Odiaଆଜି ରାଷ୍ଟ୍ରପତିଙ୍କ ବ୍ରହ୍ମପୁର ଗସ୍ତ
ଭୁବନେଶ୍ୱର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶା ଗସ୍ତର ତୃତୀୟ ଦିନରେ ବ୍ରହ୍ମପୁର ଯିବେ । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ରାଷ୍ଟ୍ରପତି । ଭୁବନେଶ୍ବର ବିମାନ ବନ୍ଦରରୁ ସ୍ଵତନ୍ତ୍ର ବିମାନ ଯୋଗେ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଅବତରଣ କରିବେ ରାଷ୍ଟ୍ରପତି । ଏହାପରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ସାମିଲ ହେବେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବେ ରାଷ୍ଟ୍ରପତି। ୩୫ ଛାତ୍ରଛାତ୍ରୀଙ୍କୁ ଗୋଲ୍ଡ ମେଡାଲ [...]
Odiaଢାକାରେ ବ୍ୟବସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ, ୪୪ ମୃତ
ଢାକା – ବାଂଲାଦେଶର ରାଜଧାନୀ ଢାକାରେ ଏକ ବ୍ୟବସାୟିକ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ ଘଟି ୪୪ ଜଣ ପ୍ରାଣ ହରାଇଛନ୍ତି। ଏଥିରେ ୪୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ଗୁରୁତର ରହିଛି ।ଢାକାର ବେଲି ରୋଡ୍ ସ୍ଥିତ ସାତ ମହଲା କୋଠାରେ ଘଟିଛି ଏହି ଅଗ୍ନିକାଣ୍ଡ । କୋଠାର ପ୍ରଥମ ମହଲାରେ ଥିବା ଏକ ରେଷ୍ଟୁରାଣ୍ଟରୁ ନିଆଁ ଅନ୍ୟ ମହଲାକୁ ବ୍ୟାପି ଭୟଙ୍କର ରୂପ ଧାରଣ କରିଥିଲା ।କୋଠାରେ ଫସିଥିବା ଫସି ରହିଥିବା [...]
Odiaବାବାସାହେବଙ୍କ ଭୀମରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲର ଆଜି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ଲୋକାର୍ପଣ ହେବ ବାବା ସାହେବ ଭୀମ ରାଓ ଆମ୍ବେଦକର ଅନ୍ତଃ ରାଜ୍ୟ ବସ୍ ଟର୍ମିନାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୂପାନ୍ତରିତ ବରମୁଣ୍ଡା ବସଷ୍ଟଣ୍ଡକୁ ଆଜି ଲୋକାର୍ପିତ କରିବେ । ଏହି ବସ୍ ଟର୍ମିନାଲରେ ଯାତ୍ରୀମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା କରାଯାଇଛି। ଯାତ୍ରୀମାନେ ଏକ ବିମାନ ବନ୍ଦରର ଅନୁଭୂତି ପାଇବେ । ପ୍ରବେଶ ଓ ପ୍ରସ୍ଥାନ ପଥ ସହ ବସ୍ ବେ’ଠୁ ଆହାର କେନ୍ଦ୍ର ସବୁ ବ୍ୟବସ୍ଥା ଏଠାରେ କରାଯାଇଛି। ଫୁଡ୍ କୋର୍ଟ [...]
