Odiaଚାଷୀ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ ବ୍ଲକ୍ ପାଇଁ ଭାରତ ସରକାରଙ୍କ ନିର୍ଦ୍ଦେଶରେ ଅସମ୍ମତି ପ୍ରକାଶ କଲା ‘ଏକ୍ସ’
ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଆକାଉଣ୍ଟ ଓ ଫ୍ୟାନ୍ ପେଜ୍ ଗୁଡ଼ିକୁ ବ୍ଲକ୍ କରିବାକୁ ଭାରତ ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ଭାରତ ସରକାରଙ୍କ ନିର୍ଦ୍ଦେଶ ପାଳନ କରିଥିଲେ ମଧ୍ୟ ଏଲନ୍ ମସ୍କଙ୍କ ‘ଏକ୍ସ’ ଏପରି କାର୍ଯ୍ୟାନୁଷ୍ଠାନରେ ଅସମ୍ମତି ପ୍ରକାଶ କରିଛି । ଏହା ବାକ୍ ସ୍ବାଧୀନତାର ଉଲ୍ଲଂଘନ ବୋଲି କହିଛି ଏହି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ । ବ୍ଲକ୍ କରିବାକୁ ନିର୍ଦ୍ଦେଶ ହୋଇଥିବା ଆକାଉଣ୍ଟ ଗୁଡ଼ିକ ମଧ୍ୟରେ ବହୁ ବିଶିଷ୍ଟ କୃଷକ ନେତା [...]
Odiaଆଜି ଅପରାହ୍ନରେ କ୍ୟାବିନେଟ ବୈଠକ
ଭୁବନେଶ୍ଵର – ଆଜି ଅପରାହ୍ନରେ ବସିବ ରାଜ୍ୟ କ୍ୟାବିନେଟ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରିବେ ।ଏଥିରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିପାରେ। ଏଥିରେ ବିଭିନ୍ନ ବିଭାଗର ବହୁ ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି। ବିଶେଷ କରି କାଳିଆ ଏବଂ ଛାତ୍ରବୃତ୍ତି ଯୋଜନା ଉପରେ ମୋହର ବାଜିପାରେ। ଆଗକୁ ନିର୍ବାଚନ ଥିବାରୁ ଆଜାର କ୍ୟାବିନେଟ ବୈଠକ ରାଜ୍ୟ ସରକାରଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ ବୋଲି ଚର୍ଚ୍ଚା ହେଉଛି । [...]
Odiaଓଡ଼ିଶାରେ ପ୍ରବେଶ କଲା ଆଉ ଏକ ଆଇଟି ମେଜର , ଆଜି ଆକସେଞ୍ଚର ସେଣ୍ଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଦେଶର ପ୍ରମୁଖ ଆଇଟି ହବ୍ ଭାବେ ମୁଣ୍ଡ ଟେକିଛି ଓଡ଼ିଶା। ପ୍ରମୁଖ ଆଇଟି କମ୍ପାନୀମାନେ ଓଡ଼ିଶାରେ ନିଜ ନିଜର କେନ୍ଦ୍ର ସ୍ଥାପନ କରୁଛନ୍ତି। ଭୁବନେଶ୍ୱର ପାଲଟିଛି ପୂର୍ବ ଭାରତର ପ୍ରିମିୟମ ଆଇଟି ହବ୍ । ଡେଲଏଟ, ଆଇବିଏମ, ଇୱ।ଇ, ପିଡବ୍ଲୁସି, କନସେନଟ୍ରିକ୍ସ ଓ କଗନିଜାଣ୍ଟ ପରେ ଏବେ ଓଡ଼ିଶା ଆଇଟି ଲ୍ୟାଣ୍ଡସ୍କେପରେ ପ୍ରବେଶ କରିଛି ଆକସେଞ୍ଚର କମ୍ପାନୀ। ଆଜି ଭୁବନେଶ୍ୱରରେ ଆକସେଞ୍ଚର ଗ୍ଲୋବାଲ ଡେଭଲପମେଣ୍ଟ ସେଣ୍ଟରର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ [...]
Odiaତାତିରୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି, କିଛି ଜିଲ୍ଲାରେ ଆଜିଠୁ ବର୍ଷା ସମ୍ଭାବନା
ଭୁବନେଶ୍ୱର – ଗତ କିଛି ଦିନ ଧରି ଅନୁଭୂତ ହେଉଥିବା ତାତିରୁ ଆଜି ଆଶ୍ୱସ୍ତି ମିଳିବା ସମ୍ଭାବନା ରହିଛି। ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଆସନ୍ତା ୨୬ ତାରିଖ ଯାଏ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି। କୋରାପୁଟ, ମୟୂରଭଞ୍ଜ, ଢେଙ୍କାନାଳ, ଖୋର୍ଦ୍ଧା, ବୌଦ୍ଧ, ଗଞ୍ଜାମ, କନ୍ଧମାଳ ଓ ପୁରୀରେ ବର୍ଷା ସମ୍ଭାବନା ରହିଛି। [...]
