Odiaଆଜି ତିନି ଜିଲ୍ଲାରେ ‘ନୂଆ-ଓ’ ଛାତ୍ରବୃତ୍ତି ବିତରଣ
ଭୁବନେଶ୍ୱର – ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀମାନଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ‘ନୂଆ-ଓ ଛାତ୍ରବୃତ୍ତି’ ଆଜିଠୁ ବିତରଣ କରାଯିବ । ଆଜି ସମ୍ୱଲପୁର, ଦେବଗଡ, ଅନୁଗୋଳ ଜିଲ୍ଲାରେ ଏହି ଛାତ୍ରବୃତ୍ତି ବିତରଣ କରାଯିବ। କିଛି ଦିନ ତଳେ ରାଜ୍ୟ ସରକାର ଯୁକ୍ତ ତିନି ଓ ପିଜି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ନେଇ ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନହିଂ ତବ ଆଦି ମଧ୍ୟ ଅବସାନା । ଅମିତ୍ ପ୍ରଭାଉ ବେଦୁ ନହିଂ ଜାନା ॥ ଭବ ଭବ ବିଭବ ପରାଭବ କାରିନି । ବିସ଼୍ବ ବିମୋହନି ସ଼୍ବବସ ବିହରିନି ॥ ଭାବାର୍ଥ :- ହେ ପ୍ରଭୁ, ଆପଣଙ୍କର ଆରମ୍ଭ ନାହିଁ କି ମଝି ନାହିଁ କି ଅନ୍ତ-ଶେଷ ମଧ୍ୟ ନାହିଁ । ଆପଣଙ୍କ ଅସୀମ ପ୍ରଭାବକୁ ବେଦ ମଧ୍ୟ ସମ୍ପୁର୍ଣ୍ଣ ରୂପେ ଜାଣନ୍ତି ନାହିଁ । ଆପଣ ଏହି ସଂସାରର [...]
Odiaଗୀତା ଉପଦେଶ- ଭଗବାନଙ୍କ ଅନୁକମ୍ପା ଦୁଇ ପ୍ରକାରର ପ୍ରଥମଟି ଦିବ୍ୟ ଅନୁକମ୍ପା ଅନ୍ୟଟି ଭୌତିକ ଅନୁକମ୍ପା
ସଞ୍ଜୟ ଧୃତରାଷ୍ଟ୍ରଙ୍କୁ ଅର୍ଜୁନଙ୍କ ବିଷାଦଗସ୍ତ ମନକୁ ବୁଝାଇବାକୁ ଯାଇ କୃପା ବା ଅନୁକମ୍ପା ବିଷୟ ରେ କହୁଛନ୍ତି ;- ତଂ ତଥା କୃପୟାବିଷ୍ଟମଶ୍ରୁପୂର୍ଣ୍ଣାକୁଳେକ୍ଷଣମ୍। ବିଷୀଦନ୍ତମିଦଂ ବାକ୍ୟମୁବାଚ ମଧୁସୂଦନଃ। ଅର୍ଥ ସଞ୍ଜୟ କହିଲେ, ଅର୍ଜୁନଙ୍କର ଏହିପରି ଦୟାରେ ଅଭିଭୂତ ବିଷାଦଗ୍ରସ୍ତ ମନ ଏବଂ ଲୋତକ ପୂର୍ଣ୍ଣ ଚକ୍ଷୁକୁ ଦେଖି ଶ୍ରୀକୃଷ୍ଣ ଏହି ସବୁ କଥା କହିଲେ।
Odia‘ମନ୍ କି ବାତ୍’ରେ ଓଡ଼ିଶା ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କଲେ ମୋଦୀ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଓଡିଶାର ଏକ ଦମ୍ପତିଙ୍କ ‘ଛେଳି ବ୍ୟାଙ୍କ’ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଏହା ଗୋଷ୍ଠୀ ସ୍ତରରେ ଛେଳି ପାଳନ ପାଇଁ ପ୍ରୋତ୍ସାହନ ଦେବା ସହ ଗ୍ରାମବାସୀଙ୍କୁ ପଶୁପାଳନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଦିଗରେ ସହାୟକ ହୋଇଛି ବୋଲି ସେ କହିଛନ୍ତିି । ନିଜ ମାସିକ ‘ମନ୍ କି ବାତ୍’ ରେଡିଓ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି, ଯେତେବେଳେ ଲୋକମାନେ ପଶୁପାଳନ କଥା କୁହନ୍ତି, ସେମାନେ ସାଧାରଣତଃ କେବଳ ଗାଈ ଓ ବଳଦରେ [...]
Odiaଆଇଏନ୍ଏଲଡିର ହରିୟାଣା ମୁଖ୍ୟଙ୍କୁ ଗୁଳିକରି ହତ୍ୟା
ଚଣ୍ଡିଗଡ଼: ଇଣ୍ଡିଆନ ନ୍ୟାସନାଲ ଲୋକ ଦଳ (ଆଇଏନ୍ଏଲଡି)ର ହରିୟାଣା ମୁଖ୍ୟ ନଫେ ସିଂହ ରାଠିଙ୍କୁ ରବିବାର ହରିୟାଣାର ଝାଜ୍ଜର ଜିଲ୍ଲାରେ ଅଜଣା ଆତତାୟୀ ଗୁଳି କରି ହତ୍ୟା କରିଛନ୍ତିି । ଦଳର ଜଣେ ବରିଷ୍ଠ ନେତା ଏହି ସୂଚନା ଦେଇଛନ୍ତି। ପୂର୍ବତନ ବିଧାୟକ ରାଠି ଏକ ଏସୟୁଭିରେ ଯାଉଥିବା ବେଳେ ଝାଜ୍ଜର ଜିଲ୍ଲାର ବାହାଦୂରଗଡ ସହରରେ କିଛି ବ୍ଯକ୍ତି କାରରେ ଆସି ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଆଇଏନ୍ଏଲଡି ନେତା ଅଭୟ ଚୌତାଲା କହିଛନ୍ତି, ଝାଜ୍ଜର ଜିଲ୍ଲାରେ [...]
Odiaସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁରକୁ ଏନଏସି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର – ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜାପୁରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଗତକାଲି ୩୪ଟି ନୂଆ ବିଜ୍ଞାପିତ ଅଞ୍ଚଳ ପରିଷଦ ଗଠନ ବିଷୟ ଘୋଷଣା କରିଥିଲେ । ବୀରମହାରାଜପୁର ଏଥିରେ ସାମିଲ ହେବା ଦ୍ୱାରା ନୂଆ ବିଜ୍ଞାପିତ ପରିଷଦ ସଂଖ୍ୟା ୩୫ରେ ପହଞ୍ଚିଛି । ବୀରମହାରାଜପୁର ହେଉଛି ସୁବର୍ଣ୍ଣପୁର ଜିଲ୍ଲାର ସବଡିଭିଜନ ମୁଖ୍ୟାଳୟ ।
Odiaଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କଟକ ନିଆଳି ଥାନା ଏଏସଆଇ
ଭୁବନେଶ୍ୱର – ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କଟକ ନିଆଳି ଥାନା ଏଏସଆଇ । ଏକ ମାମଲା ରୁଜୁ ପାଇଁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ଏଏସଆଇ ବିଜୟ ଭଞ୍ଜଙ୍କୁ ଧରିଥିଲା ଭିଜିଲାନ୍ସ । ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସନ୍ଦେହରେ ବିଜୟଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ଚଢ଼ାଉ କରିଛି। ଏଏସଆଇ ଏକ ମାମଲା ରୁଜୁ କରିବାକୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଅଭିଯୋଗ କରିବାକୁ [...]
Odiaଅଶ୍ବିନ-କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ, ସିରିଜ୍ ବିଜୟରୁ ୧୫୨ ରନ୍ ଦୂରରେ ଭାରତ
ରାଞ୍ଚି: ସ୍ପିନ ଯୋଡ଼ି ଅଶ୍ବିନ ଓ କୁଲଦୀପଙ୍କ ଯାଦୁକରୀ ପ୍ରଦର୍ଶନ ବଳରେ ଭାରତ ଚତୁର୍ଥ ଟେଷ୍ଟରେ ବିଜୟ ସୁଯୋଗ ସୃଷ୍ଟି କରିଛି । ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଦ୍ୱିତୀୟ ଇନିଂସରେ ଇଂଲଣ୍ଡକୁ ୧୪୫ ରନରେ ଆଉଟ୍ କରିଦେଇଛି। ଫଳରେ ଏହି ମ୍ୟାଚ୍ ସହ ସିରିଜ୍ ଜିତିବାକୁ ଭାରତ ଆଗରେ ୧୯୨ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି । ଏହାର ଜବାବରେ ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସରେ କୌଣସି ଓ୍ବିକେଟ୍ [...]
Odiaବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ
ଭୁବନେଶ୍ୱର – ଆଗାମୀ ସାଧାରଣ ନିର୍ବାଚନରେ ବିଜେଡି ଟିକେଟ ପାଇଁ ୧୦ ହଜାରରୁ ଅଧିକ ଆବେଦନ ଆସିଥିବା କହିଛନ୍ତି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଦଳର ଟିକେଟ ପାଇଁ ୧୦ ହଜାରରୁ ଅଧିକ ଦରଖାସ୍ତ ଆସିଛି। ଟିକେଟ ଆବେଦନକାରୀଙ୍କ ମଧ୍ୟରେ ଅନେକ ପେଷାଦାର ଓ ଜାତୀୟ ଦଳର ନେତାମାନେ ମଧ୍ୟ ଅଛନ୍ତି । ବିଜେଡି ଟିକେଟ ପାଇଁ ଏତେ ସଂଖ୍ୟକ ଆବେଦନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ଵାସ ସ୍ପଷ୍ଟ [...]
Odiaବିଶ୍ୱ ପାରା ବ୍ୟାଡମିଣ୍ଟନ: ସ୍ୱର୍ଣ୍ଣ ବିଜୟୀ ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଥାଇଲାଣ୍ଡର ପଟାୟାରେ ଅନୁଷ୍ଠିତ ବିଶ୍ୱ ପାରା ବ୍ୟାଡମିଣ୍ଟନ ଚାମ୍ପିଅନସିପରେ ନିଜ ଶ୍ରେଣୀରେ ସ୍ୱର୍ଣ୍ଣ ଜିତିଥିବା ପ୍ରମୋଦ ଭଗତଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରତିଯୋଗିତାର ଅନ୍ୟ ଦୁଇ ଶ୍ରେଣୀରେ ସ୍ୱର୍ଣ୍ଣ ପଦକ ଜିତିଥିବା ସୁହାସ ୟତିରାଜ ଓ କ୍ରିଷ୍ଣା ନାଗରଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ସେମାନେ ଆଗକୁ ମଧ୍ୟ ବିଜୟ ଧାରା ଜାରି ରଖି ଦେଶ ପାଇଁ ଗୈାରବ ଆଣିବେ ବୋଲି ଆଶା ପ୍ରକାଶ କରିବା ସହ ଭବିଷ୍ୟତ ପାଇଁ ଶୁଭେଚ୍ଛା [...]
