାନ କରାଯାଇଛି। [...]
Odiaବିଏସକେଓ୍ବାଇ ଯୋଜନାର ଆଜିଠୁ ତୃତୀୟ ପର୍ଯ୍ୟାୟ : ନବୀନ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଆଉ ଏକ ପର୍ଯ୍ୟାୟ ସଂପ୍ରସାରଣ ଅନ୍ତର୍ଗତ ଆଜି ନବୀନ କାର୍ଡର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସକେଓ୍ବାଇ ନବୀନ କାର୍ଡର ଆଜି ଶୁଭାରମ୍ଭ କରିବେ। ସମ୍ବଲପୁର ଓ ଖୋର୍ଦ୍ଧା ଜିଲ୍ଲାରେ ନବୀନ କାର୍ଡ ପ୍ରଦାନ ସହ ବିଏସକେୱାଇର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଯିବ । ବିଏସକେଓ୍ବାଇ ନବୀନ କାର୍ଡ ଯୋଜନା ପର୍ଯ୍ୟାୟକ୍ରମେ ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରୁ ବଞ୍ଚିତ ହୋଇଥିବା [...]
Odiaଘାଟୀରେ ଓଲଟିଲା ବସ୍ , ୧୫ରୁ ଅଧିକ ଆହତ
ଫୁଲବାଣୀ – ଘାଟୀରେ ଦୁର୍ଘଟଣାଗ୍ରସ୍ତ ହେଲା ଯାତ୍ରୀବାହୀ ବସ୍ । ଫୁଲବାଣୀ ଜିଲ୍ଲା ରାଣୀପଥର ଘାଟୀରେ ଆଜି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଏକ ବସ୍ ଫୁଲବାଣୀରୁ ଅନୁଗୁଳ ଯାଉଥିବା ବେଳେ ଡିଭାଇଡର ଭାଙ୍ଗି ଓଲଟି ପଡ଼ିଥିବା ଜଣାପଡିଛି। ବସରେ ୪୦ ଜଣଙ୍କ ଯାତ୍ରୀ ଥିଲେ । ବୌଦ୍ଧ-ଫୁଲବାଣୀ ସୀମାନ୍ତ ରାଣୀପଥର ଘାଟିରେ ଦୁର୍ଘଟଣା ଘଟିଛି।
Odiaଓଡ଼ିଶାର ଢେଙ୍କାନାଳ ଠାରେ ରହିଛି ଅଷ୍ଟମ ଶତାବ୍ଦୀରେ ନିର୍ମିତ ଅଷ୍ଟଶମ୍ଭୁ ମନ୍ଦିର
ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଉପଖଣ୍ଡସ୍ଥ ପରଜଙ୍ଗ ବ୍ଳକରେ କୁଆଳୋ ଗ୍ରାମରେ ପ୍ରାଚୀନ ଅଷ୍ଟଶମ୍ଭୁ ପୀଠ ଅବସ୍ଥିତ । ଏଠାରେ ପୂଜିତ ଅଷ୍ଟଶମ୍ଭୁ ହେଉଛନ୍ତି: ୧) କନକେଶ୍ୱର, ୨) ସ୍ୱପ୍ନେଶ୍ୱର, ୩)ଐଶାନେଶ୍ୱର, ୪)କପିଳେଶ୍ୱର, ୫) ବୈଦ୍ୟନାଥେଶ୍ୱର, ୬)ପଶ୍ଚିମେଶ୍ୱର, ୭)ବାଣେଶ୍ୱର ୮) ଲୋକନାଥେଶ୍ୱର ମୁଖ୍ୟମନ୍ଦିରରେ ଥିବା କନକେଶ୍ୱରଙ୍କ ଲିଙ୍ଗ ଆଠଫୁଟ ଉଚ୍ଚ। ଲିଙ୍ଗ ଚତୁପାର୍ଶ୍ୱରେ ଥିବା ଶକ୍ତି ନଷ୍ଟ ହୋଇଯାଇଥିବାରୁ ୧୯୮୦ ମସିହାରେ ନୂତନ ଶକ୍ତି ନିର୍ମାଣ କରାଯାଇଥିଲା । ଚୂଡ଼ା ଭାଙ୍ଗିଯାଇଥିବା ମୁଖ୍ୟମନ୍ଦିରର ଉଚ୍ଚତା ପ୍ରାୟ ଅଶି [...]
