Odiaନିଜ ଦ୍ବାରା ଆଗତ ଆସ୍ଥା ଭୋଟରେ ଜିତିଲେ କେଜ୍ରିୱାଲ ସରକାର, କହିଲେ ଆପ୍ ବିଜେପି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ: ନିଜ ସରକାରର ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ବାରା ଆଗତ ଆସ୍ଥା ପ୍ରସ୍ତାବ ବାଚନିକ ଭୋଟ୍ ଦ୍ୱାରା ଦିଲ୍ଲୀ ବିଧାନସଭାରେ ପାରିତ ହୋଇଛି। ଆସ୍ଥା ପ୍ରସ୍ତାବ ବେଳେ ଆମ୍ ଆଦମୀ ପାର୍ଟି (ଆପ୍)ର ୬୨ ବିଧାୟକଙ୍କ ମଧ୍ୟରୁ ୫୪ ଜଣ ଗୃହରେ ଉପସ୍ଥିତ ଥିଲେ। ଗୃହରେ ଆସ୍ଥା ପ୍ରସ୍ତାବ ଉପରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ବିଜେପିକୁ ଟାର୍ଗେଟ୍ କରିଥିଲେ । ସେ କହିଥିଲେ ବିଜେପି ପାଇଁ ଆମ୍ ଆଦମୀ [...]
Odiaଚୌଦ୍ୱାରରେ ୱେଲସ୍ପନ ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ , ୧୦ ହଜାର ନିଯୁକ୍ତି ସୁଯୋଗ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକ ଆଜି ଚୌଦ୍ୱାରରେ ବିଶ୍ୱ ପ୍ରସିଦ୍ଧ ବୟନଶିଳ୍ପ କମ୍ପାନୀ ୱେଲସ୍ପନର ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ଶିଳାନ୍ୟାସ କରିଛନ୍ତି। ଏହା ସହିତ ଚୌଦ୍ୱାରରେ ଆରମ୍ଭ ହୋଇଛି ଶିଳ୍ପାୟନ ପୁର୍ନବିକାଶର ଏକ ଗୌରବମୟ ଅଧ୍ୟାୟ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ଚୌଦ୍ବାର ପାଇଁ ବହୁତ ଖୁସିର ଦିନ। ଚୌଦ୍ବାର ଆଜି ତାର ଗୌରବ ଫେରି ପାଇବାକୁ ଯାଉଛି। ପଚାଶ ଦଶକର ଆରମ୍ଭରେ ବିଜୁ ବାବୁ ଚୌଦ୍ବାରରେ ଶିଳ୍ପ ବିକାଶର ଭିତ୍ତି ରଖିଥିଲେ । [...]
Odiaପଞ୍ଚମ ଦିନରେ କୃଷକ ଆନ୍ଦୋଳନ, ଆଜି ବିଜେପି ନେତାଙ୍କ ଘର ଆଗରେ ଧାରଣା ଦେବେ ଚାଷୀ
ଚଣ୍ଡିଗଡ଼: ଏମଏସପି ପାଇଁ ଆଇନଗତ ଗ୍ୟାରେଣ୍ଟି ସହ ବିଭିନ୍ନ ଦାବି ନେଇ କୃଷକଙ୍କ ଆନ୍ଦୋଳନ ଶନିବାର ପଞ୍ଚମ ଦିନରେ ପହଞ୍ଚିଛି । ଭାରତ କିସାନ ୟୁନିଅନ (ଏକତା ଉଗରାହାଁ) ଆଜି ପଞ୍ଜାବର ତିନି ବରିଷ୍ଠ ବିଜେପି ନେତାଙ୍କ ବାସଭବନ ବାହାରେ ଧାରଣା ଦେବ । ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ, ରାଜ୍ୟ ବିଜେପି ମୁଖ୍ୟ ସୁନୀଲ ଜାଖର ଏବଂ ବରିଷ୍ଠ ନେତା କେୱାଲ ସିଂ ଧିଲୋଁଙ୍କ ବାସଭବନ ବାହାରେ ବିରୋଧ ପ୍ରଦର୍ଶନ କରିବେ କୃଷକ । [...]
