Odiaନାମିବ୍ୟାକୁ ହରାଇ ସୁପର-୮ରେ ଅଷ୍ଟ୍ରେଲିଆ
ନର୍ଥ ସାଉଣ୍ଡ (ଆଣ୍ଟିଗ୍ବା): ଲେଗ୍ ସ୍ପିନର ଆଡାମ ଜାମ୍ପାଙ୍କ ଯାଦୁକରୀ ପ୍ରଦର୍ଶନ ସହାୟତାରେ ଅଷ୍ଟ୍ରେଲିଆ ବୁଧବାର ଟି-୨୦ ବିଶ୍ୱକପର ଏକ ମ୍ୟାଚରେ ନାମିବ୍ୟାକୁ ସହଜରେ ହରାଇ ସୁପର-୮ରେ ପ୍ରବେଶ କରିଛି। ଅଷ୍ଟ୍ରେଲିଆର ବୋଲରମାନେ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ପ୍ରଥମେ ବ୍ୟାଟିଂ କରିଥିବା ନାମିବ୍ୟା ୧୭ ଓଭରରେ ମାତ୍ର ୭୨ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୩୪ (୫.୪ ଓଭର) ବଲରେ ଗୋଟିଏ ୱିକେଟ୍ ହରାଇ ମ୍ୟାଚ୍ ଜିତି ନେଇଥିଲା। ଓପନର୍ [...]
Odiaମୁଖ୍ୟମନ୍ତ୍ରୀ ଭାବେ ଶପଥ ପୂର୍ବରୁ ନବୀନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କଲେ ମୋହନ ମାଝୀ
ଭୁବନେଶ୍ବର – ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ମୋହନ ଚରଣ ମାଝୀ ନବୀନ ନିବାସରେ ପହଞ୍ଚି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସୈ।ଜନ୍ୟମୂଳକ ସାକ୍ଷାତ କରିଛନ୍ତି । ନବୀନଙ୍କୁ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ଘୋଷିତ ହୋଇଥିବା ମୋହନ ମାଝୀ । ତାଙ୍କୁ ନବୀନଙ୍କ ଆଶୀର୍ବାଦ ମିଳିଛି ବୋଲି କହିଛନ୍ତି ମୋହନ ମାଝୀ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଗତକାଲି ବିଜେପିର ଏକ ପ୍ରତିନିଧି [...]
Odiaଚତୁର୍ଥ ଥର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଚନ୍ଦ୍ରବାବୁ ନାଇଡୁ
ଅମରାବତୀ: ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଏନ୍ ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ଏହା ତାଙ୍କର ଚତୁର୍ଥ କାର୍ଯ୍ୟକାଳ ହେବ। ଜନସେନା ମୁଖ୍ୟ ତଥା ଅଭିନେତା ପୱନ କଲ୍ୟାଣ ଓ ଚନ୍ଦ୍ରବାବୁ ନାଇଡୁଙ୍କ ପୁଅ ନାରା ଲୋକେଶ ମଧ୍ୟ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତାଙ୍କ କ୍ୟାବିନେଟ ସହକର୍ମୀ ଅମିତ ଶାହା, [...]
Odiaଟି-୨୦ ବିଶ୍ବକପ୍: ଆଜି ଆମେରିକାକୁ ଭେଟିବ ଭାରତ
ନ୍ୟୁୟର୍କ: ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଚଳିତ ଟି-୨୦ ବିଶ୍ୱକପ୍ରେ ଜବରଦସ୍ତ ଢଙ୍ଗରେ ଅଭିଯାନ ଆରମ୍ଭ କରିଛି। ଭାରତ ପ୍ରଥମ ଦୁଇ ମ୍ୟାଚରେ ଆୟର୍ଲାଣ୍ଡ ଏବଂ ପାକିସ୍ତାନକୁ ପରାସ୍ତ କରିଛି। ଟିମ୍ ଇଣ୍ଡିଆ ତୃତୀୟ ଗ୍ରୁପ୍ ମ୍ୟାଚରେ ବୁଧବାର (ଜୁନ୍ ୧୨) ସହ ଆୟୋଜକ ଆମେରିକାକୁ ଭେଟିବ | ବିଜୟର ହ୍ୟାଟ୍ରିକ ସହ ଭାରତ ସୁପର-୮ ପର୍ଯ୍ୟାୟରେ ସ୍ଥାନ ପକ୍କା କରିବାକୁ ଚାହିଁବ। ପ୍ରଥମ ଥର ଟି-୨୦ ବିଶ୍ୱକପ୍ ଖେଳୁଥିବା ଆମେରିକା ମଧ୍ୟ ଏପର୍ଯ୍ୟନ୍ତ ନିଜ [...]
