Odiaରାଜୀବ ଗାନ୍ଧୀ ହତ୍ୟା ମାମଲାର ଦୋଷୀ ସନ୍ଥନର ମୃତ୍ୟୁ
ଚେନ୍ନାଇ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାର ଅନ୍ୟତମ ଦୋଷୀ ସନ୍ଥନର ବୁଧବାର ହୃଦଘାତରେ ମୃତ୍ୟୁ ହୋଇଯାଇଛି। ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସନ୍ଥନକୁ ସୁପ୍ରିମକୋର୍ଟ ଦୁଇବର୍ଷ ତଳେ ମୁକ୍ତ କରିଥିଲେ। ସନ୍ଥନ୍ ଓରଫ୍ ଟି.ସୁଟେନ୍ଦ୍ରରାଜ(୫୫) ଜଣେ ଶ୍ରୀଲଙ୍କା ନାଗରିକ ଥିଲା । ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ୨୦ ବର୍ଷରୁ ଅଧିକ ସମୟ ଜେଲଦଣ୍ଡ କାଟିଥିବା ୭ ଜଣ ଦୋଷୀଙ୍କୁ ସୁପ୍ରିମକୋର୍ଟ ୨୦୨୨ ମସିହାରେ ମୁକ୍ତ କରିଥିଲେ । [...]
ହିମାଚଳ ସଙ୍କଟ: ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ କଂଗ୍ରେସର ତତ୍ପରତା, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ

Odiaହିମାଚଳ ସଙ୍କଟ: ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବାକୁ କଂଗ୍ରେସର ତତ୍ପରତା, ରାଜ୍ୟପାଳଙ୍କୁ ଭେଟିଲା ବିଜେପି ବିଧାୟକ ଦଳ
ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ରାଜ୍ୟସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ସପକ୍ଷରେ ୬ ଜଣ କଂଗ୍ରେସ ବିଧାୟକ ଭୋଟ୍ ଦେବା ପରେ ଦଳର ସର୍ବୋଚ୍ଚ ନେତୃତ୍ୱ ଅସନ୍ତୁଷ୍ଟ ବିଧାୟକଙ୍କୁ ମନାଇବା ପାଇଁ ସକ୍ରିୟ ହୋଇଯାଇଛି । କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ୬ ଜଣ ଅସନ୍ତୁଷ୍ଟ ବିଧାୟକଙ୍କ ସହ ଆଲୋଚନା କରିବା ପାଇଁ ବରିଷ୍ଠ ନେତା ଭୁପେନ୍ଦ୍ର ସିଂହ ହୁଡ଼ା ଏବଂ ଡି.କେ ଶିବକୁମାରଙ୍କୁ ନିଯୁକ୍ତ କରିଛନ୍ତି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ [...]
Odiaଭୁବନେଶ୍ୱରରେ ବିଲ୍ ଗେଟ୍ସ, କୃଷି ଭବନ ପରିଦର୍ଶନ ସହ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ
ଭୁବନେଶ୍ୱର – ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ। ଆଜି ସେ କୃଷି ଭବନ ପରିଦର୍ଶନ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ ଯେ, ରାଜ୍ୟରେ କୃଷିର ଉନ୍ନତି ପାଇଁ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ସହ ୨୦୧୭ରେ ଚୁକ୍ତି ସ୍ୱାକ୍ଷର କରିଥିଲେ ଓଡ଼ିଶା ସରକାର । କ୍ଷୁଦ୍ର ଚାଷୀ ଏବଂ ଚାଷୀଙ୍କ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଚୁକ୍ତି ସ୍ୱାକ୍ଷର କରାଯାଇଥିଲା । ଓଡ଼ିଶା [...]
