Odiaଗଞ୍ଜାମ ଜିଲ୍ଲାସ୍ତରୀୟ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ
ଛତ୍ରପୁର: ଓଡ଼ିଆ ଜାତିର ସ୍ବାଭିମାନ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ବାରା ପାଳିତ ହୋଇଯାଇଛି। ବିଜୁ ବାବୁଙ୍କ ତୈଳଚିତ୍ରରେ ଅତିଥିମାନେ ମାଲ୍ୟାର୍ପଣ କରିଥିଲେ। ସଙ୍ଗୀତଭୂଷଣ ପ୍ରଫୁଲ୍ଲ ଚନ୍ଦ୍ର ମହାପାତ୍ର ପ୍ରାରମ୍ଭିକ ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିବା ବେଳେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ବିଜୁବାବୁଙ୍କ ସ୍ମୃତି ଚାରଣ କରିଥିଲେ। ବିଜୁବାବୁ ଥିଲେ ସୀମାହୀନ ମହନୀୟ ଆଦର୍ଶର ଏକ ଗୌରବ [...]
Odiaଡିଏମକେ ନେତା ଏ ରାଜାଙ୍କ ପୁଣି ବିବାଦୀୟ ମନ୍ତବ୍ୟ, କହିଲେ ଭାରତ ଏକ ରାଷ୍ଟ୍ର ନୁହେଁ
ଚେନ୍ନାଇ: ଦ୍ରାବିଡ ମୁନ୍ନେତ୍ରା କଜଗମ (ଡିଏମକେ)ର ବରିଷ୍ଠ ନେତା ତଥା ସାଂସଦ ଏ.ରାଜା ପୁଣି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଜା କହିଛନ୍ତି ଯେ ଭାରତ କେବେ ବି ଏକ ରାଷ୍ଟ୍ର ନଥିଲା ବରଂ ଏହା ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତିର ଏକ ଉପମହାଦେଶ। ରାଜାଙ୍କ ଏପରି ମନ୍ତବ୍ୟକୁ ସମାଲୋଚନା କରିଛି ବିଜେପି । ରାଜା ଦେଶର ‘ବିଭାଜନ’ ପାଇଁ ଆହ୍ବାନ କରୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ରାଜା ଡିଏମକେ ଦ୍ବାରା ଆୟୋଜିତ [...]
Odiaଖଲ୍ଲିକୋଟ: ବିଦ୍ୟୁତ୍ ଖୁଣ୍ଟ ସହ ବାଇକ୍ ଧକ୍କାରେ ୨ ବନ୍ଧୁ ମୃତ
ଛତ୍ରପୁର: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଚିକିଲି ପଞ୍ଚାୟତ କାଳେଞ୍ଜିପଲ୍ଲୀ ଗ୍ରାମର ପିଣ୍ଟୁ ପ୍ରଧାନ (୨୨) ଓ ଗଣେଶ ପ୍ରଧାନ (୧୭) ଏକ ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଅନ୍ୟ ଜଣେ ଯୁବକ ସହ ମିଶି ଏହି ଦୁଇ ସାଙ୍ଗ ବରଯାତ୍ରୀ ଭାବେ ନିକଟସ୍ଥ ବାଣିଆ ଗ୍ରାମକୁ ବାଇକ୍ ଯୋଗେ ଯାଇଥିଲେ। ସେଠାରେ ମଉଜମସ୍ତି କରି ଭୋଜି ଖାଇ ବିଳମ୍ବିତ ରାତିରେ ନିଜ ଗାଁକୁ ଫେରୁଥିବା ବେଳେ ବାଣିଆ- ଚିକିଲି ରାସ୍ତାରେ ବାଇକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ [...]
