ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ : ରଥଖଳାରେ ଚକାଡେରା ନୀତି ସମ୍ପନ୍ନ
ପୁରୀ – ଆଜି ଶ୍ରୀକ୍ଷେତ୍ରରେ ପବିତ୍ର ଭଉଁରୀ । ଏହି ତିଥିରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଚାଲିଥିବା ରଥ ନିର୍ମାଣର ଏକ ଗୁରୁତ୍ୱପୂର୍ଣ୍ଣ ସୋପାନ ସମ୍ପନ୍ନ ହୋଇଛି । ଆଜି ପବିତ୍ର ଭଉଁରୀ ତିଥିରେ ପ୍ରଥମେ ଶ୍ରୀଜିଉମାନଙ୍କ ଆଜ୍ଞାମାଳ ରଥଖଳାକୁ ବିଜେ ହୋଇଥିଲା । ପରେ ସେଠାରେ ରଥ ନିର୍ମାଣ ସେବକମାନଙ୍କ ଉପସ୍ଥିତିରେ ତିନିରଥର ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରି, ଚକା ଡେରା ନୀତି ସମ୍ପନ୍ନ ହୋଇଥିଲା । ପବିତ୍ର ଅକ୍ଷୟ ତୃତୀୟାଠାରୁ ମହାପ୍ରଭୁଙ୍କ [...]
Odiaବାହାର ନେତାମାନେ ମୋତେ ଅଭଦ୍ର ବ୍ୟବହାର କରୁଛନ୍ତି, ଓଡ଼ିଶା ଲୋକେ ଜବାବ ଦେବେ : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ବିରୋଧୀ ନେତାମାନେ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଛନ୍ତି । ବ୍ୟକ୍ତିଗତ ଭାବେ କଟୁ କଥା କହୁଛନ୍ତି । କିନ୍ତୁ ସେ କାହାକୁ ଅସମ୍ମାନ କରନ୍ତି ନାହିଁ ବୋଲି ଭିଡିଓ ଜାରି କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ସାଢେ ୪ କୋଟି ଓଡିଶାବାସୀଙ୍କୁ ସେ ପରିବାର ଭାବି ସେବା କରିଆସୁଛନ୍ତି । ସୁଖଦୁଃଖରେ ସେ ସବୁବେଳେ ସେମାନଙ୍କ ସହ ଅଛନ୍ତି । କୋଭିଡ ମୁକାବିଲା ହେଉ କି ବନା, [...]
Odiaରାଜଦ୍ରୋହ ମାମଲାରେ ସାଢ଼େ ୪ ବର୍ଷ ପରେ ଶର୍ଜିଲ ଇମାମଙ୍କୁ ଜାମିନ
ନୂଆଦିଲ୍ଲୀ: ୨୦୨୦ ମସିହାର ଦିଲ୍ଲୀ ଦଙ୍ଗା ସହ ଜଡ଼ିତ ରାଜଦ୍ରୋହ ମାମଲାରେ ଦିଲ୍ଲୀ ହାଇକୋର୍ଟ ଶର୍ଜିଲ ଇମାମଙ୍କୁ ଜାମିନ ଦେଇଛନ୍ତି। ଉତ୍ତେଜନାପୂର୍ଣ୍ଣ ଭାଷଣ ପାଇଁ ଶର୍ଜିଲଙ୍କ ବିରୋଧରେ ରାଜଦ୍ରୋହ ମାମଲା ରୁଜୁ ହୋଇଥିଲା । ଗିରଫର ପ୍ରାୟ ସାଢ଼େ ୪ ବର୍ଷ ପରେ ଶର୍ଜିଲ ଇମାମଙ୍କୁ ଜାମିନ ମିଳିଛି। ଏହି ମାମଲାରେ ସେ ବୈଧାନିକ ଜାମିନ ଆବେଦନ କରିଥିଲେ । ଶର୍ଜିଲ ଯୁକ୍ତି କରିଥିଲେ ଯେ ୭ ବର୍ଷର ସର୍ବାଧିକ ଜେଲଦଣ୍ଡରୁ ସେ ୪ ବର୍ଷ କାଟି [...]