Odiaଆଜି ରାଜ୍ୟରେ ନୂଆ ସରକାର, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ମୋହନ ଚରଣ ମାଝୀ
ଭୁବନେଶ୍ୱର – ଆଜି ରାଜ୍ୟରେ ଶପଥ ନେବ ବିଜେପି ସରକାର। ନୂଆ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଆଜି ଶପଥ ଗ୍ରହଣ କରିବେ । ଆଜି ଅପରାହ୍ନ ୪ଟା ୫୫ ମିନିଟରେ ଭୁବନେଶ୍ୱରର ଜନତା ମଇଦାନରେ ହେବ ଶପଥ ଗ୍ରହଣ ସମାରୋହ । ରାଜ୍ୟପାଳ ରଘୁବର ଦାସ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଉପ ମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା ମଧ୍ୟ ଶପଥ [...]
Odiaଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା
ଶ୍ରୀକ୍ଷେତ୍ରେରେ ପଞ୍ଚ ମହାଦେବଙ୍କ ଶୀତଳ ଷଷ୍ଠୀ ଯାତ୍ରା ଓଡ଼ିଶାର ଅନ୍ୟ ସ୍ଥାନ ମାନଙ୍କରେ ହେଉଥିବା ଶୀତଳ ଷଷ୍ଠୀ ଯାତ୍ରା ଠାରୁ ସ୍ୱତନ୍ତ୍ର ଓ ଅନନ୍ୟ।ଶୀତଳ ଷଷ୍ଠୀ ପୂର୍ବ ରାତ୍ରରେ ଏଠାରେ କନ୍ୟାଚୋରି ନୀତି ସମ୍ପାଦିତ ହୋଇଥାଏ। ଶୀତଳ ଷଷ୍ଠୀ ସନ୍ଧ୍ୟାରେ ପଞ୍ଚ ମହାଦେବ ନିଜ ସ୍ଵ ସ୍ଵ ଦେଉଳରେ ନିଜ ପାର୍ବତୀଙ୍କ ସହ ପାଣିଗ୍ରହଣ କରି ସ୍ୱତନ୍ତ୍ର ବେଶ ହୋଇଥାନ୍ତି । ତତ୍ପରେ ଜମେଶ୍ଵର ନିଜ ଦିଗବିଜୟ ରଥରେ ବିରାଜମାନ ହୋଇ ଗୁଆଲୀରେ ବାହାରନ୍ତି । ଜମ୍ବେଶ୍ୱର [...]
ଜାତୀୟ ରାଙ୍କିଂ ସନ୍ତରଣ ପ୍ରତିଯୋଗିତାରେ ଓଡିଶାର ମନ୍ନତା ମିଶ୍ରଙ୍କୁ ସ୍ୱର୍ଣ୍ଣ
ଭୁବନେଶ୍ୱର – ଜାତୀୟ ରାଙ୍କିଂ ସନ୍ତରଣ ପ୍ରତିଯୋଗିତାରେ ଚମକିଛନ୍ତି ଓଡ଼ିଶାର ଉଦୀୟମାନ ପ୍ରତିଭା ମନ୍ନତା ମିଶ୍ର । ୧୦୦ ମିଟର ବ୍ରେଷ୍ଟଷ୍ଟ୍ରୋକ୍ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ମନ୍ନତା । ପ୍ରତିଯୋଗିତାରେ ଏହା ହେଉଛି ମନ୍ନତାଙ୍କ ଦ୍ୱିତୀୟ ପଦକ । ପୂର୍ବରୁ ସେ ୫୦ ମିଟର ଇଭେଣ୍ଟରେ ରୋୖପ୍ୟ ପଦକ ହାସଲ କରିଥିଲେ। ଚଳିତ ପ୍ରତିଯୋଗିତାରେ ମନ୍ନତାଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି । ଗତ ବର୍ଷକ ମଧ୍ୟରେ ମନ୍ନତା ରାଜ୍ୟର ଜଣେ [...]
Odiaମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ମୋହନ ମାଝୀ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ। ରାଜ୍ୟରେ ନୂଆ ବିଜେପି ସରକାରର ସେ ନେତୃତ୍ବ ନେବେ । ଆଜି ଭୁବନେଶ୍ୱରରେ ନବନିର୍ବାଚିତ ବିଜେପି ବିଧାୟକ ଦଳ ବୈଠକରେ ମୋହନ ମାଝୀଙ୍କୁ ସର୍ବସମ୍ମତିକ୍ରମେ ନେତା ନିର୍ବାଚିତ କରାଯାଇଥିଲା । ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ ଉପସ୍ଥିତ ଥିଲେ । ଆସନ୍ତାକାଲି ମୋହନ ମାଝୀ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । କେନ୍ଦୁଝର ସଦର [...]
Odiaଜୁନ୍ ୩୦ ଯାଏଁ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ
ଭୁବନେଶ୍ବର – ଚଳିତ ମାସ ୩୦ ତାରିଖ ଯାଏଁ ରାଜ୍ୟରେ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ ହୋଇଛି। ଏ ସମ୍ପର୍କରେ ସମସ୍ତ ବିଭାଗୀୟ ସଚିବ ଓ ଜିଲ୍ଲାପାଳମାନଙ୍କୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ସୂଚିତ କରାଯାଇଛି । ୩୦ ଜୁନ୍ ପର୍ଯ୍ୟନ୍ତ କାହାରିକୁ ଛୁଟି ନଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଛୁଟି ଦିନରେ ବି ଅନୁପସ୍ଥିତ ନ ରହିବାକୁ କୁହାଯିବା ସହ ହେଡ୍କ୍ବାର୍ଟର ନ ଛାଡ଼ିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତାକାଲି ରାଜ୍ୟରେ ନୂଆ ସରକାର ନେବ। [...]
ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣ ସାଜିବ ଗୋପାଳପୁର ଜେଡ୍ଏସ୍ଆଇ ମ୍ୟୁଜିୟମ୍
ବ୍ରହ୍ମପୁର: ମାଛ, ସାପ, ଶାମୁକା, ଡଲଫିନ୍, ମହାବଳ ବାଘ, ଭାଲୁ, ପାଟମୂଷା, ପାଣି ଲୁଧିଆ, କଙ୍ଗାରୁ, ଗିବନ୍, କଇଁଛ, ବଣ ବିଲେଇ, ବିଭିନ୍ନ ରକମର ପ୍ରଜାପତି, ଝିଣ୍ଟିକା, ବିଛା, ବେଙ୍ଗ, ଭଳିକି ଭଳି ପକ୍ଷୀ ଆଦି ପ୍ରାୟ ୬୦୦ କିସମର ଜୀବଜନ୍ତୁଙ୍କ ମଡେଲ୍, କଙ୍କାଳ ଦେଖିବାକୁ ପାଇବେ ପର୍ଯ୍ୟଟକ, ଜୀବ ବିଜ୍ଞାନୀ ଗବେଷକ, ବୈଜ୍ଞାନିକ, ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଆଦି। କାରଣ ଶୀଘ୍ର ଗୋପାଳପୁରରେ ଥିବା ଭାରତୀୟ ପ୍ରାଣୀ ସର୍ବେକ୍ଷଣ ବା ଜୁଲୋଜିକାଲ ସର୍ଭେ ଅଫ୍ [...]
