ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ଆରମ୍ଭ
ବ୍ରହ୍ମପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ୩୭ତମ ପୂର୍ବାଞ୍ଚଳ ଅନ୍ତଃବିଶ୍ବବିଦ୍ୟାଳୟ ଯୁବ ମହୋତ୍ସବ ‘ଉମଙ୍ଗ’ ଆରମ୍ଭ ହୋଇଛି। ୫ ଦିନିଆ ଯୁବ ମହୋତ୍ସବରେ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗର ୧୬ ବିଶ୍ଵବିଦ୍ୟାଳୟରୁ ପ୍ରାୟ ୬ ଶହ ଛାତ୍ର ଛାତ୍ରୀ, ପ୍ରାଧ୍ୟାପକ ଓ କର୍ମଚାରୀ ଯୋଗ ଦେଇଛନ୍ତି। ଅଂଶଗ୍ରହଣକାରୀଙ୍କ ଏକ ସାଂସ୍କୃତିକ ଶୋଭାଯାତ୍ରା ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ ବା ଭଞ୍ଜବିହାର ପରିସର ପରିକ୍ରମା କରିଥିଲା। ଭିନ୍ନ ଭିନ୍ନ ରାଜ୍ୟର ଲୋକକଳା ଓ ସାଂସ୍କୃତିକ ବିଭବର ଝଲକ ଦେଖିବାକୁ ମିଳିଥିଲା। ମହୋତ୍ସବ ଉଦଘାଟନ ପୂର୍ବରୁ [...]
Odiaଆଜି ଲୋକାର୍ପିତ ହେବ ଗଞ୍ଜାମ ଜିଲ୍ଲାର ୧୩ ରୂପାନ୍ତରିତ ଡାକ୍ତରଖାନା
ବ୍ରହ୍ମପୁର: ଉଚ୍ଚବିଦ୍ୟାଳୟ ପରେ ଏବେ ଗଞ୍ଜାମ ଜିଲ୍ଲାର ୧୩ ଗୋଟି ପ୍ରମୁଖ ଡାକ୍ତରଖାନାର ରୂପାନ୍ତରୀକରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ସେଗୁଡ଼ିକରେ ରୋଗୀ ସେବା, ସେମାନଙ୍କ ସମ୍ପର୍କୀୟ ତଥା ଆଟେଣ୍ଡାଣ୍ଟମାନଙ୍କୁ ମୌଳିକ ତଥା ଉନ୍ନତ ସୁବିଧା ପ୍ରଦାନ ଲାଗି ଆବଶ୍ୟକ ଭିତ୍ତିଭୂମି ବିକଶିତ କରାଯାଇଛି। ଏଣିକି ରୋଗୀ ଏସବୁ ଡାକ୍ତରଖାନାକୁ ଗଲେ ତା’ର ପରିସରର ନବକଳେବରକୁ ଅନୁଭବ କରି ସୁଖଦ ପରିବେଶ ଓ ଉତ୍ତମ ସ୍ବାସ୍ଥ୍ୟ ସହ ଫେରିବେ। ଆମ ହସ୍ପିଟାଲ୍ ଯୋଜନାରେ ଉକ୍ତ ୧୩ଟି ବିଭିନ୍ନ ବର୍ଗର [...]
Odiaଶ୍ରୀରାମ ଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ରାମ ଅତର୍କ୍ୟ ବୁଦ୍ଧି ମନ ବାନୀ । ମତ ହମାର ଅସ ସୁନହି ସୟାନୀ ॥ ତଦପି ସଂତ ମୁନି ବେଦ ପୁରାନା । ଜସ କଛୁ କହହିଂ ସ୍ବମତି ଅନୁମାନା ॥ ଭାବାର୍ଥ :- ଶ୍ରୀଶିବ ପାର୍ବତୀଙ୍କୁ କହିଲେ, ହେ ବିଦୁଷୀ ବୁଦ୍ଧିମତୀ ! ମୋ ମତରେ ବୁଦ୍ଧି, ମନ ଆଉ କଥା ଚାତୁରୀରେ ଶ୍ରୀରାମଚନ୍ଦ୍ରଙ୍କ ଚରିତ୍ର ତର୍କସଂଗତ ବର୍ଣ୍ଣନା କରିବା କଠିନ । ତଥାପି, ସନ୍ଥମାନେ, ମୁନି ରୁଷି, [...]
