Odiaମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟ ନେଇ ଅପପ୍ରଚାର ବିଜେପି ପାଇଁ ବୁମେରାଂ ହେବ : କାର୍ତ୍ତିକ ପାଣ୍ଡିଆନ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଅପପ୍ରଚାର ଓ ଗୁଜବ ସୃଷ୍ଟି କରିଥିବାରୁ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରିବା ବିଜେପି ପାଇଁ ବୁମେରାଂ ହେବ । ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଆ ଅସ୍ମିତା କଥା କହୁଥିବା ବିଜେପି ମହାପ୍ରଭୁଙ୍କ କାମରେ ବାଧା ଦେଇଥିଲା । ବିଜେପି ବାରମ୍ବାର ଗୋଲ୍ ପୋଷ୍ଟ [...]
Odiaପୁଣେ ପୋର୍ସ ଦୁର୍ଘଟଣା: ରକ୍ତ ନମୁନା ବଦଳାଇଥିବା ଦୁଇ ଡ଼ାକ୍ତର ନିଲମ୍ବିତ
ପୁଣେ: ପୁଣେ ପୋର୍ସ କାର୍ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକର ରକ୍ତ ନମୁନା ବଦଳାଇବା ଅଭିଯୋଗରେ ଡାକ୍ତର ଅଜୟ ତାଓ୍ବଡେ ଏବଂ ଶ୍ରୀହରି ହାଲନୋରଙ୍କୁ ନିଲମ୍ବିତ କରାଯାଇଛି। ଡାକ୍ତର ତାଓ୍ବଡେ ସରକାରୀ ସାସୁନ୍ ସିଭିଲ୍ ହସ୍ପିଟାଲର ଫୋରେନସିକ୍ ବିଭାଗର ମୁଖ୍ୟ ଥିଲେ । ଡାକ୍ତର ହାଲନୋର୍ ସେହି ହସ୍ପିଟାଲର ମୁଖ୍ୟ ଚିକିତ୍ସା ଅଧିକାରୀ ଥିଲେ। ଉଭୟ ଡାକ୍ତରଙ୍କୁ ପୂର୍ବରୁ ଗିରଫ କରାଯାଇଥିଲା । ଏହି ଦୁଇ ଡ଼ାକ୍ତର ରକ୍ତ ନମୁନା ବଦଳାଇବା ପାଇଁ ନାବାଳକର ବାପାଙ୍କ ଠାରୁ [...]
Odiaଆଗୁଆ ଜାମିନ ଆବେଦନ କଲେ ପ୍ରଜ୍ବଳ
ବେଙ୍ଗାଲୁରୁ: ନିଲମ୍ବିତ ଜେଡି (ଏସ୍) ସାଂସଦ ପ୍ରଜ୍ବଳ ରେଭନ୍ନା ଯୌନ ନିର୍ଯାତନା ମାମଲାରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଏହା ପୂର୍ବରୁ ପ୍ରଜ୍ବଳ ରେଭନ୍ନା ସୋମବାର ଏକ ଭିଡିଓ ଜାରି କରି ସେ ମେ ୩୧ରେ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ (ଏସ୍ଆଇଟି)ରେ ହାଜର ହେବେ ବୋଲି କହିଥିଲେ। ରେଭାନ୍ନା କହିଛନ୍ତି ତାଙ୍କ ବିଦେଶ ଯାତ୍ରା ପୂର୍ବ ନିର୍ଦ୍ଧାରିତ ଥିଲା । ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୨୬ରେ କର୍ଣ୍ଣାଟକରେ ଭୋଟ ଗ୍ରହଣ ହୋଇଥିବା ବେଳେ ତାଙ୍କ ବିରୋଧରେ [...]