Odiaଘରର ସବୁ ବାସ୍ତୁଦୋଷ ଦୂର କରିଥାନ୍ତି ଏହି ୫ ଟି ଜିନିଷ
ଆଜିର ଦୁନିଆରେ ଯାଗାର କମି କିମ୍ବା ଧନର ଅଭାବ ଯୋଗୁ କିଛି ଲୋକ ଚାହୁଁନଥିଲେ ବି ଏମିତି ଯାଗାରେ ଘର କିମ୍ବା ଦୋକାନ କିଣିବାକୁ ପଡିଥାଏ ଯାହା ସମ୍ପୂର୍ଣ୍ଣ ଭାବେ ବାସ୍ତୁଶାସ୍ତ୍ରର ନିୟମରେ ଆସେନାହିଁ। ଏମିତି ସ୍ଥାନରେ ଅନେକ ପ୍ରକାରର ବାସ୍ତୁଦୋଷ ଥାଏ ଯାହା ଆମର ଜୀବନରେ ସମସ୍ୟା ନେଇ ଆସିଥାନ୍ତି। ଏହି ବାସ୍ତୁଦୋଷକୁ ଦୂର କରିବା ପାଇଁ ଭଙ୍ଗା ରୁଜା ବି କରାଯାଇ ପାରିବ ନାହିଁ କିନ୍ତୁ ଏହି ବିଷୟରେ ବାସ୍ତୁଶାସ୍ତ୍ରରେ ଅନେକ ମହତ୍ତ୍ୱପୂର୍ଣ୍ଣ ଉପାୟ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ମୁନି ଗତି ଦେଖି ସୁରେସ ଡେରାନା । କାମହି ବୋଲି କୀହ୍ନ ସଠମାନା ॥ ସହିତ ସହାୟ ଜାହୁ ମମ ହେତୁ । ଚଲେଉ ହରଷି ହିୟଁ ଜଲଚରକେତୁ ॥ ଭାବାର୍ଥ:- ମହର୍ଷି ନାରଦଙ୍କର ଏପରି ତପୋମୟ ସମାଧିସ୍ଥ ସ୍ଥିତି ଦେଖି ଦେବରାଜ ଇନ୍ଦ୍ରଦେବ ମନେ ମନେ ଡ଼ରିଗଲେ । ସଙ୍ଗେ ସଙ୍ଗେ କାମଦେବଙ୍କୁ ଡକାଇ ବହୁତ ସ୍ନେହର ସହିତ ଆଦର ସତ୍କାର କରି କହିଲେ, ହେ କାମଦେବ, ମୋର ହିତ [...]
Odiaଗୀତା ଉପଦେଶ:- ଈଶ୍ୱରଙ୍କ ଠାରେ ସମଗ୍ର ଜୀବ ଜଗତକୁ ଏବଂ ସମଗ୍ର ଜୀବ ଜଗତରେ ଈଶ୍ୱରଙ୍କୁ ଯିଏ ଅନୁଭବ କରିପାରେ ସିଏ ସମଦର୍ଶୀ
ଭଗବାନ ଅର୍ଜୁନ ଙ୍କୁ କହୁଛନ୍ତି :- ( ସେ ସକଳ ଜୀବଙ୍କଠାରେ ଆତ୍ମା ନିବାସ କରିଥିବା ଏବଂ ଆତ୍ମାରେ ସର୍ବଜୀବ ନିବାସ କରିଥିବା କଥା ଦର୍ଶନ କରିଥାନ୍ତି )। ଏଥିପାଇଁ ସେ ସମଦର୍ଶୀ ହୋଇଥାନ୍ତି। ଯୋ ମାଂ ପଶ୍ଯତି ସର୍ବତ୍ର ସର୍ବଂ ଚ ମୟି ପଶ୍ଯତି। ତସ୍ଯାହଂ ନ ପ୍ରଣଶ୍ଯାମି ସ ଚ ମେ ନ ପ୍ରଣଶ୍ଯତି ॥ ଭଗବାନ କହୁଛନ୍ତି :- ଧ୍ଯାନଯୋଗରେ ଯୁକ୍ତ ଯୋଗୀ ନିଜ ସ୍ବରୂପକୁ ସମସ୍ତଙ୍କଠାରେ ଏବଂ ସମସ୍ତଙ୍କୁ ନିଜ ସ୍ବରୂପରେ [...]