Odiaଲାଞ୍ଚ ମାମଲାରେ ଅବସରପ୍ରାପ୍ତ ଏସଆଇଙ୍କୁ ୫ ବର୍ଷ ଜେଲ୍ ଦଣ୍ଡାଦେଶ
ଭୁବନେଶ୍ୱର – ୨୦୧୬ର ଏକ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନାର ଅବସରପ୍ରାପ୍ତ ଏସଆଇ ଶରତ ଚନ୍ଦ୍ର ରୟ । ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଅବସରପ୍ରାପ୍ତ ଏସଆଇଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଏଥିସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ ମଧ୍ୟ ବାରିପଦା ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜୋରିମାନା ଅନାଦେୟ ଆଉ ୫ ମାସ ଅତିରିକ୍ତ [...]
Odiaଓଡ଼ିଶାର ବିକାଶ ପାଇଁ ସାଢେ ୪ କୋଟି ଓଡିଆଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ
ଚଣ୍ଡିଖୋଲ – ଓଡ଼ିଶାର ବିକାଶ ପାଇଁ ରାଜ୍ୟର ସାଢେ ୪ କୋଟି ଲୋକଙ୍କ ଉଦ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିକାଶ ଆଜି ଓଡ଼ିଶାର ନୂଆ ପରିଚୟ ହୋଇଛି । ଆଗକୁ ଆହୁରି ଅନେକ କାମ ବାକି ରହିଛି । ପ୍ରଧାନମନ୍ତ୍ରୀ ଓଡ଼ିଶା ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିବା ଖୁସିର କଥା ବୋଲି [...]
Odiaଚଣ୍ଡିଖୋଲରେ ରାଜ୍ୟ ପାଇଁ ପ୍ରାୟ ୨୦ ହଜାର କୋଟିର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
ଚଣ୍ଡିଖୋଲ -ପ୍ରଭୁ ଜଗନ୍ନାଥ ଓ ମା’ ବିରଜାଙ୍କ ଆଶୀର୍ବାଦରେ ଓଡ଼ିଶାରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ଆତ୍ମନିର୍ଭର ଭାରତକୁ ଓଡ଼ିଶା ଶକ୍ତି ଦେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଚଣ୍ଡିଖୋଲରେ ଏକ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯାଜପୁରରେ ବିକାଶର ନୂଆ ଧାରା ଆରମ୍ଭ ହୋଇଛି। ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ତାଙ୍କୁ ମନେ ପକାଇବା ଦେଶର ବିକାଶ ଲାଗି ବିଜୁବାବୁଙ୍କ ଯୋଗଦାନ ଅତୁଳନୀୟ ବୋଲି କହିଥିଲେ। ଆଜି ଚଣ୍ଡିଖୋଲରୁ ପ୍ରଧାନମନ୍ତ୍ରୀ [...]
Odiaସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ପାଇଁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ
କୋଲକାତା: ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ମଙ୍ଗଳବାର ନିର୍ଦ୍ଦେଶ ଦେଇଛନ୍ତି।ଏହାଛଡ଼ା ଏହି ମାମଲାରେ ପଶ୍ଚିମବଙ୍ଗ ପୋଲିସ ଦ୍ୱାରା ଫେବୃଆରୀ ୨୯ରେ ଗିରଫ ହୋଇଥିବା ତୃଣମୂଳ କଂଗ୍ରେସ (ଟିଏମସି) ନେତା ଶାହାଜାହାନ ଶେଖଙ୍କୁ କେନ୍ଦ୍ରୀୟ ଏଜେନ୍ସିର ହାଜତକୁ ପଠାଇବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଟିଏସ୍ ଶିବଜ୍ଞାନମଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମଙ୍ଗଳବାର ଅପରାହ୍ନ ୪:୩୦ ସୁଦ୍ଧା ଏହି ନିର୍ଦ୍ଦେଶ [...]
