Odiaଆଜିର ଗୀତା ଉପଦେଶ: ଶାସ୍ତ୍ର ନିର୍ଦ୍ଦେଶକୁ ଅବମାନନା କରି ଯେଉଁ ତପସ୍ୟା କରାଯାଏ, ତାହା ନିଷ୍ଫଳ ତପସ୍ୟା
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତପସ୍ୟା କିପରି କରିବାକୁ ହୁଏ ତାହା ବୁଝାଇବାକୁ ଯାଇ କହିଛନ୍ତି :- ମୂଢ଼ଗ୍ରାହେଣାତ୍ମନୋ ଯତ୍ପୀଡ଼ୟା କ୍ରିୟତେ ତପଃ । ପରସ୍ୟୋତ୍ସାଦନାର୍ଥଂ ବା ତତ୍ତାମସମୁଦାହୃତମ୍ । ମୂଢ଼ ଗ୍ରାହେଣାତ୍ ଶବ୍ଦ ଏଠାରେ ସେମାନଙ୍କ ଉପଲକ୍ଷ୍ୟରେ କୁହାଯାଇଛି, ଯେଉଁମାନଙ୍କର କୌଣସି ବିଷୟରେ ସ୍ପଷ୍ଟ ଧାରଣା ନ ଥାଏ ଏବଂ ଯେଉଁମାନେ ଶାସ୍ତ୍ରର ନିର୍ଦ୍ଦେଶକୁ ସମ୍ମାନ ନ ଦେଇ, ଶରୀରର କ୍ଷମତା ପ୍ରତି ଦୃଷ୍ଟି ନ ଦେଇ ତପସ୍ୟା ନାମରେ ନିଜ ଶରୀରକୁ ଅତିଶୟ ଯାତନା ଦେବା [...]
Odiaକଟକର ରୁପା ତାରକସି କାମକୁ ଜିଆଇ ମାନ୍ୟତା
ଭୁବନେଶ୍ୱର – କଟକର ପ୍ରସିଦ୍ଧ ତାରକସି କାମକୁ ଜିଓଗ୍ରାଫିକାଲ ଇଣ୍ଡିକେସନ୍ -ଜିଆଇ ମାନ୍ୟତା ମିଳିଛି। ଚେନ୍ନାଇର ଜିଓଗ୍ରାଫିକାଲ ଇଣ୍ଡିକେସନ ରେଜିଷ୍ଟ୍ରିରୁ ଏହି ସୂଚନା ମିଳିଛି। ତାରକସି କାମକୁ ଜିଆଇ ମାନ୍ୟତା ମିଳିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ତଥା କଟକବାସୀ ଓ ପ୍ରଶାସନକୁ ଶୁଭେଚ୍ଛା ଜଣାଇଛନ୍ତି। ଓଡିଶା ପାଇଁ ଏହା ସମ୍ମାନର ବିଷୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ସହରର ତାରକସି କାମ ୫ଶହ ବର୍ଷ ପୁରୁଣା ବୋଲି କୁହାଯାଏ । ୨୦୨୧ ମସିହା ଜୁଲାଇ [...]
Odia୫-ଟି ଅଧ୍ୟକ୍ଷଙ୍କୁ ଭେଟିଲେ ୨ଟି ନବ ଗଠିତ ମ୍ୟୁନିସିପାଲିଟି, ୮ଟି ଏନଏସି ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ଜନସାଧାରଣ , ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା
ଭୁବନେଶ୍ବର – ରାଜ୍ୟର ୨ଟି ନବ ଗଠିତ ମ୍ୟୁନିସିପାଲିଟି, ୮ଟି ବିଜ୍ଞପିତ ଅଞ୍ଚଳ ପରିଷଦର ଜନସାଧାରଣ ଓ ୪ଟି ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ନବୀନ ନିବାସଠାରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ପାଇଁ ସେମାନେ କୃତଜ୍ଞତା ପ୍ରକାଶ କରିଥିଲେ। ୫-ଟି ଅଧ୍ୟକ୍ଷ ସେମାନଙ୍କୁ ଧନ୍ୟବାଦ ଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଓଡିଶାର ବିକାଶ ପାଇଁ ଦିନରାତି କାମ କରୁଛନ୍ତି। ସମସ୍ତଙ୍କୁ ସେ ନିଜ ପରିବାରର [...]