Odiaଆଜିଠୁ ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡିଶା ଗସ୍ତ
ଭୁବନେଶ୍ୱର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି। କିନ୍ତୁ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଆଜି ଅପରାହ୍ନ ସାଢେ ୨ଟାରେ ରାଷ୍ଟ୍ରପତି ବାୟୁସେନାର ସ୍ୱତନ୍ତ ହେଲିକପ୍ଟରରେ ମୟୂରଭଞ୍ଜ ଜିଲ୍ଲାର ପାଣ୍ଡରଶିଳ ଗାଁରେ ପହଞ୍ଚିବେ । ସେଠାରୁ ସେ ଖିଚିଂ ଯାଇ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ କିଚକେଶ୍ୱରୀଙ୍କ ଦର୍ଶନ କରିବେ । ଆଜି ସେ ରାଇରଙ୍ଗପୁର ସ୍ଥିତ ନିଜ ବାସଭବନରେ ରାତ୍ରିଯାପନ କରିବେ । ରାଷ୍ଟ୍ରପତି [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ସବୁ ସମାଜୁ ଏହି ଭାଁତି ବନାଈ । ଜନକ ଅବଧପୁର ଦୀହ୍ନ ପଠାଈ ॥ ଚଲିହି ବରାତ ସୁନତ ସବ ରାନୀଂ । ବିକଲ ମୀନଗନ ଜନୁ ଲଘୁ ପାନୀଂ ॥ ଭାବାର୍ଥ :- ରାଜା ଜନକ ଏହି ପ୍ରକାରେ ସମସ୍ତ ଉପହାର ବସ୍ତୁ ଗୁଡିକୁ ସଜାଇ ଦେଇ ଅଯୋଧ୍ୟା ପୁରୀକୁ ପଠାଇ ଦେଲେ । ବରଯାତ୍ରୀ ମାନେ ଏବେ ଚାଲିଯିବେ ଶୁଣି ସବୁ ରାଣୀ ମାନେ ଏପରି ବ୍ୟଥିତ ହୋଇଗଲେ, [...]
Odiaଗୀତା ଉପଦେଶ: ପରମେଶ୍ୱରଙ୍କର ଉପାସନାରେ ବିଶ୍ୱାସ ସର୍ବାଧିକ ଲାଭଦାୟକ ବିଶ୍ୱାସ ଅଟେ
ଭଗବାନ ଶ୍ରୀକୃଷ୍ଣ ଗୀତାରେ ବିଶ୍ୱର ସମସ୍ତ ଦେବତାଙ୍କ ଆତ୍ମା ମୁଁ ସ୍ୱୟଂ ବୋଲି ପ୍ରମାଣିତ କରି କହୁଛନ୍ତି- ଯୋ ଯୋ ଯାଂ ଯାଂ ତନୁଂ ଭକ୍ତଃ ଶ୍ରଦ୍ଧୟାର୍ଚିତୁମିଚ୍ଛତି । ତସ୍ୟ ତସ୍ୟାଚଳାଂ ଶ୍ରଦ୍ଧାଂ ତାମେବ ବିଦଧାମ୍ୟହମ୍। ଅର୍ଥାତ ଜଣେ ଭକ୍ତ, ବିଶ୍ୱାସର ସହିତ ଯେଉଁ ଦେବତାଙ୍କର ଭକ୍ତି କରିବାକୁ ଇଚ୍ଛା କରିଥାଆନ୍ତି, ମୁଁ ସେହି ଭକ୍ତଙ୍କର ବିଶ୍ୱାସ ସେହି ଦେବତାଙ୍କଠାରେ ସୁଦୃଢ଼ କରିଥାଏ ।
ରାଜ୍ୟସଭା ନିର୍ବାଚନ: ହିମାଚଳ ପ୍ରଦେଶରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ୍ ଭୋଟିଂ, ସଙ୍କଟରେ କଂଗ୍ରେସ ସରକାର

Odiaରାଜ୍ୟସଭା ନିର୍ବାଚନ: ହିମାଚଳ ପ୍ରଦେଶରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ କ୍ରସ୍ ଭୋଟିଂ, ସଙ୍କଟରେ କଂଗ୍ରେସ ସରକାର
ସିମଲା: ରାଜ୍ୟସଭା ନିର୍ବାଚନରେ ହିମାଚଳ ପ୍ରଦେଶର ଶାସକ ଦଳ କଂଗ୍ରେସକୁ ବଡ଼ ଝଟକା ଲାଗିଛି। ରାଜ୍ୟର ଏକମାତ୍ର ରାଜ୍ୟସଭା ଆସନରେ ବିଜେପି ବାଜି ମାରିନେଇଛି । ଦଳର ୬ ଜଣ ବିଧାୟକ ବିଜେପି ପ୍ରାର୍ଥୀ ହର୍ଷ ମହାଜନଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଛନ୍ତି । ଫଳରେ କଂଗ୍ରେସର ରାଜ୍ୟସଭା ପ୍ରାର୍ଥୀ ଅଭିଷେକ ମନୁ ସିଂଘଭି ହାରିଯାଇଛନ୍ତି। ସଂଖ୍ୟାଗରିଷ୍ଠତା ଏବଂ ରାଜ୍ୟରେ ସରକାର ଥିବା ସତ୍ତ୍ୱେ କଂଗ୍ରେସ ପ୍ରାର୍ଥୀଙ୍କ ପରାଜୟ ଦଳ ପାଇଁ ବଡ଼ ଝଟକା ସାବ୍ୟସ୍ତ ହୋଇଛି [...]