Odiaରାଜ୍ୟ ସରକାରଙ୍କ ନିଯୁକ୍ତି ପର୍ବ: ଆଜି ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ମିଳିବ ନିଯୁକ୍ତି ପତ୍ର
ଭୁବନେଶ୍ୱର – ରାଜ୍ୟରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି କରିବା ସହ ଶୈକ୍ଷିକ ବାତାବରଣରେ ଉନ୍ନତି ପାଇଁ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତିକୁ ଅଗ୍ରାଧିକାର ଦେଇ ଆସିଛନ୍ତି । ଏହି କ୍ରମରେ ଆଜି ରାଜ୍ୟର ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ନିଯୁକ୍ତ ହେବେ । ୫୭୬ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ଆଜି ମିଳିବ ନିଯୁକ୍ତି ପତ୍ର। ଆଜି ପୂର୍ବାହ୍ନ ସାଢେ ୧୧ଟାରେ ଲୋକସେବା ଭବନର କନଭେନସନ [...]
ଆଜି ପ୍ରସିଦ୍ଧ ଜୋରନ୍ଦା ମେଳା, ମହିମା ସନ୍ନ୍ୟାସ ଧର୍ମର ପ୍ରବର୍ତ୍ତକ ପ୍ରଭୁ ଅଲେଖ ମହିମାଙ୍କ ଶୁନ୍ୟଦେହ ପ୍ରଵେଶ ଦିବସ

Odiaଆଜି ପ୍ରସିଦ୍ଧ ଜୋରନ୍ଦା ମେଳା, ମହିମା ସନ୍ନ୍ୟାସ ଧର୍ମର ପ୍ରବର୍ତ୍ତକ ପ୍ରଭୁ ଅଲେଖ ମହିମାଙ୍କ ଶୁନ୍ୟଦେହ ପ୍ରଵେଶ ଦିବସ
ଢେଙ୍କାନାଳ ଜିଲ୍ଲାର ଯୋରନ୍ଦାଠାରେ ଏହି ପର୍ବ ପାଳନ କରାଯାଏ । ଦୂରଦୂରାନ୍ତରୁ ଅନେକ ଲୋକ ଏଇ ତିନିଦିନିଆଁ ମେଳାରେ ଭାଗ ନେବାକୁ ଆସିଥାନ୍ତି। ଏହିଦିନ ମହିମା ସନ୍ନ୍ୟାସୀମାନେ ମହିମା ଗୋସେଇଁଙ୍କ ସମାଧି ପୀଠରେ ପୂଜାର୍ଚ୍ଚନା କରିଥାନ୍ତି । ଅନେକ ମହିମା ସନ୍ନ୍ୟାସୀ ଏହିଦିନ ବୈରାଗୀରୁ ଅପରା ସନ୍ନ୍ୟାସୀ ଭାବେ ଘୋଷିତ ହୁଅନ୍ତି ।ଏହି ମେଳା ପ୍ରତିବର୍ଷ ମାଘମାସ ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ଦିନରେ ଅନୁଷ୍ଠିତ ହୁଏ । ଏହାର ପାଞ୍ଚଦିନ ପୂର୍ବରୁ ତଥା ଦଶମୀ ତିଥିରୁ ମହିମାଗାଦିରେ ସନ୍ନ୍ୟାସୀଙ୍କର [...]
