Odiaନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପାଇଁ ଭୁବନେଶ୍ୱର କଡ଼ା ସୁରକ୍ଷା ସହ ଟ୍ରାଫିକ କଟକଣା ଜାରି
ଭୁବନେଶ୍ୱର – ଆସନ୍ତାକାଲି ଶପଥ ନେବେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ । ଜନତା ମଇଦାନରେ ହେବ ଶପଥ ଗ୍ରହଣ ସମାରୋହ । ଏଥିରେ ପ୍ରଧାନମନ୍ତ୍ରୀ, କେନ୍ଦ୍ର ଗୃହ ମନ୍ତ୍ରୀଙ୍କ ସମେତ ବହୁ ଭିଭିଆଇପି ଯୋଗ ଦେବେ । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜାରି ହୋଇଛି ଟ୍ରାଫିକ କଟକଣା । ଆସନ୍ତାକାଲି ଅପରାହ୍ନ ୨ଟାରୁ ରାତି ୭ଟା କିମ୍ବା ଶପଥ ଗ୍ରହଣ ସମାରୋହ ସରିବା ଯାଏ ଜୟଦେବ ବିହାରରୁ ନାଲକୋ ଛକ ରାସ୍ତାରେ ଗାଡ଼ି [...]
Odiaନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ନବୀନଙ୍କୁ ନିମନ୍ତ୍ରଣ କଲା ବିଜେପି
ଭୁବନେଶ୍ୱର – ଆସନ୍ତାକାଲି ଶପଥ ଗ୍ରହଣ କରିବେ ନୂଆ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ଗଠନ ହେବ ବିଜେପି ସରକାର । ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେବା ପାଇଁ ବିଜେପି ପକ୍ଷରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ନବୀନ ନିବାସ ଯାଇ ବିଜେଡି ସଭାପତିଙ୍କୁ ନିମନ୍ତ୍ରଣ କରିଛନ୍ତି । ଆସନ୍ତାକାଲି ଜନତା [...]
Odiaଆଇସିସିର ଏହି ନିୟମ ଯୋଗୁଁ ହାରିଲା ବାଂଲାଦେଶ !
ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ୱକପରେ ସୋମବାର ଏକ ରୋମାଞ୍ଚକର ଲୋସ୍କୋରିଂ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଠାରୁ ୪ ରନରେ ହାରିଯାଇଛି ବାଂଲାଦେଶ। ଦଳ ଆଗରେ ମାତ୍ର ୧୧୪ ରନର ଟାର୍ଗେଟ ଥିଲା । ହେଲେ ବାଂଲାଦେଶ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ବିକେଟ୍ ହରାଇ କେବଳ ୧୦୯ ରନ୍ କରିବାକୁ ସମର୍ଥ ହୋଇଥିଲା। ଆଇସିସିର ଏକ ନିୟମ ଯୋଗୁଁ ବାଂଲାଦେଶ ହାତରୁ ମ୍ୟାଚ୍ ଖସି ଯାଇଥିଲା । ଏହି ନିୟମ ଅନୁଯାୟୀ ଅମ୍ପାୟାର ବାଂଲାଦେଶ ଦଳକୁ ୪ [...]