Odia୫-ଟି ଉପକ୍ରମରେ ଜଳସେଚନ ପ୍ରକଳ୍ପ ତ୍ୱରାନ୍ୱିତ: ଗୋଟିଏ ଦିନରେ ୫୨ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର
ଭୁବନେଶ୍ବର – ଆଜି ଜଳସେଚନ କ୍ଷେତ୍ରରେ ଏକ ସୁବର୍ଣ୍ଣ ଅଧ୍ୟାୟ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ୩,୦୩୭ କୋଟି ଟଙ୍କାରେ ୫୨ଟି ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ୪ଟି ଜିଲ୍ଲାରେ ୧୩୧ କୋଟି ଟଙ୍କା ବ୍ୟୟରେ ୬ଟି ପ୍ରକଳ୍ପର ଉଦ୍ଘାଟନ ହୋଇଥିବା ବେଳେ ୧୫ଟି ଜିଲ୍ଲାରେ ୨୯୦୬ କୋଟି ଟଙ୍କାରେ ୪୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଚାଷୀଙ୍କ କଲ୍ୟାଣ ଓ [...]
Odia୧୯୫ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି, ମୋଦୀ ପୁଣି ବାରାଣସୀରୁ ଲଢ଼ିବେ
ନୂଆଦିଲ୍ଲୀ: ବିଜେପି ୨୦୨୪ ଲୋକସଭା ନିର୍ବାଚନ ପାଇଁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟରେ ଦଳ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ବାରାଣସୀ ଆସନରୁ ଲଢ଼ିବେ । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଗାନ୍ଧୀ ନଗରରୁ ପ୍ରତିଦ୍ବନ୍ଦ୍ବିତା କରିବାକୁ ଥିବାବେଳେ ସ୍ମୃତି ଇରାନୀ ଏଥର ମଧ୍ୟ ଆମେଥିରୁ ଭାଗ୍ୟ ପରୀକ୍ଷା [...]
Odiaଅନନ୍ତ ଅମ୍ବାନୀ-ରାଧିକାଙ୍କ ପ୍ରାକ୍ ବିବାହ ଉତ୍ସବରେ ରିହାନ୍ନାଙ୍କ ଜଲଓ୍ବା
ଜାମନଗର: ରିଲାଏନ୍ସ ମାଲିକ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଏବଂ ତାଙ୍କ ପ୍ରେମିକା ରାଧିକା ମର୍ଚାଣ୍ଟଙ୍କ ପ୍ରାକ୍ ବିବାହ ଉତ୍ସବରେ ଖ୍ୟାତନାମା ପପ୍ ଷ୍ଟାର୍ ରିହାନ୍ନା ନିଜ ଜଲଓ୍ବା ଦେଖାଇଛନ୍ତି । ରିହାନ୍ନା ‘ଡାଏମଣ୍ଡସ୍’, ‘ହ୍ବେୟାର ହାଭ୍ ୟୁ ବୀନ୍’, ‘ରୁଡ୍ ବୟ’ ଏବଂ ‘ପୋଅର ଇଟ୍ ଅପ୍’ ଭଳି ତାଙ୍କର ହିଟ୍ ଗୀତ ଗାଇଥିଲେ। ଏହି କାର୍ଯ୍ୟକ୍ରମରେ ଶାହରୁଖ ଖାନ-ଗୌରୀ ଖାନ, ରଣବୀର ସିଂ-ଦୀପିକା ପାଦୁକୋନଙ୍କ ଭଳି ଭାରତୀୟ ଚଳଚ୍ଚିତ୍ର ସେଲିବ୍ରିଟି ସହ ପ୍ରସିଦ୍ଧ ପ୍ରଚ୍ଛଦପଟ [...]
Odia୯୫୦ କୋଟି ଟଙ୍କାରେ ଏମକେସିଜି ସମ୍ପ୍ରସାରଣ: ଉପକୃତ ହେବେ ରୋଗୀ, ଡାକ୍ତରୀ ଛାତ୍ର ଛାତ୍ରୀ
ବ୍ରହ୍ମପୁର: ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ (ଏମକେସିଜି ମେଡିକାଲ କଲେଜ ହସପିଟାଲ୍)ରେ ଉପଲବ୍ଧ ହେବ ନୂଆ ଭିତ୍ତିଭୂମି। ସମ୍ପ୍ରସାରଣ କୋଠା ପାଇଁ ପ୍ରାୟ ୯୫୦ କୋଟି ଟଙ୍କାର ବ୍ୟୟ ମଞ୍ଜୁରୀ ହୋଇଛି। ଏହାଦ୍ୱାରା ରୋଗୀ, ଡାକ୍ତରୀ ଛାତ୍ରଛାତ୍ରୀମାନେ ଉନ୍ନତ ସୁବିଧା ସୁଯୋଗ ପାଇବେ। ଏହା ମଧ୍ୟରେ ରହିଛି ୪୫୦ ଶଯ୍ୟା ବିଶିଷ୍ଟ ହସପିଟାଲ୍ କୋଠା (ବହିଃ ଚିକିତ୍ସା କମ୍ପ୍ଲେକ୍ସ, ୨୮୦ ଶଯ୍ୟା ବିଶିଷ୍ଟ ଜେନେରାଲ୍ ମେଡିସିନ୍ ଅନ୍ତଃ ଚିକିତ୍ସା ବିଭାଗ, ୧୦୦ ଶଯ୍ୟାର [...]
