Odiaସନ୍ଦେଶଖାଲି ଆନ୍ଦୋଳନର ଚେହେରା ସିରିୟା ପରବୀନ୍ ବିଜେପି ଛାଡ଼ି ତୃଣମୂଳ କଂଗ୍ରେସରେ ମିଶିଲେ
କୋଲକାତା: ବିଜେପି ନେତ୍ରୀ ତଥା ସନ୍ଦେଶଖାଲି ଆନ୍ଦୋଳନର ଜଣାଶୁଣା ଚେହେରା ସିରିୟା ପରବୀନ୍ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି। ସେ କହିଛନ୍ତି, ବିଜେପି ପ୍ରତି ତାଙ୍କର ମୋହଭଙ୍ଗ ହୋଇଯାଇଛି କାରଣ ଗୈରିକ ଦଳରେ ସେ ଅଣନିଃଶ୍ବାସୀ ଅନୁଭବ କରୁଥିଲେ। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରେ ବିଜେପିର ବସିରହାଟ ମଣ୍ଡଳର ସଚିବ ଭାବେ କାର୍ଯ୍ୟ କରିଥିବା ପରବୀନଙ୍କ ତୂଣମୂଳ କଂଗ୍ରେସରେ ସାମିଲ ନେଇ ଦଳ ପକ୍ଷରୁ ଏକ ସାଧାରଣ ସଭାରେ ଘୋଷଣା କରାଯାଇଥିଲା। ଏହି ସଭାରେ ରାଜ୍ୟ [...]
Odiaମେ’ ୨୬ରେ ମାଟ୍ରିକ ପରୀକ୍ଷା ଫଳ, ଅପରାହ୍ନ ୪ଟା ସୁଦ୍ଧା ମିଳିବ ଡିଜିଟାଲ ସାର୍ଟିଫିକେଟ
ଭୁବନେଶ୍ବର – ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ସକାଳ ସାଢ଼େ ୧୦ଟାରେ ପ୍ରକାଶ ପାଇବ ପରୀକ୍ଷା ଫଳ । ସକାଳ ୧୧ଟା ୩୦ ସୁଦ୍ଧା bseodisha.ac.in ୱେବସାଇଟ୍ରେ ମାଟ୍ରିକ ପରୀକ୍ଷା ଫଳ ଉପଲବ୍ଧ ହେବ । ଇଣ୍ଟରନେଟ୍ ସୁବିଧା ନ ଥିଲେ ଏସ୍ଏମ୍ଏସ୍ରେ ରେଜଲ୍ଟ ଜାଣିପାରିବେ ପରୀକ୍ଷାର୍ଥୀ । ଅପରାହ୍ନ ୪ଟା ସୁଦ୍ଧା ଡିଜିଟାଲ ସାର୍ଟିଫିକେଟ୍ ଡାଉନଲୋଡ୍ କରିହେବ । ଏ ନେଇ ପ୍ରେସ୍ମିଟରେ ସୂଚନା ଦେଇଛନ୍ତି ମାଧ୍ୟମିକ ଶିକ୍ଷା [...]
Odiaଆଜି ଦ୍ୱିତୀୟ କ୍ବାଲିଫାୟର: ଫାଇନାଲରେ ସ୍ଥାନ ପାଇଁ ରାଜସ୍ଥାନ ରୟାଲ୍ସ – ସନରାଇଜର୍ସ ମଧ୍ୟରେ ଲଢ଼େଇ
ଚେନ୍ନାଇ: ଆଜି ରାଜସ୍ଥାନ ରୟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଆଇପିଏଲ୍ ୨୦୨୪ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ୍ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ (ଚେପକ୍)ରେ ଖେଳାଯିବ। ଏହି ମ୍ୟାଚରେ ବିଜେତା ଦଳ ଫାଇନାଲକୁ ଉନ୍ନୀତ ହେବ। ୨୦୧୬ ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ସପ୍ତମ ଥର ପାଇଁ ଆଇପିଏଲ୍ ପ୍ଲେ ଅଫ୍ ରେ ପହଞ୍ଚିଛି | ଦଳ ୨୦୧୩ରେ ପ୍ରଥମ ଥର ପାଇଁ ପ୍ଲେ ଅଫ୍ ଖେଳିଥିଲା, ଯାହା ଏହାର ଡେବ୍ୟୁ ସିଜନ୍ ଥିଲା | ହାଇଦ୍ରାବାଦ ୪ [...]