Odiaଶୀତଳଷଷ୍ଠୀ ସମ୍ପୂର୍ଣ୍ଣ ଲୋକାଚାରରେ ଶିବ ଓ ସତୀଙ୍କ ବିବାହୋତ୍ସବ, ଆମ ଉତ୍କଳୀୟ ପରମ୍ପରାର ବାର୍ତ୍ତା ବହନ କରେ
ଶିବ ଓ ପାର୍ବତୀ ଶ୍ରଦ୍ଧା ଓ ବିଶ୍ୱାସ ର ପ୍ରତୀକ।ପକ୍ଷାନ୍ତରେ ଏମାନେ ଶାନ୍ତିର ବାର୍ତ୍ତାବହ । ଗ୍ରୀଷ୍ମଋତୁ ପୃଥିବୀ ପୃଷ୍ଠରୁ ବିଦାୟ ନେଉଥାଏ, ବର୍ଷାଋତୁର ଆଗମନ ସମୟରେ ମହାଦେବ ଶିବ ଓ ସତୀଙ୍କ ବିବାହୋତ୍ସବକୁ ନେଇ ଅନୁଷ୍ଠିତ ହୁଏ ଶୀତଳଷଷ୍ଠୀ । ମହାପ୍ରଭୁଙ୍କର ଚନ୍ଦନ ଯାତ୍ରାର ପରିସମାପ୍ତି ପରେ ପରେ ଶୀତଳଷଷ୍ଠୀ ବେଳକୁ ମେଘମେଦୁର ଆକାଶର ଅପରୂପ ସୌନ୍ଦର୍ଯ୍ୟ ବେଶ ଚିତାକର୍ଷକ ହେବା ସାଙ୍ଗକୁ ନବବାରି ପରିପ୍ଳୁତ ଧରାପୃଷ୍ଠ ଶୀତଳ ପରିବେଶ ସୃଷ୍ଟିକରେ । ଶୀତଳଷଷ୍ଠୀ ପୌରାଣିକ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
ସୁନୁ ଗିରିଜା ହରିଚରିତ ସୁହାଏ । ବିପୁଲ ବିସଦ ନିଗମାଗମ ଗାଏ ॥ ହରି ଅବତାର ହେତୁ ଜେହି ହୋଈ । ଇଦମିତ୍ଥଂ କହି ଜାଇ ନ ସୋଈ ॥ ଭାବାର୍ଥ :- ଶ୍ରୀଶିବ କହିଲେ, ହେ ପାର୍ବତୀ ! ଶୁଣ, ସମସ୍ତ ବେଦ ଶାସ୍ତ୍ରାଦିରେ ଶ୍ରୀହରିଙ୍କର ସୁନ୍ଦର ରୂପେ ବିସ୍ତ୍ରୁତ ନିର୍ମଳ ଚରିତ୍ରର ଗାନ କରାଯାଇଛି । ଶ୍ରୀହରି ଙ୍କର ଅବତାର ଯେଉଁ କାରଣରୁ ହୋଇଥାଉ ନା କାହିଁକି, ତାହାକୁ ସଠିକ୍ ରୂପେ କୁହାଯାଇ ପରିବ [...]
ଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ

Odiaଗୀତା ଉପଦେଶ: କାମନା ରୂପକ ଚିରନ୍ତନ ଶତ୍ରୁଦ୍ୱାରା ସୁକ୍ଷ୍ମ ବିଚାରବନ୍ତ ବ୍ୟକ୍ତିଙ୍କର ବୁଦ୍ଧି ମଧ୍ୟ ଆଚ୍ଛନ୍ନ ହୋଇଯାଏ
ବିଷାଦଗ୍ରସ୍ତ ଅର୍ଜୁନଙ୍କୁ ରଣାଙ୍ଗନରେ ଭଗବାନ ଶ୍ରୀକୃଷ୍ଣ କର୍ମ ସନ୍ୟାସ ଯୋଗ ସମ୍ବନ୍ଧରେ କହୁଛନ୍ତି : ଧୂମେନାବ୍ରିୟତେ ବହ୍ନିର୍ଯଥାଦର୍ଶୋ ମଳେନ ଚ।ଯଥୋଲ୍ୱେନାବୃତୋ ଗର୍ଭସ୍ତଥା ତେନେଦମାବୃତମ୍।ଆବୃତଂ ଜ୍ଞାନମେତେନ ଜ୍ଞାନିନୋ ନିତ୍ୟବୈରିଣା। କାମରୂପେଣ କୈନ୍ତେୟ ଦୁଷ୍ଟୂରେଣାନଲେନ ଚ। ଅର୍ଥାତ:- ଯେପରି ଧୂମ ଦ୍ୱାରା ବହ୍ନି ଆବୃତ୍ତ ରହିଥାଏ, ଧୂଳିଦ୍ୱାରା ଦର୍ପଣ ଅସ୍ପଷ୍ଟ ହୋଇଥାଏ, ଜରାୟୁ ଦ୍ୱାରା ଭୃଣ ଲୁକ୍କାୟୀତ ରହିଥାଏ,ସେହି ପରି କାମନା ଦ୍ୱାରା ମନୁଷ୍ୟର ଜ୍ଞାନ ଆବୃତ ହୋଇଥାଏ ।ହେ କୁନ୍ତିପୁତ୍ର,ଏହି ଅଗ୍ନି ପରି ପ୍ରଜ୍ୱଳିତ,ସର୍ବଦା ଅତୃପ୍ତ କାମନା ରୂପକ [...]
Odiaମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ
ମୋଦି ମନ୍ତ୍ରିମଣ୍ଡଳ : କାହାକୁ କେଉଁ ବିଭାଗ ରାଜନାଥ ସିଂହ – ପ୍ରତିରକ୍ଷା ମନ୍ତ୍ରୀ ଅମିତ ଶାହା – ଗୃହ ଓ ସମବାୟ ମନ୍ତ୍ରୀ ନୀତିନ ଗଡକରୀ – ସଡକ ଓ ପରିବହନ ମନ୍ତ୍ରୀ ଜେପି ନଡ୍ଡା – ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ସାର ଓ ରସାୟନ ବିଭାଗ ମନ୍ତ୍ରୀ ଶିବରାଜ ସିଂହ ଚୌହାନ – କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ, ଗ୍ରାମ ଉନ୍ନୟନ ବିଭାଗ ମନ୍ତ୍ରୀ ନିର୍ମଳା ସୀତାରମଣ – ଅର୍ଥ [...]
Odiaମୋଦି ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ, ପୂର୍ବ ବିଭାଗ ବଜାୟ ରଖିଲେ ଓଡ଼ିଶାର ତିନି ମନ୍ତ୍ରୀ
ଭୁବନେଶ୍ୱର – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ଓଡ଼ିଶାରୁ ତିନି ମନ୍ତ୍ରୀ ସେମାନଙ୍କ ପୂର୍ବ ବିଭାଗ ବଜାୟ ରଖିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କୁ ଶିକ୍ଷା ମନ୍ତ୍ରାଳୟ, ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ମନ୍ତ୍ରାଳୟ ଓ ଜୁଏଲ ଓରାମଙ୍କୁ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ମିଳିଛି | ଅଟଳ ବିହାରୀ ବାଜପେୟୀଙ୍କ ସରକାର ଓ ନରେନ୍ଦ୍ର ମୋଦିଙ୍କ ସରକାରର ପ୍ରଥମ ପାଳିରେ ମନ୍ତ୍ରୀ ହୋଇଥିବା ଜୁଏଲ ଓରାମଙ୍କୁ ଦୁଇ ଥର ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ଦାୟିତ୍ବ ହିଁ [...]
Odiaଗ୍ରୀଷ୍ମପ୍ରବାହ ଜାରି : ୧୮ ସହରରେ ପାରଦ ୪୦ ଡିଗ୍ରୀ ଉପରେ, ନୂଆପଡ଼ାରେ ସର୍ବାଧିକ ୪୪
ଭୁବନେଶ୍ୱର – ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ମୋୖସୁମୀ ସାରାରାଜ୍ୟରେ ଅଗ୍ରସର ହୋଇପାରିନାହିଁ। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ଭୀଷଣ ତାତି ଅନୁଭୂତ ହେଉଥିବା ବେଳେ ଉପକୂଳରେ ଗୁଳୁଗୁଳି ହେଉଛି । ଆଜି ୪୦ ଡିଗ୍ରୀ ସେଲସିୟସ ଉପରେ ୧୮ ସହରର ତାପମାତ୍ରା ଥିଲା । ୪୪ ଡିଗ୍ରୀ ସହ ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଛି। ବୌଦ୍ଧରେ ତାପମାତ୍ରା ୪୨.୮, ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୪, ବଲାଙ୍ଗିରେ ୪୨.୨, ବାରିପଦାରେ ୪୨, ନୟାଗଡ଼ରେ ୪୧.୭, ଝାରସୁଗୁଡ଼ା, [...]
Odiaମୌସୁମୀ ଆଗକୁ ବଢ଼ିବା ନେଇ ସ୍ଥିତି ଅନୁକୂଳ ନାହିଁ
ଭୁବନେଶ୍ୱର – ରାଜ୍ୟରେ ମୌସୁମୀ ବାୟୁ ଆଗକୁ ବଢ଼ିବା ଲାଗି ବର୍ତ୍ତମାନ ସ୍ଥିତି ଅନୁକୂଳ ନାହିଁ । ଆଗାମୀ ୩-୪ ଦିନ ପର୍ଯ୍ୟନ୍ତ ମୌସୁମୀ ବାୟୁ ଅଗ୍ରସର ହୋଇନପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି। ମୌସୁମୀ ସକ୍ରିୟ ହେଉନଥିବାରୁ ଉତ୍ତର ପଶ୍ଚିମ ଦିଗରୁ ପବନ ପ୍ରବେଶ କରୁଛି । ଉତ୍ତର ପଶ୍ଚିମରୁ ପବନ ପ୍ରବେଶ କାରଣରୁ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏଥିସହ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭୂତ [...]