Odiaନକଲି ଆଚାର କାରଖାନା ଠାବ: ଜଣେ ଗିରଫ
ବ୍ରହ୍ମପୁର: ବ୍ରହ୍ମପୁର ଆଚାରର ଚାହିଦା ସବୁଠି ରହିଛି। ଲୋକେ ବ୍ରହ୍ମପୁର ଆସିଲେ ଏଠାରେ ପ୍ରସ୍ତୁତ ଆଚାର ସାଥିରେ ନେଇଯିବାକୁ ଭୁଲନ୍ତି ନାହିଁ। ହେଲେ ଏହି ସୁଯୋଗରେ କିଛି ଅସାଧୁ ବ୍ୟବସାୟୀ ଏବେ ଏହି ଚଟପଟା ଖାଦ୍ୟର ଭେଜାଲ କାରବାର ଆରମ୍ଭ କରି ଦେଇଛନ୍ତି। ବ୍ରହ୍ମପୁର ପୋଲିସ ଏଭଳି ଏକ ଭେଜାଲ କାରବାରର ପର୍ଦ୍ଦାଫାଶ କରିଛି। ଜଣେ ନକଲି ଆଚାର ପ୍ରସ୍ତୁତକାରୀ ଓ ବିକ୍ରେତାଙ୍କୁ କାବୁ କରିଛି। ସେ ହେଲା ବଡ଼ବଜାର ଥାନା ଅନ୍ତର୍ଗତ ଅମ୍ବିକା ନଗରର ପିଣ୍ଟୁ [...]
Odiaକଲିକତା ହାଇକୋର୍ଟ ଜଜ୍ ପଦରୁ ଇସ୍ତଫା ପରେ ବିଜେପିରେ ଯୋଗ ଦେବେ ଜଷ୍ଟିସ ଅଭିଜିତ୍ ଗଙ୍ଗୋପାଧ୍ୟାୟ
କୋଲକାତା: କଲିକତା ହାଇକୋର୍ଟ ଜଜ୍ ପଦରୁ ଇସ୍ତଫା ଦେଇଥିବା ଜଷ୍ଟିସ ଅଭିଜିତ୍ ଗଙ୍ଗୋପାଧ୍ୟାୟ ବିଜେପିରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତିି । ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଗଙ୍ଗୋପାଧ୍ୟାୟ କହିଛନ୍ତି ଯେ ସେ ମାର୍ଚ୍ଚ ୭ରେ ବିଜେପିରେ ସାମିଲ ହୋଇପାରନ୍ତି । ଲୋକସଭା ନିର୍ବାଚନ ଲଢ଼ିବା ନେଇ ପ୍ରଶ୍ନରେ ଜଷ୍ଟିସ ଗଙ୍ଗୋପାଧ୍ୟାୟ କହିଛନ୍ତି ଏହା ଦଳ ନିଷ୍ପତ୍ତି ନେବ। କଲିକତା ହାଇକୋର୍ଟ ଜଜ୍ ଭାବେ ଅନେକ ଥର ଶାସକ ତୃଣମୂଳ କଂଗ୍ରେସ ସରକାର ବିରୋଧରେ କଡ଼ା ଟିପ୍ପଣୀ [...]
କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବଡ଼ ଆଶ୍ବସ୍ତି, ମନି ଲଣ୍ଡରିଂ ମାମଲା ଖାରଜ କଲେ ସୁପ୍ରିମକୋର୍ଟ

Odiaକର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ବଡ଼ ଆଶ୍ବସ୍ତି, ମନି ଲଣ୍ଡରିଂ ମାମଲା ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ସୁପ୍ରିମକୋର୍ଟରୁ କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ଶିବକୁମାରଙ୍କ ନେତାଙ୍କ ବିରୋଧରେ ୨୦୧୮ ମନି ଲଣ୍ଡରିଂ ମାମଲାକୁ ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ । ଏହି ମାମଲାରେ ଶିବକୁମାରଙ୍କୁ ସେପ୍ଟେମ୍ବର ୨୦୧୯ରେ ଗିରଫ କରିଥିଲା ଇଡି। ତେବେ ପରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ତାଙ୍କ ବିରୋଧରେ ମାମଲା ବିଜେପିର ଷଡ଼ଯନ୍ତ୍ର ବୋଲି ଦାବି କରିଥିଲେ ଶିବକୁମାର । ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କିନ୍ତୁ ନ୍ୟାୟପାଳିକା ଉପରେ ତାଙ୍କର [...]