Odiaକେଜ୍ରିୱାଲଙ୍କୁ ଝଟକା, ଜାମିନ ମିଆଦ ବୃଦ୍ଧି ଆବେଦନ ଗ୍ରହଣ କଲେନି ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଅନ୍ତରୀଣ ଜାମିନ ମିଆଦ ୭ ଦିନ ବଢ଼ାଇବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନକୁ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ରେଜିଷ୍ଟ୍ରି ମନା କରି ଦେଇଛି। ରେଜିଷ୍ଟ୍ରି କହିଛି ଯେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟରେ ଜାମିନ ଆବେଦନ କରିବାକୁ ଅନୁମତି ଦେଇଛନ୍ତି। ତେଣୁ ତାଙ୍କର ଏହି ଆବେଦନ ଗ୍ରହଣଯୋଗ୍ୟ ନୁହେଁ। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ମେ ୨୬ରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଏର କରିଥିଲେ । ସେ ତାଙ୍କ ଅନ୍ତରୀଣ ଜାମିନ ମିଆଦ ଆଉ [...]
Odiaନିଜ ପରିବାରର ୮ ଜଣଙ୍କୁ ହାଣି ହତ୍ୟା ପରେ ଯୁବକଙ୍କ ଆତ୍ମହତ୍ୟା
ଛିନ୍ଦୱାଡା (ମଧ୍ୟପ୍ରଦେଶ): ମଧ୍ୟପ୍ରଦେଶର ଛିନ୍ଦୱାଡା ଜିଲ୍ଲାରେ ଜଣେ ଯୁବକ କୁରାଢ଼ିରେ ନିଜ ପରିବାରର ୮ ଜଣଙ୍କୁ ହାଣି ହତ୍ୟା କରିଛି । ଏହି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଆତ୍ମହତ୍ୟା କରିଛି। ପୋଲିସ ସୂଚନା ମୁତାବକ ମଙ୍ଗଳବାର ବିଳମ୍ବିତ ରାତିରେ ଜିଲ୍ଲା ମୁଖ୍ୟାଳୟଠାରୁ ପ୍ରାୟ ୧୦୦ କିଲୋମିଟର ଦୂର ବୋଦଲ କଛାର ଗ୍ରାମରେ ଘଟିଛି ଏହି ଘଟଣା । ଏହି ଗଣହତ୍ୟାର କାରଣ ଜଣାପଡି ନାହିଁ। ତେବେ ଅଭିଯୁକ୍ତ ମାନସିକ ଭାରସାମ୍ୟ ହରାଇ ଏଭଳି ନାରକୀୟ [...]
ଓଡ଼ିଶାକୁ ଅନୁଦାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ; କହିଲେ ‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’

Odiaଓଡ଼ିଶାକୁ ଅନୁଦାନ ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଲେ ପାଣ୍ଡିଆନ; କହିଲେ ‘ନେବାବେଳେ ଚର୍ତୁଭୁଜ ଦେବା ବେଳେ ଖାଲି ହାତ’
ଭୁବନେଶ୍ୱର – ଓଡ଼ିଶାକୁ କେନ୍ଦ୍ରୀୟ ସହାୟତା ପ୍ରସଙ୍ଗରେ ବିଜେପି ସରକାର ଉପରେ ବର୍ଷିଛନ୍ତି ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ। କେନ୍ଦ୍ର ଓଡ଼ିଶାରୁ ନେବାବେଳକୁ ଚତୁର୍ଭୁଜ , କିନ୍ତୁ ଦେବାବେଳକୁ ଖାଲି ହାତ ବୋଲି କହି ବିଜେପିକୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ। ଏକ ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନ କହିଛନ୍ତି ଯେ, ଓଡ଼ିଶାରୁ ରାଜସ୍ବ ବାବଦରୁ କୋଟି କୋଟି ଟଙ୍କା ନେଉଛନ୍ତି କେନ୍ଦ୍ର ସରକାର। କିନ୍ତୁ ଓଡ଼ିଶାକୁ କେତେ ଦେଇଛନ୍ତି ବୋଲି ପଚାରିଛନ୍ତି ବୋଲି ପାଣ୍ଡିଆନ ପ୍ରଶ୍ନ କରିଛନ୍ତି। [...]
