Odiaବିଏମସିର ଡେଙ୍ଗୁ ନିୟନ୍ତ୍ରଣ ସମୀକ୍ଷା ବୈଠକ, ମଶା ବଂଶ ଉତ୍ପତ୍ତିସ୍ଥଳ ଧ୍ୱଂସ କରିବା ଉପରେ ଗୁରୁତ୍ବ
ଭୁବନେଶ୍ୱର – ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଏବଂ କାଳ ବୈଶାଖିର ପ୍ରକୃତିକୁ ନେଇ ଭୁବନେଶ୍ବର ମହାନଗର ନିଗମ ( ବିଏମସି ) ଅଂଚଳରେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବାଲିଥିବା ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । କମିଶନର ରାକେଶ ପ୍ରଭାକର ପାଟିଲଙ୍କ ଅକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି କମିଶନର ପରିମଳ ତକ୍ଟର ମନୋରଂଜନ ସାହୁ ,ପିଏଚ୍ଓ ଡାକ୍ତର ନୀଳମଣି ସେନାପତି , ଡାକ୍ତର ଦେବିକାରାଣୀ ଧମାଲ [...]
Odiaଶାହାରୁଖ ଖାନଙ୍କୁ ଅଂଶୁଘାତ, ହସ୍ପିଟାଲରେ ଭର୍ତ୍ତି
ଅହମ୍ମଦାବାଦ: ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନ ଅଂଶୁଘାତର ଶିକାର ହୋଇଛନ୍ତି । ଏଥିପାଇଁ ବୁଧବାର ତାଙ୍କୁ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସର ସୂଚନାନୁସାରେ, ଖାନଙ୍କୁ ମଲ୍ଟି ସ୍ପେସିଆଲିଟି କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଆବଶ୍ୟକ ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି। ଆଇପିଏଲର ପ୍ରଥମ କ୍ବାଲିଫାୟର ଦେଖିବାକୁ ଶାହରୁଖ ଅହମ୍ମଦାବାଦ ଆସିଥିଲେ। ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ ତାଙ୍କ ଦଳ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୮ ଓ୍ବିକେଟରେ [...]
Odiaଗୃହ ମନ୍ତ୍ରାଳୟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
ନୂଆଦିଲ୍ଲୀ: ଦିଲ୍ଲୀରେ ପୁଣି ବୋମା ଆତଙ୍କ। ଏଥର ଟାର୍ଗେଟରେ ଗୃହ ମନ୍ତ୍ରଣାଳୟ। ବୁଧବାର ନର୍ଥ ବ୍ଲକ୍ ସ୍ଥିତ ପୋଲିସ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଛି। ନର୍ଥ ବ୍ଲକକୁ ବୋମାରେ ଉଡ଼ାଇ ଦିଆଯିବ ବୋଲି ଏଥିରେ କୁହାଯାଇଛି। ନର୍ଥ ବ୍ଲକ ଜାତୀୟ ରାଜଧାନୀର ଏକ ହାଇ ପ୍ରୋଫାଇଲ୍ ଅଞ୍ଚଳ। ଏଠାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ସହ କେନ୍ଦ୍ର ସରକାରଙ୍କ ଅନେକ ଅଫିସ୍ ରହିଛି । ଦିଲ୍ଲୀ ଅଗ୍ନିଶମ ବିଭାଗକୁ ଅପରାହ୍ନ ୩ଟାରେ ଏପରି ଧମକ ସମ୍ପର୍କରେ [...]
Odiaଜାତି, ଧର୍ମ ଆଧାରରେ ପ୍ରଚାରରୁ ନିବୃତ୍ତ ରହିବାକୁ ବିଜେପି, କଂଗ୍ରେସକୁ କହିଲେ ନିର୍ବାଚନ କମିଶନ
ନୂଆଦିଲ୍ଲୀ: ଜାତି, ସମ୍ପ୍ରଦାୟ, ଭାଷା ଓ ଧର୍ମ ଆଧାରରେ ଭୋଟ ମାଗୁଥିବା ଯୋଗୁଁ ନିର୍ବାଚନ କମିଶନ କଂଗ୍ରେସ ଓ ବିଜେପି ନେତାମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଭଳି ପ୍ରଚାରରୁ ନିବୃତ୍ତ ରହିବାକୁ ବୁଧବାର ନିର୍ବାଚନ କମିଶନ ଏହି ଦୁଇ ଜାତୀୟ ଦଳକୁ ପରାମର୍ଶ ଦେଇଛନ୍ତି । ନିର୍ବାଚନ ପାଇଁ ଭାରତର ସାମାଜିକ ଓ ସାଂସ୍କୃତିକ ସୌହାର୍ଦ୍ଦ୍ୟକୁ କ୍ଷତିଗ୍ରସ୍ତ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି କମିଶନ କହିଛନ୍ତିି। ଉଭୟ ଦଳ ପରସ୍ପରର ନେତାଙ୍କ ବିରୋଧରେ ଏକାଧିକ [...]
