Odiaକୋର୍ଟ ରହିତାଦେଶ ୬ ମାସ ପରେ ସ୍ବତଃ ରଦ୍ଦ ହୋଇପାରିବ ନାହିଁ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ
ନୂଆଦିଲ୍ଲୀ: ଟ୍ରାଏଲ କୋର୍ଟ କିମ୍ବା ହାଇକୋର୍ଟ ଜାରି କରିଥିବା ରହିତାଦେଶର ବୈଧତା ୬ ମାସ ପରେ ସ୍ୱତଃ ରଦ୍ଦ ହୋଇପାରିବ ନାହିଁ। ସୁପ୍ରିମକୋର୍ଟର ସମ୍ବିଧାନ ଖଣ୍ଡପୀଠ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଏହା କହିଛନ୍ତି । ଏଥିସହ କୋର୍ଟ ୨୦୧୮ର ନିଜ ରାୟକୁ ହିଁ ବଦଳାଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, ମାମଲା ଫଏସଲା ପାଇଁ ସାମ୍ବିଧାନିକ କୋର୍ଟ ଗୁଡ଼ିକ ସମୟ ସୀମା ନିର୍ଦ୍ଧାରଣ କରିବା ଅନୁଚିତ। ତେବେ ଅସାଧାରଣ ପରିସ୍ଥିତିରେ ଏହା କରାଯାଇପାରିବ । ସୁପ୍ରିମକୋର୍ଟ ୨୦୧୮ରେ [...]
ଆସନ୍ତାକାଲି ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଆସୁଛନ୍ତି ରାଷ୍ଟ୍ରପତି
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ ଶୁକ୍ରବାର ଆସୁଛନ୍ତି। ବିଜୁ ପଟ୍ଟନାୟକ ଅଡିଟୋରିୟମ୍ ଠାରେ ହେବାକୁ ଥିବା ଏହି ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ୫୦ ମିନିଟ୍ କାଳ ଉପସ୍ଥିତ ରହିବେ। ସେଥିପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ବିଭାଗ ଓ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷ ତତ୍ପର ରହିଛନ୍ତି। ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଏସପି ଡା ସର୍ବଣା ବିବେକ ଏମ୍ ବିଶ୍ଵବିଦ୍ୟାଳୟ ପରିସରରେ ପହଞ୍ଚି [...]
Odiaବିଭିନ୍ନ ସହରରେ ବିକାଶମୂଳକ ପ୍ରକଳ୍ପର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫-ଟି ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, ଡ୍ରିଙ୍କ ଫ୍ରମ ଟ୍ୟାପ୍ ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ [...]
Odia୧୯୯୩ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଅବଦୁଲ କରିମ ଟୁଣ୍ଡା ଦୋଷମୁକ୍ତ
ଜୟପୁର: ରାଜସ୍ଥାନର ଆଜମେରର ଏକ ‘ଟାଡା’ କୋର୍ଟ ୧୯୯୩ ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଅବଦୁଲ କରିମ ଟୁଣ୍ଡାକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାର ଅନ୍ୟ ଦୁଇ ଅଭିଯୁକ୍ତ ଇରଫାନ୍ ଏବଂ ହେମିଦୁଦ୍ଦିନଙ୍କୁ ଆଜୀବନ ଜେଲ୍ ହୋଇଛି । ସିରିଜ୍ ବୋମା ବିସ୍ଫୋରଣରେ ସମ୍ପୃକ୍ତି ନେଇ ଟୁଣ୍ଡା ବିରୋଧରେ କୌଣସି ପ୍ରତ୍ୟକ୍ଷ ପ୍ରମାଣ ନାହିଁ । ତେଣୁ ତାଙ୍କୁ ଦୋଷମୁକ୍ତ କରାଯାଇଛି ବୋଲି କୋର୍ଟ ତାଙ୍କ ରାୟରେ କହିଛନ୍ତି । ଅଯୋଧ୍ୟା ବାବ୍ରି ମସଜିଦ [...]
Odiaଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ପାଇଁ ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ଏହି କମିଟି ରତ୍ନ ଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିବେ। ଏହି କମିଟିରେ ଅଧ୍ୟକ୍ଷଙ୍କ ସହିତ ୧୨ ଜଣ ସଦସ୍ୟ ଅଛନ୍ତି। ଏହି କମିଟିରେ ଥିବା ଅନ୍ୟ ସଦସ୍ୟମାନେ [...]
Odiaଜଳ ସମ୍ପଦ ବିଭାଗ ଜେଇଙ୍କ ଆତ୍ମହତ୍ୟା
ବୌଦ୍ଧ: ବୌଦ୍ଧ ଜିଲ୍ଲାର ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀ ପ୍ରଦୀପ ଘୋଷ ଆତ୍ମହତ୍ୟା କରିଛନ୍ତି । ସେ ନିଜ ସରକାରୀ କ୍ବାର୍ଟର ପଙ୍ଖାରେ ଦଉଡି଼ ଦେଇ ସେ ଆତ୍ମହତ୍ୟା କରିଛନ୍ତି । ତେବେ ଆତ୍ମହତ୍ୟାର କାରଣ ଅସୃଷ୍ଟ ରହିଥିବା ବେଳେ ଘଟଣା ସ୍ଥଳରେ ଆଦର୍ଶ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ , ପ୍ରଦୀପ ବୌଦ୍ଧ ଜଳ ସମ୍ପଦ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ । ପ୍ରତ୍ୟେକ ଦିନ [...]