Odiaମାନସିକ ଅବସାଦରେ ଜୀବନ ହରିଲା ପୁଅ
ବଲାଙ୍ଗିର: ମା’ର ମୃତ୍ୟୁକୁ ସହିପାରିଲାନି ନାବାଳକ ପୁଅ । ଜୀବନ ହାରିଦେଲା । ଜଣେ କିଶୋର ତଥା ନାବାଳକ ନିଜ ମାଙ୍କ ମୃତ୍ୟୁ ପରେ ଅବସାଦରୁ ଆତ୍ମହତ୍ୟା କରିଛନ୍ତି । ବଲାଙ୍ଗୀର ବେଲପଡା ଥାନା ଅଂଚଳର ଏପରି ଏକ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଗତ ୧୦ ତାରିଖରେ ଜଣଙ୍କ ଘରକୁ ମାଳତି ମହାକୁଡ ଟିଭି ଦେଖିବାକୁ ଯାଇଥିଲେ । ଏହି ସମୟରେ ଗ୍ୟାସ ସିଲିଣ୍ଡର ବିସ୍ପୋରଣ ହୋଇଥିଲା । ଚିକିତ୍ସତ ଅବସ୍ଥାରେ [...]
Odiaଇଡି ସମନ ଏଡ଼ାଇବା ମାମଲା, କୋର୍ଟରେ ହାଜର ହେଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଦ୍ବାରା ଜାରି ପାଞ୍ଚଟି ସମନ ଏଡ଼ାଇବା ନେଇ ଅରବିନ୍ଦ କେଜ୍ରିୱାଲ ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ଭିସି ଜରିଆରେ ହାଜର ହୋଇଛନ୍ତି । ତେବେ କୋର୍ଟ ତାଙ୍କୁ ମାର୍ଚ୍ଚ ୧୬ରେ ବ୍ୟକ୍ତିଗତ ଭାବେ ହାଜର ହେବାକୁ କହିଛନ୍ତି । ତାଙ୍କୁ ବ୍ୟକ୍ତିଗତ ହାଜିରାରୁ ଛାଡ଼ ଦେବାକୁ କେଜ୍ରିୱାଲ ଆବେଦନ କରିଥିଲେ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ହାଜର ହେବାକୁ ତାଙ୍କ ଓକିଲ ଅନୁମତି ମାଗିଥିଲେ। କେଜ୍ରିୱାଲଙ୍କ ଓକିଲ କୋର୍ଟଙ୍କୁ କହିଥିଲେ [...]
Odiaଇଡି ସମନ ଏଡ଼ାଇବା ଅଭିଯୋଗ, ଆଜି କୋର୍ଟରେ ହାଜର ହୋଇପାରନ୍ତି କେଜ୍ରିୱାଲ
ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ସମନ ଏଡ଼ାଇବା ଅଭିଯୋଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଶନିବାର ଏଠାରେ ଏକ କୋର୍ଟରେ ହାଜର ହେବେ। ଦିଲ୍ଲୀ ଅବକାରୀ ନୀତି (ବର୍ତ୍ତମାନ ପ୍ରତ୍ୟାହୃତ) ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଇଡି ପାଞ୍ଚ ଥର ସମନ ଜାରି କରିଥିଲା । କିନ୍ତୁ ସେ ହାଜର ହୋଇନଥିଲେ । ଏହାପରେ ଇଡି ତାଙ୍କ ବିରୋଧରେ କୋର୍ଟରେ ଅଭିଯୋଗ ଦାଖଲ କରିଥିଲା । ଫେବୃଆରୀ ୭ରେ ଇଡି ପିଟିସନର ଶୁଣାଣି କରି [...]
Odiaଟିମ୍ ଇଣ୍ଡିଆକୁ ଝଟକା, ପାରିବାରିକ କାରଣରୁ ତୃତୀୟ ଟେଷ୍ଟରୁ ଓହରିଲେ ଅଶ୍ବିନ
ରାଜକୋଟ: ପରିବାରରେ ମେଡିକାଲ ଏମର୍ଜନ୍ସି କାରଣରୁ ରାଜକୋଟରେ ଚାଲିଥିବା ତୃତୀୟ ଟେଷ୍ଟରୁ ଅଫ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍ ତୁରନ୍ତ ଓହରି ଯାଇଛନ୍ତି। ବିସିସିଆଇ ଶୁକ୍ରବାର ରାତିରେ ଏହି ସୂଚନା ଦେଇଛି। ତୃତୀୟ ଟେଷ୍ଟର ଦ୍ୱିତୀୟ ଦିବସରେ ଇଂଲଣ୍ଡ ଓପନର୍ ଜାକ କ୍ରଲିଙ୍କୁ ଆଉଟ୍ କରି ଅଶ୍ବିନ ଟେଷ୍ଟ କ୍ରିକେଟ୍ ରେ ୫୦୦ ୱିକେଟ୍ କ୍ଲବରେ ସାମିଲ ହୋଇଥିଲେ। ତେବେ ନିଜ ପରିବାରରେ ମେଡିକାଲ୍ ଏମର୍ଜନ୍ସି ପାଇଁ ଏହି ୩୭ ବର୍ଷୀୟ ଅଫ୍ ସ୍ପିନର ରାଜକୋଟ ଛାଡି ନିଜ [...]