Odiaଲୋକସଭା ନିର୍ବାଚନରେ ୧୨୧ ପ୍ରାର୍ଥୀ ନିରକ୍ଷର
ନୂଆଦିଲ୍ଲୀ: ଚଳିତ ଲୋକସଭା ନିର୍ବାଚନରେ ଲଢୁଥିବା ମୋଟ ୮,୩୬୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୨୧ ଜଣ ନିଜକୁ ନିରକ୍ଷର ବୋଲି ଘୋଷଣା କରିଛନ୍ତିି। ଆଉ ୩୫୯ ଜଣ ପ୍ରାର୍ଥୀ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବେଳେ ୬୪୭ ଜଣ ପ୍ରାର୍ଥୀ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ (ଏଡିଆର୍) ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି। ରିପୋର୍ଟ ମୁତାବକ ୧,୩୦୩ ପ୍ରାର୍ଥୀ ଦ୍ୱାଦଶ ଶ୍ରେଣୀ ପାସ୍ କରିଛନ୍ତି ଏବଂ ୧,୫୦୨ ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା [...]
Odiaଅବପାତରେ ପରିଣତ ହେଲା ସୁଦୃଶ ଲଘୁଚାପ କ୍ଷେତ୍ର
ଭୁବନେଶ୍ୱର – ବଙ୍ଗୋପସାଗରରେ ସୃଦୃଶ ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ଆଜି ଅବପାତରେ ପରିଣତ ହୋଇଛି। ଗତକାଲିର ସୁଦୃଶ ଲଘୁଚାପ କ୍ଷେତ୍ର ଆହୁରି ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି । ଆସନ୍ତାକାଲି ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇ ଗୋଟିଏ ବାତ୍ୟା ତଥା ସନ୍ଧ୍ୟା ସୁଦ୍ଧା ଏକ ଭୀଷଣ ବାତ୍ୟା ରେ ପରିଣତ ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରରୁ ସୂଚନା ମିଳିଛି। ସମ୍ଭାବ୍ୟ ବାତ୍ୟାର [...]
Odiaକେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୮ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ
ମୁମ୍ବାଇ: ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ କେମିକାଲ ଫ୍ୟାକ୍ଟ୍ରିରେ ଗୁରୁବାର ଅପରାହ୍ନରେ ବିସ୍ଫୋରଣ ପରେ ଅଗ୍ନିକାଣ୍ଡ ଘଟି ଅତି କମରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଅନେକ ଲୋକ ଏବେ ବି ଭିତରେ ଫସି ରହିଛନ୍ତି। ଦମକଳ ବାହୀନି ସହ ଏନଡିଆରଏଫ୍ ଓ ଏସଡିଆରଏଫ୍ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ସୂଚନାନୁସାରେ, ଡୋମ୍ବିଭାଲିର ମହାରାଷ୍ଟ୍ର ଇଣ୍ଡଷ୍ଟ୍ରିଆଲ୍ ଡେଭଲପମେଣ୍ଟ କର୍ପୋରେସନ (ଏମ୍ଆଇଡିସି) ଶିଳ୍ପାଞ୍ଚଳ ସ୍ଥିତ ‘ଅମୁଦାନ କେମିକାଲ୍ କମ୍ପାନୀ’ ର [...]
ଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିରୋଧୀ ଦଳକୁ ଶାଣିତ ଆକ୍ରମଣ

Odiaଜଗତସିଂହପୁର ଲୋକସଭା ନିର୍ବାଚନ କ୍ଷେତ୍ରରେ କାର୍ତ୍ତିକ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, ବିରୋଧୀ ଦଳକୁ ଶାଣିତ ଆକ୍ରମଣ
ଭୁବନେଶ୍ୱର – ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀର ନିମାପଡ଼ା, କାକଟପୁର, ନିଆଳି, ବଲିକୁଦା-ଏରସମା, ପାରାଦୀପ, ତିର୍ତ୍ତୋଲ ଓ ଜଗତସିଂହପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରଚାର କରି ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଲକ୍ଷାଧିକ ଭୋଟରେ ଜିତାଇ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି । ତାଙ୍କ ଭାଷଣରେ ବିରୋଧୀ ଦଳ ଉପରେ ପ୍ରଚଣ୍ଡ ଆକ୍ରମଣ କରି ପାଣ୍ଡିଆନ କହିଲେ ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଓଡ଼ିଶାବାସୀଙ୍କ ଏତେ ଭଲପାଇବା ଦେଖି ବିରୋଧିଙ୍କ [...]