Odiaଗୀତା ଉପଦେଶ: ଜୀବାତ୍ମା ତାର ସମସ୍ତ କର୍ମ ଓ କର୍ତ୍ତବ୍ୟର ଲକ୍ଷ୍ୟ ଆତ୍ମଜ୍ଞାନ ଦ୍ୱାରା ପ୍ରାପ୍ତ କରିବ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଦର୍ଶାଇ କହିଛନ୍ତି ;- ଇତି ଗୁହ୍ୟତମଂ ଶାସ୍ତ୍ରମିଦମୁକ୍ତଂ ମୟାନଘ। ଏତଦ୍ବୁଦ୍ଧ୍ୱା ବୁଦ୍ଧିମାନ୍ସ୍ୟାତ୍କୃତକୃତ୍ୟଶ୍ଚ ଭାରତ।। ଅର୍ଥାତ ଶ୍ରୀକୃଷ୍ଣ ଏହା ଦ୍ୱାରା ସୂଚିତ କରୁଛନ୍ତି, ମୁଁ ସମସ୍ତ ବୈଦିକ ଶାସ୍ତ୍ରର ସିଦ୍ଧାନ୍ତର ସାରାଂଶ ଉପସ୍ଥାପନ କରିଛି । ମୁଁ ତୁମ ଆଗରେ ସଂସାରର ସ୍ୱରୂପଠାରୁ ଆରମ୍ଭ କରି, ବସ୍ତୁ ଓ ଜୀବ ମଧ୍ୟରେ ପାର୍ଥକ୍ୟ ଏବଂ ଶେଷରେ ଚରମ ସତ୍ୟକୁ ପରମ ଦିବ୍ୟ ପୁରୁଷ ଭାବରେ ଜାଣିବା ପର୍ଯ୍ୟନ୍ତ [...]
Odiaପୁଟିନଙ୍କ ବିରୋଧୀ ଆଲେକ୍ସୀ ନାଭାଲ୍ନିଙ୍କ ଜେଲରେ ରହସ୍ୟଜନକ ଭାବେ ମୃତ୍ୟୁ
ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ତଥା ବିରୋଧୀ ଦଳ ନେତା ଆଲେକ୍ସୀ ନାଭାଲ୍ନିଙ୍କ ଜେଲରେ ରହସ୍ୟଜନକ ଭାବେ ମୃତ୍ୟୁ ହୋଇଛି। ୟାମାଲୋ-ନେନେଟ୍ସ ଅଞ୍ଚଳର ଜେଲ ବିଭାଗ ତରଫରୁ ନାଭାଲ୍ନିଙ୍କୁ ମୃତ ଘୋଷଣା କରାଯାଇଛି। କିଛି ଦିନ ପୂର୍ବରୁ ନାଭାଲନିଙ୍କୁ ଏହି ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ୟାମାଲୋ-ନେନେଟସ୍ ଜେଲ୍ ବିଭାଗ ଏହାର ୱେବସାଇଟରେ ଜାରି ଏକ ବିବୃତ୍ତିରେ କହିଛି, ଶୁକ୍ରବାର ବୁଲୁଥିବା ବେଳେ ନାଭାଲ୍ନି ଅସୁସ୍ଥ ଅନୁଭବ କରିଥିଲେ ଓ ବେହୋସ୍ ହୋଇଯାଇଥିଲେ। ତୁରନ୍ତ [...]
Odiaଏଫ୍ଆଇଏଚ୍ ପ୍ରୋ ଲିଗ୍: ଗୁରଜନ୍ତଙ୍କ ଶେଷ ମୁହୂର୍ତ୍ତ ଗୋଲ୍ ବଳରେ ଆୟର୍ଲାଣ୍ଡକୁ ହରାଇଲା ଭାରତ
ଭୁବନେଶ୍ୱର: ଏଠାରେ ଚାଲିଥିବା ଏଫ୍ଆଇଏଚ୍ ପ୍ରୋ ଲିଗରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଗୁରୁଜନ୍ତ ସିଂଙ୍କ ଶେଷ ମୁହୂର୍ତ୍ତ ଗୋଲ୍ ସହାୟତାରେ ଭାରତ ୧-୦ରେ ନିମ୍ନ ମାନ୍ୟତାପ୍ରାପ୍ତ ଆୟର୍ଲାଣ୍ଡକୁ ହରାଇଛି। ନିଜର ଦୃଢ଼ ରକ୍ଷଣ ଦ୍ବାରା ମ୍ୟାଚରେ ଅଧିକାଂଶ ସମୟ ଆୟର୍ଲାଣ୍ଡ ଭାରତକୁ ନିରାଶ କରିଥିଲା । କିନ୍ତୁ ଗୁରଜନ୍ତ ଘରୋଇ ଦଳକୁ ଲଜ୍ଜାରୁ ରକ୍ଷା କରିଥିଲେ। ଆୟର୍ଲାଣ୍ଡ ଗୋଲକିପରଙ୍କୁ ଚକମା ଦେଇ ଷ୍ଟ୍ରାଇକ୍ ସର୍କଲ ଉପରୁ ଏକ ଶକ୍ତିଶାଳୀ ସଟ୍ ସହ ଗୁରଜନ୍ତ ୬୦ ମିନିଟରେ ଗୋଲ୍ [...]