Odiaରାଜକୋଟ୍ ଗେମ୍ ଜୋନ ଅଗ୍ନିକାଣ୍ଡରେ ମାଲିକ ପ୍ରକାଶ ହିରନଙ୍କ ବି ମୃତ୍ୟୁ, ଡିଏନ୍ଏ ଟେଷ୍ଟରୁ ଜଣାପଡ଼ିଲା
ଅହମ୍ମଦାବାଦ: ରାଜକୋଟ୍ ଟିଆରପି ଗେମ୍ ଜୋନର ଅନ୍ୟତମ ମାଲିକ ପ୍ରକାଶ ହିରନ୍ ମଧ୍ୟ ଗତ ସପ୍ତାହରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି। ଡିଏନ୍ଏ ଟେଷ୍ଟ ପରେ ତାଙ୍କ ମୃତ୍ୟୁ ନିଶ୍ଚିତ କରାଯାଇଛି। ଏହି ହୃଦୟ ବିଦାରକ ଘଟଣାରେ ୧୨ ପିଲାଙ୍କ ସହ ୩୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଘଟଣାସ୍ଥଳରୁ ଉଦ୍ଧାର ମୃତଦେହରୁ ନିଆଯାଇଥିବା ନମୁନା ପ୍ରକାଶଙ୍କ ମା’ଙ୍କ ଡିଏନ୍ଏ ସହିତ ମେଳ ହେବା ପରେ ତାଙ୍କ ମୃତ୍ୟୁ ହୋଇଥିବା ନିଶ୍ଚିତ ହୋଇଥିଲା। ପ୍ରକାଶ ହିରନ୍ [...]
Odiaପୁଣି ଫେରିଲା ତାତି : ପଶ୍ଚିମରେ ତାତି ଓ ଉପକୂଳରେ ଅସହ୍ୟ ଗୁଳୁଗୁଳି, ବଢିଲା ଦିନ ତାପମାତ୍ରା
ଭୁବନେଶ୍ବର – କିଛି ଦିନର ବ୍ୟବଧାନ ପରେ ଫେରିଛି ତାତି । ଦିନ ତାପମାତ୍ରାରେ ବୃଦ୍ଧି ସହ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ତାତି ଏବଂ ଉପକୂଳ ଓଡ଼ିଶା ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ହେତୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ପଶ୍ଚିମାଞ୍ଚଳରେ ଟାଣଖରା ଯୋଗୁଁ ବାହାରକୁ ବାହାରି ହେଉନାହିଁ। ଉପକୂଳ ଓଡ଼ିଶାର ଜିଲାଗୁଡିକରେ ଗରମ ଏବଂ ଗୁଳୁଗୁଳି ଲାଗି ରହିଛି। ମଙ୍ଗଳବାର ଅଧିକାଂଶ ସହରରେ ସର୍ବାଧିକ ତାପମାତ୍ରା ବୃଦ୍ଧି [...]
Odiaଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ହେଉଛି ପ୍ରଚାର, ଆଜି ପୁଣି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ
ଭୁବନେଶ୍ଵର – ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଜୋରଦାର କରିଛନ୍ତି ବିଭିନ୍ନ ଦଳ । ତାରକା ପ୍ରଚାରକମାନେ ବିଭିନ୍ନ ସ୍ଥାନରେ ଜନସଭା ଓ ରୋଡ୍ ଶୋ କରି ନିଜ ନିଜର ଦଳ ପାଇଁ ଭୋଟ୍ ମାଗୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଓଡ଼ିଶା ଗସ୍ତରେ ଆସି ନିର୍ବାଚନ ପ୍ରଚାର କରିବେ । ବାରିପଦା , ବାଲେଶ୍ଵର ଓ କେନ୍ଦ୍ରାପଡାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ପ୍ରଥମେ ବାରିପଦାରେ [...]
Odiaଶ୍ରୀ ରାମଚରିତ ମାନସ: ବାଲ କାଣ୍ଡ
॥ ବାଲ କାଣ୍ଡ ॥ ନାରଦ ଶ୍ରାପ ଦୀହ୍ନ ଏକ ବାରା । କଳପ ଏକ ତେହି ଲଗି ଅବତାରା ॥ ଗିରିଜା ଚକିତ ଭଈଂ ସୁନି ବାନୀ । ନାରଦ ବିଷ୍ଣୁ ଭଗତ ପୁନି ଗ୍ୟାନୀ ॥ ଭାବାର୍ଥ :- ଥରେ ମହର୍ଷି ନାରଦ ଭଗବାନଙ୍କୁ ଶ୍ରାପ ଦେଇଥିଲେ । ଏଥିପାଇଁ ଗୋଟିଏ କଳ୍ପରେ ସେହି ଶ୍ରିପରୁ ମୁକ୍ତିପାଇଁ ଅବତାର ଗ୍ରହଣ କଲେ । ଏହି ପ୍ରସଙ୍ଗ ଶୁଣି ଦେବୀ ପାର୍ବତୀ ବହୁତ ଆଶ୍ଚର୍ଯ୍ୟ ହୋଇଗଲେ [...]