Odiaଶ୍ରୀରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ରାମକଥା ସୁରଧେନୁ ସମ ସେବତ ସବ ସୁଖ ଦାନି । ସତସମାଜ ସୁରଲୋକ ସବ କୋ ନ ସୁନୈ ଅସ ଜାନି ॥ ଭାବାର୍ଥ :- କାମଧେନୁ ଗାଇର ଯେପର ସେବା କଲେ ସମସ୍ତ ମନୋବାଞ୍ଛା ପୂର୍ଣ୍ଣ ହୋଇଥାଏ ସେହିପରି ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର କଥା ଶ୍ରବଣ ମନନ ସମସ୍ତ ସୁଖ ପ୍ରଦାନ କରିବ ଆଉ ସେଥିପାଇଁ ସମସ୍ତ ସତ୍ ପୁରୁଷ ମାନେ ଆଉ ସମସ୍ତ ଦେବଗଣ ମଧ୍ୟ ଏସବୁ ବିଷୟ ବୁଝି [...]
Odiaଗୀତା ଉପଦେଶ:- ସମଗ୍ର ସୃଷ୍ଟି ଶ୍ରୀକୃଷ୍ଣଙ୍କ ଶରୀରରେ ଗୋଟିଏ ସ୍ଥାନରେ ଅବସ୍ଥିତ
ଅର୍ଜୁନ ମହାଭାରତ ଯୁଦ୍ଧକ୍ଷେତ୍ର ରେ ଭଗବାନଙ୍କ ସ୍ୱରୂପ ଦର୍ଶନ କରି ଦେଖୁଛନ୍ତି- ତତ୍ରୈକସ୍ଥଂ ଜଗତ୍କୃତ୍ସ୍ନଂ ପ୍ରବିଭକ୍ତମନେକଧା । ଅପଶ୍ୟଦ୍ଦେବଦେବସ୍ୟ ଶରୀରେ ପାଣ୍ଡବସ୍ତଦା। ଅର୍ଥାତ ବିଶ୍ୱରୂପର ବିସ୍ମୟକର ଅଲୌକିକତା ବର୍ଣ୍ଣନା କରିବା ପରେ, ସଞ୍ଜୟ କହୁଛନ୍ତି ଯେ ସମଗ୍ର ସୃଷ୍ଟି ଏହା ମଧ୍ୟରେ ସମାହିତ । ଆହୁରି ବିସ୍ମୟକର ଏହା ଯେ ଅର୍ଜୁନ ଦେଖିବାକୁ ପାଉଛନ୍ତି, ସମଗ୍ର ସୃଷ୍ଟି ଶ୍ରୀକୃଷ୍ଣଙ୍କ ଶରୀରରେ ଗୋଟିଏ ସ୍ଥାନରେ ଅବସ୍ଥିତ । ସେ ଦେଖିବାକୁ ପାଇଲେ ଯେ ସମ୍ପୂର୍ଣ୍ଣ ସୃଷ୍ଟି ଅନ୍ତର୍ଗତ ଅଗଣିତ [...]
Odiaକାମ କରୁନି ଫେସବୁକ୍, ଇନଷ୍ଟାଗ୍ରାମ
ନୂଆଦିଲ୍ଲୀ: ମେଟାର ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମ ଅଚଳ ହୋଇପଡ଼ିଛି। ଫେସବୁକ୍ ଓ ଇନଷ୍ଟାଗ୍ରାମ କାମ କରୁନଥିବା ଅଭିଯୋଗ କରିଛନ୍ତିି ୟୁଜର | ଭାରତ ସହ ଅନେକ ଦେଶରେ ଏହି ଦୁଇ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ମଙ୍ଗଳବାର ହଠାତ୍ ଡାଉନ୍ ଥିବା ଅଭିଯୋଗ ହୋଇଛି । ଫେସବୁକ୍ ଆକାଉଣ୍ଟ୍ ଆପେ ଆପେ ଲଗ୍ ଆଉଟ୍ ହୋଇଯାଉଛି | ପୁଣି ଲଗ ଇନ୍ କଲେ ବି ଏରର୍ ମେସେଜ ଦେଖାଉଛି । ଇନଷ୍ଟାଗ୍ରାମର ମଧ୍ୟ ଅନେକ [...]