Odiaବିଜେଡିରେ ଯୋଗ ଦେଲେ ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ଭୁବନେଶ୍ୱର: ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଗୋପାଳପୁର ନିର୍ବାଚନମଣ୍ଡଳୀ ବିଜେପି ଯୁବ ନେତା ଶୁଭାଶିଷ ସାହୁ ( ବଣ୍ଟି ) ଙ୍କ ସହ ଶତାଧକ ବିଜେପି କର୍ମୀ ଆଜି ଶଙ୍ଖ ଭବନ ଠାରେ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର , ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିକ୍ରମ ପଣ୍ଡାଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ଦଳରେ ସାମିଲ ହୋଇଥବା ଶୁଭାଶିଷ ସାହୁ ଓ ସମସ୍ତ ବିଜେପି କର୍ମୀଙ୍କୁ [...]
କାହାକୁ ବି ଛାଡ଼ିବା ମୁଡରେ ନାହିଁ ବିସିସିଆଇ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସର୍ତ୍ତରେ ମିଳିଲା କେନ୍ଦ୍ରୀୟ ଚୁକ୍ତି

Odiaକାହାକୁ ବି ଛାଡ଼ିବା ମୁଡରେ ନାହିଁ ବିସିସିଆଇ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ସର୍ତ୍ତରେ ମିଳିଲା କେନ୍ଦ୍ରୀୟ ଚୁକ୍ତି
ନୂଆଦିଲ୍ଲୀ: ଘରୋଇ କ୍ରିକେଟକୁ ହାଲୁକାରେ ନେଉଥିବା ଖେଳାଳିଙ୍କ ବିରୋଧରେ ବିସିସିଆଇ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। କାହାକୁ ବି ଛାଡ଼ିବା ମୁଡ଼ରେ ନାହିଁ ଭାରତୀୟ ବୋର୍ଡ । ଶ୍ରେୟସ୍ ଆୟର ଓ ଇଶାନ୍ କିଶନ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରୁ ବାଦ୍ ପଡ଼ିବା ପରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ଦିନିକିଆ ବିଶ୍ୱକପ୍ ୨୦୨୩ରେ ଆଘାତପ୍ରାପ୍ତ ହେବା ପରଠୁ ସେ ଅନ୍ତର୍ଜାତୀୟ କ୍ରିକେଟରୁ ଦୂରରେ ଥିବା ସତ୍ତ୍ୱେ ତାଙ୍କୁ ବିସିସିଆଇ ‘ଏ’ ଗ୍ରେଡରେ ରଖିଛି [...]
Odiaଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ରାଷ୍ଟ୍ରପତି
ଭୁବନେଶ୍ବର – ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅପରାହ୍ନରେ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି । ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରି କହିଥିଲେ ଯେ, ଉତ୍କଳ ବିଶ୍ବବିଦ୍ୟାଳୟ ଦେଶର ଗୁରୁତ୍ବପୂର୍ଣ୍ଣ ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଏହି ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ଥିବା ଜାଣି ତାଙ୍କୁ ଖୁସି ଲାଗୁଛି ବୋଲି ରାଷ୍ଟ୍ରପତି କହିଥିଲେ। ଛାତ୍ରୀମାନେ ଏବେ ଆଗକୁ ବଢୁଛନ୍ତି। [...]
Odiaବିଜୁବାବୁଙ୍କ ୧୦୮ତମ ଜୟନ୍ତୀରେ ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବ ବିଜେଡି
ଭୁବନେଶ୍ୱର – ଆସନ୍ତା ମାର୍ଚ୍ଚ ୫ ତାରିଖରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କର ୧୦୮ତମ ଜନ୍ମ ଦିବସ । ଏହି ଦିବସ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ , ବ୍ଲକ , ଏବଂ ସହରାଞ୍ଚଳରେ ମହାସମାରୋହରେ ପାଳନ କରାଯିବାକୁ ବିଜୁ ଜନତା ଦଳ ନିଷ୍ପତ୍ତି ନେଇଛି । ମାର୍ଚ୍ଚ ୫ ତାରିଖ ସକାଳେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ଏହି ଦିବସ ପାଳନର ଶୁଭାରମ୍ଭ କରାଯିବ । ଦଳ ପକ୍ଷରୁ ଡାକ୍ତରଖାନା , ବୃଦ୍ଧାଶ୍ରମ , ଅନାଥାଶ୍ରମ [...]