Odiaସୁରକ୍ଷା ବାହିନୀ ସହ ସଂଘର୍ଷରେ ଚାଷୀଙ୍କ ମୃତ୍ୟୁ, ‘ଦିଲ୍ଲୀ ଚଲୋ’ ଅଭିଯାନ ଦୁଇ ଦିନ ପାଇଁ ସ୍ଥଗିତ
ଚଣ୍ଡିଗଡ଼: ପଞ୍ଜାବ-ହରିୟାଣା ସଂଲଗ୍ନ ଖନୌରି ସୀମାରେ ସୁରକ୍ଷା ବାହିନୀ ସହ ସଂଘର୍ଷରେ ଜଣେ ବିକ୍ଷୋଭକାରୀଙ୍କ ମୃତ୍ୟୁ ଓ ପ୍ରାୟ ୧୨ ଜଣ ପୋଲିସ ଆହତ ହେବା ପରେ କୃଷକମାନେ ବୁଧବାର ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ଦୁଇ ଦିନ ପାଇଁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଶୁକ୍ରବାର ସନ୍ଧ୍ୟାରେ ସେମାନେ ଆଗାମୀ ରଣନୀତି ସ୍ଥିର କରିବେ ବୋଲି କୃଷକ ନେତା ସୌରଭ ସିଂହ ପାନ୍ଧେର୍ କହିଛନ୍ତି। ରବିବାର ତିନି ଜଣିଆ କେନ୍ଦ୍ରମନ୍ତ୍ରୀ କମିଟି ସହ ଚତୁର୍ଥ ରାଉଣ୍ଡ [...]
Odiaବଢୁଛି ତାତି : ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଲେ ଏସଆରସି, ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି
ଭୁବନେଶ୍ୱର – ଫେବ୍ରୁଆରୀ ତୃତୀୟ ସପ୍ତାହରୁ ହିଁ ରାଜ୍ୟରେ ପ୍ରବଳ ଗରମ ଅନୁଭୁତ ହେଲାଣି । ଅନେକ ସ୍ଥାନରେ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି। ମାଘ ମାସରେ ଗ୍ରୀଷ୍ମ ଋତୁ ଭଳିଆ ତାତି ଅନୁଭୂତ ହେଉଛି। ଏଣେ ହିଟୱେଭ୍ ନେଇ ଆଗୁଆ ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ। ଏହାର ମୁକାବିଲା ପାଇଁ ସବୁ ଜିଲ୍ଲାପାଳ ଓ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହିଟ୍ୱେଭ ନେଇ ଜନସଚେତନତା କାର୍ଯ୍ୟ କରିବାକୁ ମଧ୍ୟ [...]
Odiaଲାଞ୍ଚ ମାମଲାରେ ପୂର୍ବତନ ଅତିରିକ୍ତ ତହସିଲଦାରଙ୍କୁ ଜେଲ୍ ଦଣ୍ଡାଦେଶ
ସୁନ୍ଦରଗଡ଼ – ଏକ ଲାଞ୍ଚ ମାମଲାରେ ଅଭିଯୁକ୍ତ ହୋଇଥିବା ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ତହସିଲର ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାର କପିଳେନ୍ଦ୍ର ନାୟକଙ୍କୁ ସୁନ୍ଦରଗଡ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତାଙ୍କୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡ ଓ ୩ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ଜରିମାନା ଅନାଦେୟ ଅବସରପ୍ରାପ୍ତ ଅତିରିକ୍ତ ତହସିଲଦାରଙ୍କୁ ଅତିରିକ୍ତ ୩ ମାସ ଜେଲ ଦଣ୍ଡା ଭୋଗିବାକୁ ପଡ଼ିବ । ଏଥିସହିତ [...]
Odiaକନ୍ଧମାଳ ଜିଲ୍ଲା ପ୍ରତି ଆକୃଷ୍ଟ ହେଉଛନ୍ତି ଓଲିଉଡ୍ ପ୍ରଯୋଜକ: ବିଗୁଲ ପରେ ବାବୁଶାନ୍ -ଏଲିନାଙ୍କ ‘ପାବାର’ ଫିଲ୍ମର ସୁଟିଂ ଆରମ୍ଭ
ଫୁଲବାଣୀ – ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର କନ୍ଧମାଳ ଜିଲ୍ଲାରେ ଫିଲ୍ମ ସୁଟିଂ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ଫିଲ୍ମ ପ୍ରଯୋଜକ । ଏକଦମ ଖାଣ୍ଟି ଓଡ଼ିଆ କାହାଣୀକୁ ନେଇ ୨୦୨୩ର ଓଲିଉଡ ଫିଲ୍ମ ବିଗୁଲ କନ୍ଧମାଳ ଜିଲ୍ଲାରେ ସୁଟିଂ ହୋଇଥିବା ବେଳେ ଆଜି ଠାରୁ ପୁଣି ଏକ ଓଲିଉଡ ଫିଲ୍ମର ସୁଟିଂ ଜିଲ୍ଲାରେ ଆରମ୍ଭ ହୋଇଛି । ଫିଲ୍ମର ନାଁ ରହିଛି ପାବାର୍। ସୁପର୍ ଷ୍ଟାର୍ ବାବୁଶାନ୍ ଓ ଏଲିନା ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା [...]