Odiaଚିତା ବାଘ ଛାଲ ଜବତ , ଜଣେ ଗିରଫ
ଫୁଲବାଣୀ – ଏସଟିଏଫକୁ ବଡ଼ ସଫଳତା l କନ୍ଧମାଳର ଫିରିଙ୍ଗିଆ ଥାନା ମଣିପଦର ଗାଁରୁ ଚିତା ବାଘ ଛାଲ ଜବତ କରିଛି ଏସଟିଏଫ । ଏହି ଘଟଣାରେ ଜଣକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ କୁରକନପଲ୍ଲୀର ବିଲରାସେନ କହଁର । ରେଡ୍ ବେଳେ ନଗଦ ୫ ହଜାର ୫ଶହ ଟଙ୍କା ସହ ମାରଣାସ୍ତ୍ର ବି ଜବତ କରିଛି ଏସଟିଏଫ । ଗିରଫ ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି । ଜବତ ଚିତାବାଘ [...]
ବିଜେଡିର ନାଗରିକ କୈନ୍ଦ୍ରିକ ନୂଆ ୱେବସାଇଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିଜୁବାବୁଙ୍କ ଜୟନ୍ତୀ ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ନୂତନ ଭାବେ ପ୍ରସ୍ତୁତ ନାଗରିକ କୈନ୍ଦ୍ରିକ ୱେବସାଇଟ୍କୁ ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟରେ ମହିଳା ସଶସ୍ତୀକରଣ , ଅନ୍ତର୍ଭୁକ୍ତି ବିକାଶ , ଆଦିବାସୀ କଲ୍ୟାଣ , ଯୁବ ଓ କ୍ରୀଡ଼ା , କୃଷି , ଆଇଟି ଏବଂ ପୁଞ୍ଜିନିବେଶ ଭଳି କ୍ଷେତ୍ରରେ ୫ଟି ନେତୃତ୍ବାଧୀନ ପରିବର୍ତ୍ତନର ଏକାଧିକ ସ୍ତମ୍ଭ ପ୍ରଦର୍ଶିତ ହୋଇଛି । ଲୋକଙ୍କ ସ୍ଵରକୁ ସୁଦୃଢ଼ କରିବା [...]
Odiaବିଜୁ ଜନ୍ମତିଥିରେ ଜିଲ୍ଲାସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ
ସମ୍ବଲପୁର: ମହାନ ଜନ ନାୟକ, ଆଧୁନିକ ଓଡିଶାର ଖାରବେଳ, ଇଣ୍ଡୋନେସିଆର ଭୂମିପୁତ୍ର ତଥା କଳିଙ୍ଗ ବୀରପୁତ୍ର ବିଜୁ ପଟ୍ଟନାୟକଙ୍କ ଜନ୍ମତିଥି ଅବସରରେ ସମ୍ବଲପୁର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପଂଚାୟତିରାଜ ଓ ଲୋକସେବା ଦିବସ -୨୦୨୪ ପାଳିତ ହୋଇଛି। ଏହି ଅବସରରେ ସିଡିଓ-କମ-ଇଓ ଧର୍ମେନ୍ଦ୍ର ମଲ୍ଲିକ ସ୍ୱାଗତ ଭାଷଣ ଦେଇଥିଲେ। ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ସହିତ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାସୁମନ ଅର୍ପଣ କରିବା ପରେ ସିଡିଓ-କମ-ଇଓ ଧର୍ମେନ୍ଦ୍ର ମଲ୍ଲିକ [...]