Odiaଟି-୨୦ ବିଶ୍ୱକପ: ଭାରତ-ପାକିସ୍ତାନ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଧମକ, ବଢ଼ିଲା ସୁରକ୍ଷା
ନୂଆଦିଲ୍ଲୀ: ଯେବେ ବି କ୍ରିକେଟ୍ ପଡ଼ିଆରେ ଭାରତ-ପାକିସ୍ତାନ ମୁହାଁମୁହିଁ ହୁଅନ୍ତି, ପ୍ରଶଂସକମାନେ ଏକ ରୋମାଞ୍ଚକର ମ୍ୟାଚ୍ ଆଶା କରନ୍ତି । ଏହି ମୁହୂର୍ତ୍ତକୁ ପ୍ରଶଂସକମାନେ ବ୍ୟଗ୍ରତାର ସହ ଅପେକ୍ଷା କରିଥାନ୍ତି । ଆଗାମୀ ଟି-୨୦ ବିଶ୍ୱକପ ୨୦୨୪ରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପୁଣି ମୁହାଁମୁହିଁ ହେବେ। ଏହି ହାଇ ଭୋଲଟେଜ ମୁକାବିଲା ଜୁନ୍ ୯ରେ ନ୍ୟୁୟର୍କରେ ଅନୁଷ୍ଠିତ ହେବ। ତେବେ ଏହି ବଡ଼ ମ୍ୟାଚ୍ ବେଳେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ରହିଛି । ଆଫଗାନିସ୍ତାନ ଏବଂ ପାକିସ୍ତାନରେ [...]
Odiaସକାଳୁ ସକାଳୁ ପ୍ରଖର ତାତି, ସାଢେ ୮ ସୁଦ୍ଧା ୩୬ ଡିଗ୍ରୀ ଉପରେ ୮ ସହର, ଭବାନୀପାଟଣା ସବୁଠୁ ଉତ୍ତପ୍ତ
ଭୁବନେଶ୍ୱର – ଆଜି ବି ରାଜ୍ୟର ପ୍ରବଳ ଖରା ଓ ଗୁଳୁଗୁଳି କରିବ ଅସ୍ତବ୍ୟସ୍ତ। ଅନେକ ସ୍ଥାନରେ ସକାଳୁ ସକାଳୁ ହିଁ ତାତି ଅନୁଭୂତ ହେଲାଣି। ବିଶେଷ କରି ପଶ୍ଚିମ ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରାରେ ବୃଦ୍ଧି ହୋଇ ପ୍ରଚଣ୍ଡ ଖରା ଅନୁଭୂତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ସକାଳ ସାଢ଼େ ୮ଟା ସୁଦ୍ଧା ଭବାନୀପାଟଣା ସବୁଠୁ ଉତ୍ତପ୍ତ ସହର ହୋଇଛି। ଏଠାରେ ସର୍ବାଧିକ ୩୯ ଡିଗ୍ରୀ ତାପମାତ୍ରା [...]
Odiaରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ଶେଷ ହେବ ପ୍ରଚାର, ଜୁନ ପହିଲାରେ ଭୋଟ୍
ଭୁବନେଶ୍ବର – ଓଡ଼ିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ଜୁନ ପହିଲାରେ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର। ଆଜି ଶେଷଥର ପାଇଁ ବିଭିନ୍ନ ଦଳ ଓ ପ୍ରାର୍ଥୀ ମତଦାତାଙ୍କୁ ଆକର୍ଷିତ କରିବାକୁ ଜୋରଦାର ଉଦ୍ୟମ କରିବେ । ଜୁନ୍ ପହିଲାରେ ରାଜ୍ୟର ମୟୂରଭଞ୍ଜ, ଜଗତସିଂପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା ଓ ଯାଜପୁର ଲୋକସଭା ଆସନ ଓ ଏସବୁ ଆସନ ଅଧୀନସ୍ଥ ୪୨ [...]
Odiaପୁରୀ ବାଣ ଦୁର୍ଘଟଣାରେ ୧ ମୃତ, ୩୦ରୁ ଅଧିକ ଆହତ; ଉଦବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ପୁରୀ – ପୁରୀରେ ବାଣ ବିସ୍ଫୋରଣଜନିତ ଦୁର୍ଘଟଣା । ଗତକାଲି ନରେନ୍ଦ୍ର ପୁଷ୍କରିଣୀର ଦେବୀ ଘାଟରେ ଚନ୍ଦନଯାତ୍ରାର ଚାପ ଖେଳ ସମୟରେ ବାଣରେ ନିଆଁ ଲାଗିଯାଇ ଭୟଙ୍କର ବିସ୍ଫୋରଣ ହେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। କଟକ ଏସସିବିରେ ଚିକିତ୍ସାଧୀନ ଜଣେ ଆହତଙ୍କ ମୃତ୍ୟୁ ହୋଇଛି। ବାଣ ଦୁର୍ଘଟଣାରେ ୩୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ କଟକ ଓ ଭୁବନେଶ୍ବରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର [...]