Odiaଆଉ ନାହାଁନ୍ତି ‘ଉଡ଼ାନ୍’ର କଲ୍ୟାଣୀ, ଅଭିନେତ୍ରୀ କବିତା ଚୌଧୁରୀଙ୍କ ହୃଦଘାତରେ ପରଲୋକ
ଅମୃତସର: ଅଶୀ ଦଶକର ଲୋକପ୍ରିୟ ଟିଭି ଧାରାବାହିକ ‘ଉଡ଼ାନ୍’ରେ ପୋଲିସ ଅଫିସର ‘କଲ୍ୟାଣୀ’ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ କବିତା ଚୌଧୁରୀଙ୍କ ପରଲୋକ ହୋଇଯାଇଛି। ଗୁରୁବାର ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୬୭ ବର୍ଷ ହୋଇଥିଲା | ୧୯୮୦ ଦଶକର ଶେଷ ଭାଗରେ ଟିଭିରେ ପ୍ରସାରିତ ସର୍ଫ ବିଜ୍ଞାପନ ମାଧ୍ୟମରେ ଗୃହିଣୀ ଲଲିତା ଜୀ ଭାବେ କବିତା ଘରେ ଘରେ ଏକ ପରିଚିତ ନାମ ପାଲଟିଥିଲେ । ଏହାପରେ ସିରିଏଲ ‘ଉଡ଼ାନ୍’ରେ ପୋଲିସ [...]
Odiaବିଜେଡିରେ ସାମିଲ ହେଲେ ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି
ଭୁବନେଶ୍ୱର – ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ବିଜେଡିରେ ସାମିଲ ହୋଇଛନ୍ତି। ଦୁଇ ଦିନ ତଳେ ଅଂଶୁମାନ କଂଗ୍ରେସ ଛାଡିଥିଲେ । ସେ କେନ୍ଦ୍ରାପଡ଼ା ଜିଲ୍ଳା କଂଗ୍ରେସ ସଭାପତି ଥିଲେ । ଆଜି ଭୁବନେଶ୍ୱରରେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନରେ କେନ୍ଦ୍ରାପଡ଼ା ଜିଲ୍ଲାର ବିଜେଡି ବିଧାୟକ ଓ ନିଜ ସମର୍ଥକଙ୍କ ଉପସ୍ଥିତିରେ ଅଂଶୁମାନ ବିଜେଡିରେ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେ ବିଜେଡିରେ ସାମିଲ [...]
Odiaକ୍ୟାବିନେଟ ବୈଠକ: ରାଜ୍ୟର ପ୍ରତି ପଞ୍ଚାୟତରେ ରହିବେ ଆକାଉଣ୍ଟାଣ୍ଟ ଡାଟା ଏଣ୍ଟ୍ରି ଅପରେଟର
ଭୁବନେଶ୍ୱର – ରାଜ୍ୟର ପ୍ରତି ପଞ୍ଚାୟତରେ ଆକାଉଣ୍ଟାଣ୍ଟ ଡାଟାଏଣ୍ଟ୍ରି ଅପରେଟର ରହିବେ । ଏଥିପାଇଁ ମୋଟ ୭୧୪୨ଟି ଡାଟାଏଣ୍ଟ୍ରି ପଦବୀ ସୃଷ୍ଟି ପ୍ରସ୍ତାବକୁ କ୍ୟାବିନେଟ ମଂଜୁରୀ ମିଳିଛି। ମୋଟ ପଦବୀରୁ ୭୦ ପ୍ରତିଶତ ଓଏସଏସସି ଦ୍ୱାରା ମନୋନୀତ କରାଯିବ । ବାକି ୩୦ ପ୍ରତିଶତ ଗ୍ରାମ ରୋଜଗାର ସେବକଙ୍କୁ ମଧ୍ୟରୁ ମନୋନୟନ ହେବେ ।
Odiaଆଉ ୬ଟି ଜିଲ୍ଲାରେ ଆଜିଠୁ ଗଡିଲା ଲକ୍ଷ୍ମୀ ବସ୍ , ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଭଦ୍ରକ, ଯାଜପୁର ଓ ନୟାଗଡ ଜିଲ୍ଲାରେ ଲକ୍ଷ୍ମୀ ବସ୍ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗାଁ ଲୋକମାନେ ଲକ୍ଷ୍ମୀ ବସ୍ ଜରିଆରେ ସୁବିଧାରେ ଏବଂ କମ ଖର୍ଚ୍ଚରେ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ କରିପାରିବେ। ଲକ୍ଷ୍ମୀ ବସ୍ ଆମର ଜୀବନ ଯାତ୍ରାକୁ ସହଜ କରିବ, ଘରେ ଘରେ ସମୃଦ୍ଧି ଆଣିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମୋ [...]