Odiaବରଗଡ଼ବାସୀଙ୍କ ହେବ ସ୍ୱପ୍ନ ପୂରଣ: ଆଜି ବରଗଡ଼ ଅର୍ବାନ୍ ସିଏଚ୍ସି ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
ବରଗଡ଼: ବରଗଡ଼ବାସୀଙ୍କ ବହୁଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ସହରବାସୀଙ୍କ ଦାବିକୁ ରାଜ୍ୟ ସରକାର ସମ୍ମାନ ଜଣାଇ ପୁରୁଣା ଡିଏଚ୍ଏଚକୁ ଅର୍ବାନ୍ ଡାକ୍ତରଖାନାରେ ରୂପାନ୍ତରିତ କରିଛନ୍ତି । ଏହାକୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦ୍ଘାଟନ କରିବେ । ଲୋକଙ୍କ ଦାବି ଅନୁଯାୟୀ ଯେଭଳି ଡାକ୍ତରଖାନାର କାୟା ପରିବର୍ତ୍ତନ କରାଗଲା । ସେହିପରି ସବୁ ସମୟରେ ଉପଯୁକ୍ତ ଡାକ୍ତର , କର୍ମଚାରୀ , ଯନ୍ତ୍ରପାତି ସାଙ୍ଗକୁ ଉତ୍ତମ ଚିକିତ୍ସା ସେବା ଯୋଗାଇ ଦେବାକୁ [...]
Odiaଆମ ହସ୍ପିଟାଲ ଯୋଜନା : ଆଜି ୧୫ଟି ଜିଲ୍ଲାର ୭୩ଟି ରୂପାନ୍ତରିତ ଡାକ୍ତରଖାନାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ସମସ୍ତଙ୍କୁ ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଆଉ ଏକ ପଦକ୍ଷେପ ହେଉଛି ‘ଆମ ହସ୍ପିଟାଲ’ ଯୋଜନା । ‘ଆମ ହସ୍ପିଟାଲ’ ଯୋଜନାରେ ରାଜ୍ୟର ୧୪୭ଟି ସରକାରୀ ଡାକ୍ତରଖାନାର ୫-ଟି ଉପକ୍ରମରେ ରୂପାନ୍ତରୀକରଣ କରାଯିବ । ଏହି ଯୋଜନାରେ ରୂପାନ୍ତରିତ ହୋଇଥିବା ୧୫ଟି ଜିଲ୍ଲାର ୭୩ଟି ଡାକ୍ତରଖାନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିବେ । ଏଥିସହ ‘ଆଇଭିଆର’ ପଦ୍ଧତିରେ ରୋଗୀମାନଙ୍କର ମତାମତ ସଂଗ୍ରହ ବ୍ୟବସ୍ଥାର ମଧ୍ୟ ଆଜି ଶୁଭାରମ୍ଭ [...]
ପୂର୍ବ ପ୍ରତିଶ୍ରୁତି ଅନୁସାରେ ଆଜି ଚୌଦ୍ୱାର ଓଟିଏମ ଜମିରେ ବିକଳ୍ପ ବୟନ ଶିଳ୍ପ ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ

Odiaପୂର୍ବ ପ୍ରତିଶ୍ରୁତି ଅନୁସାରେ ଆଜି ଚୌଦ୍ୱାର ଓଟିଏମ ଜମିରେ ବିକଳ୍ପ ବୟନ ଶିଳ୍ପ ପାଇଁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ଚୌଦ୍ୱାରରେ ଏକ ସମନ୍ୱିତ ବୟନ ଶିଳ୍ପ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଚୌଦ୍ଵାରରେ ଏହି ଶିଳ୍ପ ପାର୍କର ପ୍ରତିଷ୍ଠା କରିବ ୱେଲସ୍ପନ୍ କମ୍ପାନୀ। ଏହି ଶିଳ୍ପ ପାର୍କ ଦ୍ୱାରା ୧୦ ହଜାର ନିଯୁକ୍ତି ସୃଷ୍ଟି ହେବ । ୱେଲସ୍ପନ୍ ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ କମ୍ପ୍ଲେକ୍ସ ପାଇଁ ୩ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ । ଓଟିଏମ ଜାଗାରେ ୱେଲସ୍ପନ କମ୍ପାନି ବୟନ ଶିଳ୍ପ ପ୍ରତିଷ୍ଠା କରିବ । ସୂଚନାଯୋଗ୍ୟ [...]