Odiaଅବକାରୀ ଚଢାଉ : ଭଦ୍ରକରେ ୮୦୦ ଲିଟର ବେଆଇନ ମଦ ଜବତ, ମଦ ମାଫିଆ ଗିରଫ
କଟକ – କଟକ ସେଣ୍ଟ୍ରାଲ ଡିଭିଜନର ସ୍ପେଶାଲ ସ୍କାନ୍ ର ଅବକାରୀ ଅଧିକାରୀମାନେ ବାଲେଶ୍ବର ଜିଲ୍ଲାର ଦୁଇ ମଦ ମାଫିଆ ମୁନା କୁମାର ଓ ସରୋଜ କୁମାରଙ୍କୁ ଗିରଫ କରିଛନ୍ତି । ବାଲେଶ୍ବରରେ କ୍ରମାଗତ ଚଢ଼ାଉ ପରେ ବାଲେଶ୍ବରର ମଦ ମାଫିଆମାନେ ପଡ଼ୋଶୀ ଜିଲ୍ଲାକୁ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି । ସେହି ଅନୁଯାୟୀ କଟକର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟକୁ ଅବକାରୀ କମିଶନର ବାଲେଶ୍ବରର ପଡ଼ୋଶୀ ଜିଲ୍ଲା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ବିଶ୍ୱସ୍ତ [...]
ବାରବାଟୀ ଷ୍ଟାଡିୟମର ପୁନଃବିକାଶ ପାଇଁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଗଞ୍ଜାମରେ ଦେଶର ବୃହତ ଭାରୋତ୍ତୋଳନ ଏକାଡେମୀ କଲେ ଉଦଘାଟନ
ଭୁବନେଶ୍ୱର – ଓଡ଼ିଶାରେ କ୍ରିକେଟ ଭିତ୍ତିଭୂମିର ବିକାଶ ପାଇଁ ନବୀନ ସରକାରଙ୍କ ବଡ ଧରଣର ପଦକ୍ଷେପ । ଐତିହାସିକ ବାରବାଟୀ ଷ୍ଟାଡିୟମର ନବକଳେବର ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସମ୍ବଲପୁରର ଭିଏସଏସ ଷ୍ଟାଡିୟମର ପୁନଃବିକାଶ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପ୍ରତିଷ୍ଠା କରାଯାଇଥିବା ୪୧ଟି ଏକାଡେମୀର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟାନ୍ୟ କ୍ରୀଡା ଭିତ୍ତିଭୂମିର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁର [...]
Odia୩୩ ବଲରେ ୧୦୦ ! ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ମାରିଲେ ନାମିବ୍ୟା ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍
କିର୍ତ୍ତିପୁର (ନେପାଳ): ଅନ୍ତର୍ଜାତୀୟ ଟି-୨୦ରେ ଦ୍ରୁତତମ ଶତକ ରେକର୍ଡ କରିଛନ୍ତିି ନାମିବ୍ୟା ବ୍ୟାଟ୍ସମ୍ୟାନ୍ ନିକୋଲ ଲଫ୍ଟି-ଇଟନ । ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ସିରିଜର ପ୍ରଥମ ମ୍ୟାଚରେ ନେପାଳ ବିପକ୍ଷରେ ଲଫ୍ଟି-ଇଟନ ମାତ୍ର ୩୩ଟି ବଲରେ ଶତକ ମାରିଛନ୍ତି । ଅନ୍ତର୍ଜାତୀୟ ଟି-୨୦ରେ ଏହା ହେଉଛି ଦ୍ରୁତତମ ଶତକ । ନାମିବ୍ୟାର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଲଫ୍ଟି-ଇଟନ୍ ନେପାଳର କୁଶଲ ମଲ୍ଲଙ୍କ ରେକର୍ଡ ଭାଙ୍ଗିଛନ୍ତି। ଗତ ବର୍ଷ ହାଙ୍ଗଝୁ ଏସିଆନ୍ ଗେମ୍ସରେ ମଲ୍ଲ ମୋଙ୍ଗୋଲିଆ ବିପକ୍ଷ ମ୍ୟାଚରେ ୩୪ [...]