Odiaଶ୍ରୀ ରାମଚରିତ ମାନସ: ଅଯୋଧ୍ୟା କାଣ୍ଡ
॥ ଅଯୋଧ୍ୟା କାଣ୍ଡ ॥ ଦୋଉ ବର କୁଲ କଠିନ ହଠ ଧାରା । ଭବଁର କୁବରୀ ବଚନ ପ୍ରଚାରା ॥ ଢାହତ ଭୂପରୂପ ତରୁ ମୂଲା । ଚଲୀ ବିପତ୍ତି ବାରିଧି ଅନୂକୂଲା ॥ ଭାବାର୍ଥ :- ଦୁଇଟି ଯାକ ବରଦାନ ସେହି ପାପ ରୂପୀ ନଦୀ ର ଦୁଇ କୁଳ ସଦୃଶ ଆଉ ରାଣୀ କୈକେୟୀଙ୍କ ଜିଦଖୋର କଠୋର ବଚନ ପ୍ରଖର ସ୍ରୋତ ପରି, ପୁଣି କୁବୁଦ୍ଧି କୁବୁଜ୍ଜା ର କୁଟିଳ ପ୍ରେରଣା ପ୍ରଖର [...]
Odiaଗୀତା ଉପଦେଶ: ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ
ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ନିଜର ଆତ୍ମଶୁଦ୍ଧି ପାଇଁ ଉପାୟ ବତାଇବାକୁ ଯାଇ କହୁଛନ୍ତି:– ସତ୍କାରମାନପୂଜାର୍ଥଂ ତପୋ ଦମ୍ଭେନ ଚୈବ ଯତ୍। କ୍ରିୟତେ ତଦିହ ପ୍ରୋକ୍ତଂ ରାଜସଂ ଚଳମଧ୍ରୁବମ୍। ଅର୍ଥାତ୍ : ଆତ୍ମଶୁଦ୍ଧି ପାଇଁ ତପସ୍ୟା ଏକ ଶକ୍ତିଶାଳୀ ମାଧ୍ୟମ ହୋଇଥିଲେ ମଧ୍ୟ ସମସ୍ତେ ଏହାକୁ ମହତ ଉଦ୍ଦେଶ୍ୟରେ ଉପଯୋଗ କରନ୍ତି ନାହିଁ । ଜଣେ ରାଜନୀତିଜ୍ଞ ଅକ୍ଲାନ୍ତ ପରିଶ୍ରମ କରି ଦିନକରେ ଅନେକ ସ୍ଥାନରେ ଭାଷଣ ଦେଇଥାନ୍ତି । ଏହା ଏକ ତପସ୍ୟା ହେଲେ ସୁଦ୍ଧା ଏହାର [...]
Odiaଭଉଁରୀ ଅବସରରେ ଶ୍ରୀକ୍ଷେତ୍ରରେ ରଥ ନିର୍ମାଣର ଚକାଡେରା ନୀତି ସମ୍ପର୍ଣ୍ଣ ହୋଇଛି
ଭଉଁରୀ ଯାତ୍ରା ଅବସରରେ ଶ୍ରୀକ୍ଷେତ୍ର ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ପାରମ୍ପରିକ ରୀତିରେ ସମ୍ପର୍ଣ୍ଣ ହୋଇଛି ଚକାଡେରା ନୀତି। ଶ୍ରୀଜୀଉଙ୍କ ସକାଳ ଧୂପ ବଢ଼ିଲା ପରେ ୩ଜଣ ପୂଜାପଣ୍ଡା ଶ୍ରୀଅଙ୍ଗ ରୁ ଆଜ୍ଞା ମାଳ ନେଇ ଘଣ୍ଟ, ଘଣ୍ଟା, ଓଲାର ଓ ବିଜେ କାହାଳୀ ସହ ଶ୍ରୀନହର ସମ୍ମୁଖ ରଥଖଳା କୁ ବିଜେ କରିଥିଲେ । ସେଠାରେ ରଥ ମହାରଣା ସେବକଙ୍କ ଦ୍ଵାରା ନିର୍ମିତ ହୋଇଥିବା ପ୍ରତି ରଥର ଦୁଇ ଗୋଟି ଚକ ଗୋଟିଏ ଅଖ [...]