Odiaଗମ୍ଭୀରଙ୍କ ପରେ ବିଜେପି ସାଂସଦ ଜୟନ୍ତ ସିହ୍ନା ରାଜନୀତିକୁ କହିଲେ ଅଲବିଦା
ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି ପୂର୍ବରୁ ଦିନକରେ ଦଳର ଦୁଇ ଜଣ ସାଂସଦ ସକ୍ରିୟ ରାଜନୀତି ଛାଡ଼ିବାକୁ ଘୋଷଣା କରିଛନ୍ତି । ଗୌତମ ଗମ୍ଭୀରଙ୍କ ପରେ ବିଜେପିର ଆଉ ଜଣେ ସାଂସଦ ଜୟନ୍ତ ସିହ୍ନା ସକ୍ରିୟ ରାଜନୀତିକୁ ଅଲବିଦା କହିଛନ୍ତି । ଝାଡ଼ଖଣ୍ଡର ହଜାରିବାଗରୁ ସାଂସଦ ଥିବା ଜୟନ୍ତ ସିହ୍ନା ତାଙ୍କୁ ନିର୍ବାଚନ ଦାୟିତ୍ୱରୁ ମୁକ୍ତ କରିବା ପାଇଁ ବିଜେପି ସଭାପତି ଜେପି ନଡ୍ଡାଙ୍କୁ ଅନୁରୋଧ କରିଛନ୍ତିି । [...]
Odiaସରକାରୀ ବାସଭବନରୁ ମିଳିଲା ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ
ଫୁଲବାଣୀ – ସରକାରୀ ବାସଭବନରୁ ମିଳିଲା ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ମୃତଦେହ। ଫୁଲବାଣୀ ଆଇଟିଡିଏରେ କାର୍ଯ୍ୟରତ ସହକାରୀ ନିର୍ବାହୀ ଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ଝୁଲନ୍ତା ମୃତଦେହ ତାଙ୍କ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି। କନ୍ଧମାଳ ଜିଲ୍ଲା ନଦୀଖଣ୍ଡିସାହିରେ ଘଟିଛି ଏହି ଘଟଣା । ମୃତ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକ ଫୁଲବାଣୀ ଆଇଟିଡିଏରେ କାର୍ଯ୍ୟରତ ଥିଲେ। ୨୦ ଦିନ ଛୁଟିରେ ଥିଲେ ତୁଷାରେନ୍ଦ୍ର। ଆଜି ତୁଷାରେନ୍ଦ୍ର ଜଣେ ଯନ୍ତ୍ରୀଙ୍କ ସହ ଫିଲ୍ଡ ଡ୍ୟୁଟିରେ ରେ ଯିବାର ଥିଲା [...]
Odiaଭିଜିଲାନ୍ସ ହାତରେ ଧରାପଡିଲେ ଦୁଇ ଲାଞ୍ଚୁଆ ଏଏସଆଇ
ଭୁବନେଶ୍ୱର – ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ଏଏସଆଇ । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ପୋଲିସ ଥାନାର ଏଏସଆଇ ସୀମାଞ୍ଚଳ ମହାରଣାଙ୍କୁ ଲାଞ୍ଚ ନେବାବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍। ଜଣେ ଅଭିଯୁକ୍ତଙ୍କ ମାମଲା କୋହଳ ପାଇଁ ସେ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଧରିଥିଲା ଭିଜିଲାନ୍ସ ଟିମ୍ । ଭିଜିଲାନ୍ସ ଟିମକୁ ଦେଖି ଏଏସଆଇ ସୀମାଞ୍ଚଳ ଲାଞ୍ଚ ଟଙ୍କା ପୋଲିସ ଥାନା ମାଲଖାନାରେ ଫିଙ୍ଗି ଦେଇଥିଲେ। ଭିଜିଲାନ୍ସ ଟିମ୍ ଲାଞ୍ଚ ଟଙ୍କା [...]