Odiaଫାଷ୍ଟଟ୍ୟାଗ୍ କେଓ୍ବାଇସି ଅପଡେଟ୍ ପାଇଁ ଆଜି ଶେଷ ତାରିଖ, ଅନଲାଇନ୍ ଓ ଅଫଲାଇନରେ କିପରି କରିବେ କେଓ୍ବାଇସି ଅପଡେଟ୍ ଜାଣନ୍ତୁ
ନୂଆଦିଲ୍ଲୀ: ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ ଏଚ୍ଏଆଇ) ଫାଷ୍ଟଟ୍ୟାଗ୍ କେଓ୍ବାଇସି ବାଧ୍ୟତାମୂଳକ କରିଛି | ଏଥିପାଇଁ ସମୟସୀମା ଫେବୃଆରୀ ୨୯ ଅର୍ଥାତ୍ ଆଜି ଶେଷ ହେଉଛି । ଯେଉଁ ଫାଷ୍ଟଟ୍ୟାଗର କେଓ୍ବାଇସି ଅପଡେଟ୍ ହୋଇନାହିଁ ତାହା ଆସନ୍ତାକାଲି ଅଚଳ ହୋଇଯିବ । ଗୋଟିଏ ଗାଡ଼ି ପାଇଁ ଏକାଧିକ ଫାଷ୍ଟଟ୍ୟାଗ୍ ଓ ଏକାଧିକ ଗାଡ଼ି ପାଇଁ ଗୋଟିଏ ଫାଷ୍ଟଟ୍ୟାଗରେ ବ୍ୟବହାର ହେଉଥିବା ଅଭିଯୋଗ ପରେ ଏନ୍ଏଚ୍ଏଆଇ ଏହି ପଦକ୍ଷେପ ନେଇଛି | ଯଦି ଆପଣ ଫାଷ୍ଟଟ୍ୟାଗ୍ କେଓ୍ବାଇସି ପୂରଣ [...]
Odiaଭିଜିଲାନ୍ସ ଜାଲରେ ଫସିଲେ ଇଏସ ଆଇ ଡିସପେନସାରୀର ବରିଷ୍ଠ କିରାଣୀ
ରାଉରକେଲା -ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ | ବିଶ୍ୱନାଥ ସିଂହ ନାମକ ଜଣେ ଗ୍ୟାସ ଚୁଲା ମେକାନିକଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ଅଭିରାମଙ୍କୁ ଧରିଥିଲା ଭିଜିଲାନ୍ସ ଟିମ | ତାଙ୍କ ନିକଟରୁ ଭିଜିଲାନ୍ସ ଟିମ ଲାଞ୍ଚ ଟଙ୍କା ଜବତ କରିଛନ୍ତି l ଏହାପରେ ତାଙ୍କ ଘର ଓ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ। ବିଶ୍ୱନାଥ ୨୦୨୦ ମେ [...]
Odiaଦେଶର ୬ ଜାତୀୟ ଦଳଙ୍କ ଆୟ ୩୦୭୭ କୋଟି, ବିଜେପି ସବୁଠୁ ଧନୀ ଦଳ
ନୂଆଦିଲ୍ଲୀ: ଦେଶର ୬ ବଡ଼ ରାଜନୈତିକ ଦଳ ୨୦୨୨-୨୩ ବର୍ଷ ପାଇଁ ନିଜ ଆୟ ଘୋଷଣା କରିଛନ୍ତିି । ଏହି ୬ ଜାତୀୟ ଦଳ ମୋଟ ୩୦୭୭ କୋଟି ଆୟ କରିଛନ୍ତି। ଏମାନଙ୍କ ମଧ୍ୟରୁ ବିଜେପି ସବୁଠୁ ଧନୀ ଦଳ ଭାବେ ଉଭା ହୋଇଛି। ବିଜେପି ସର୍ବାଧିକ ୨୩୬୧ କୋଟି ଟଙ୍କା ଆୟ କରିଛି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର) ନାମକ ସଂସ୍ଥା ଦ୍ବାରା ଜାରି ରିପୋର୍ଟ ଅନୁଯାୟୀ, ୨୦୨୨-୨୩ ଆର୍ଥିକ ବର୍ଷରେ ୬ଟି ଜାତୀୟ [...]
Odiaଗ୍ରୀଷ୍ମପ୍ରବାହ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲାସ୍ତରୀୟ କର୍ମଶାଳା
ଛତ୍ରପୁର: ଚଳିତ ବର୍ଷ ମଧ୍ୟ ଗ୍ରୀଷ୍ମ ପ୍ରବାହ ବେଶ୍ ଅଧିକ ରହିବ। ଗ୍ରୀଷ୍ମର ପ୍ରକୋପ ଧୀରେ ଧୀରେ ବଢ଼ି ଚାଲିଥିବା ବେଳେ ରୌଦ୍ରତାପର ଉପଯୁକ୍ତ ମୁକାବିଲା ଓ ପରିଚାଳନା ନିମନ୍ତେ ଗଞ୍ଜାମ ଜିଲ୍ଲାସ୍ତରୀୟ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହାୟତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କର୍ମଶାଳାରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଅଧ୍ୟକ୍ଷତା କରିଥିଲେ। ବ୍ରହ୍ମପୁର ଉପଜିଲ୍ଲାପାଳ ଦିନାହ ଦସ୍ତାଗିର, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଆୟୁଷି ପତି, ବିଡିଓ, ତହସିଲଦାର, [...]