Odiaନାତି ପ୍ରଜ୍ବଳ ରେଭନ୍ନାଙ୍କୁ କଡ଼ା ଚେତାବନୀ ଦେଲେ ଦେବେଗୌଡା, ସ୍ବଦେଶ ଫେରି ଆତ୍ମସମର୍ପଣ କରିବାକୁ କହିଲେ
ବେଙ୍ଗାଲୁରୁ: ଜନତା ଦଳ (ସେକ୍ୟୁଲାର) ମୁଖ୍ୟ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବଗୌଡା ଯୌନ ନିର୍ଯାତନା ଅଭିଯୋଗ ପରଠୁ ଫେରାର ଥିବା ତାଙ୍କ ନାତି ପ୍ରଜ୍ବଳ ରେଭନ୍ନାଙ୍କୁ ଗୁରୁବାର କଡ଼ା ଚେତାବନୀ ଦେଇ ସ୍ବଦେଶ ଫେରିବାକୁ କହିଛନ୍ତିି। ତୁରନ୍ତ ସ୍ବଦେଶ ଫେରି ତଦନ୍ତର ସାମ୍ନା କରିବାକୁ ପ୍ରଜ୍ବଳଙ୍କୁ କହିଛନ୍ତିି ଦେବଗୌଡା। ତାଙ୍କ ନାତି ତଥା ନିଜ ଦଳର ନିଲମ୍ବିତ ସାଂସଦ ପ୍ରଜ୍ବଳ ରେଭନ୍ନଙ୍କ ବିରୋଧରେ ଚାଲିଥିବା ତଦନ୍ତରେ ତାଙ୍କର କିମ୍ବା ତାଙ୍କ ପରିବାର ହସ୍ତକ୍ଷେପ କରିବେ ନାହିଁ [...]
Odiaଆଇପିଏଲ ଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଲେ ଦୀନେଶ କାର୍ତ୍ତିକ
ନୂଆଦିଲ୍ଲୀ: ଆଇପିଏଲରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତରଫରୁ ପ୍ରତିନିଧିତ୍ୱ କରିଥିବା ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକ ବୁଧବାର ରାଜସ୍ଥାନ ରୟାଲ୍ସ ବିପକ୍ଷ ଏଲିମିନେଟର ମ୍ୟାଚ୍ରେ ପରାଜୟ ପରେ ଅନ୍ତର୍ଜାତୀୟ ଓ ଆଇପିଏଲ୍ କ୍ୟାରିୟରକୁ ଅଲବିଦା କହିଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଆବିର୍ଭାବ ପରେ କାର୍ତ୍ତିକଙ୍କ ଅନ୍ତର୍ଜାତୀୟ କ୍ୟାରିୟର ପ୍ରଭାବିତ ହୋଇଥିଲେ ମଧ୍ୟ ସେ ନିଜ ପ୍ରଦର୍ଶନ ଦ୍ବାରା ପ୍ରଶଂସକଙ୍କ ହୃଦୟ ଜିଣି ପାରିଥିଲେ । ଆଇପିଏଲ୍ ହେଉଛି ଏପରି ଏକ ପ୍ଲାଟଫର୍ମ ଯେଉଁଠି କାର୍ତ୍ତିକଙ୍କ [...]
Odiaତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ସରିଲା ପ୍ରଚାର : ଦିନକ ପରେ ୬ ଲୋକସଭା, ୪୨ ବିଧାନସଭା ଆସନରେ ଭୋଟ୍
ଭୁବନେଶ୍ୱର – ଆସନ୍ତା ୨୫ ତାରିଖରେ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ । ଆଜି ସଂଧ୍ୟାରେ ସରିଛି ହାଇଭୋଲଟେଜ ପ୍ରଚାର। ଭୋଟରଙ୍କୁ ଆକୃଷ୍ଟ କରିବାକୁ ଶେଷ ଉଦ୍ୟମ କରିଛନ୍ତି ବିଭିନ୍ନ ଦଳ । ବେଶ୍ କିଛି ଦିନ ଧରି ପ୍ରମୁଖ ରାଜନୈତିକ ଦଳର ତାରକା ପ୍ରଚାରକମାନେ ନିର୍ବାଚନୀ ସଭା ଓ ରୋଡ୍ ଶୋ’ କରି ଭୋଟ୍ ଭିକ୍ଷା କରିଥିଲେ । ତୃତୀୟ ପର୍ଯ୍ୟାୟରେ ରାଜ୍ୟରେ ୬ଟି ଲୋକସଭା ଆସନ ଓ ୪୨ [...]