Odiaବିଜେପିର କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍କିତ ସମାଲୋଚନାର ତାତ୍ସଲ୍ୟ ଭରା ଜବାବ ଦେଲେ ନବୀନ
ଭୁବନେଶ୍ବର – ବିଜେପିର ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ( କୃତ୍ରିମ ବୁଦ୍ଧିମତ୍ତା ) ଭିଡିଓ ସମ୍ପର୍କିତ ସମାଲୋଚନାର ଦୃଢ଼ ଜବାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେପିକୁ ତାତ୍ସଲ୍ୟ କରି ଜବାବ ଦେଇଛନ୍ତି ନବୀନ । ମୁଖ୍ୟମନ୍ତ୍ରୀଙ୍କ ଜବାବ ଭିଡିଓକୁ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ନିଜର ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। ପାଣ୍ଡିଆନ ପଚାରିଛନ୍ତି ଯେ, ବିଜେପି ନେତା କହୁଛନ୍ତି ଆପଣ ଭିଡିଓରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ ବ୍ଯବହାର କରୁଛନ୍ତି । ଯାହାର ଉତ୍ତରରେ ନବୀନ କହିଛନ୍ତି, ଏହା [...]
Odiaମେ’ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ
ଭୁବନେଶ୍ୱର – ଆସନ୍ତା ମେ’ ୨୬ ତାରିଖରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଆଜି ଏହା ଘୋଷଣା କରାଯାଇଛି। ମେ’ ୨୬ ତାରିଖ ଅପରାହ୍ନରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । www.orissaresults.nic.inରେ ଉପଲବ୍ଧ ହେବ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏ ବର୍ଷ ଫେବ୍ରୁଆରୀ ୧୬ ତାରିଖରୁ ମାର୍ଚ୍ଚ ୨୦ ତାରିଖ ଯାଏଁ ଚାଲିଥିଲା [...]
Odiaପୁରୀ ଲୋକସଭା କ୍ଷେତ୍ର ନୟାଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ପ୍ରଚାର : ଜନକଲ୍ୟାଣକାରୀ ଯୋଜନା ଉପରେ ଜୋର୍, ବିରୋଧୀଙ୍କୁ ଆକ୍ଷେପ
ଭୁବନେଶ୍ୱର – ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀ ଲୋକସଭା କ୍ଷେତ୍ରର ନୟାଗଡ଼ରେ ନିର୍ବାଚନ ପ୍ରଚାର କରିଛନ୍ତି। ବିଜେଡିର ଉଭୟ ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଆଶୀର୍ବାଦ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ, ବିରୋଧୀ ନେତା ମିଛ କଥା କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ବି.ଏସ୍.କେ.ୱାଇ, ମିଶନଶଶକ୍ତି, ମମତା, ଲକ୍ଷ୍ମୀବସ୍, ୫-ଟି ସ୍କୁଲ ରୂପାନ୍ତରଣ, ପିଲାଙ୍କ ସ୍କଲାରସିପ୍, ଚାଷୀଙ୍କ କାଳିଆ, ମଧୁବାବୁ ପେନ୍ସନ୍, ଚାଉଳ [...]
Odiaଭଞ୍ଜନଗର: ବେତାର ଗାଁ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ୯ ଗିରଫ
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେତାର ଗ୍ରାମରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ପୋଲିସ ୯ ଜଣଙ୍କୁ ଆଜି ଗିରଫ କରିଛି। ରାଜ୍ୟ ତଥା ଜିଲ୍ଲାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଗତ ରବିବାର ରାତିରେ ଏହି ହିଂସାକାଣ୍ଡ ଘଟିଥିଲା। ଚିରିକୁଟି ବାଣ୍ଟିବାକୁ ନେଇ ଭଞ୍ଜନଗର ବ୍ଲକର ଏହି ଗାଁରେ ଦୁଇ ରାଜନୈତିକ ଦଳର କର୍ମୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଡିହପଢାଳ ସରପଞ୍ଚଙ୍କ ସ୍ବାମୀ ସୁବାସ ବରାଡ ଓ ତାଙ୍କ ଭାଇ ଶିବାନନ୍ଦ [...]
Odiaଦିଲ୍ଲୀ ମେଟ୍ରୋରେ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଯୁବକ ଗିରଫ
ନୂଆଦିଲ୍ଲୀ: ଦିଲ୍ଲୀ ମେଟ୍ରୋରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖିଥିବା ଜଣେ ଯୁବକଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ମେ ୧୯ରେ ପଟେଲ ନଗର ଓ ରାଜୀବ ଚୌକ୍ ମେଟ୍ରୋ ଷ୍ଟେସନ ଏବଂ ଟ୍ରେନ୍ କୋଚରେ କେଜ୍ରିୱାଲଙ୍କ ବିରୋଧରେ ଇଂରାଜୀରେ ଧମକପୂର୍ଣ୍ଣ ବାର୍ତ୍ତା ଲେଖାଯାଇଥିଲା। ଦିଲ୍ଲୀ ପୋଲିସର ସୂଚନାନୁସାରେ ଅଭିଯୁକ୍ତଙ୍କ ନାମ ଅଙ୍କିତ ଗୋୟଲ (୩୨) ଏବଂ ସେ ବରେଲିର ବାସିନ୍ଦା। ସେ ଗ୍ରେଟର ନୋଏଡା ସ୍ଥିତ ନୂଆ ଘର ପଞ୍ଜିକରଣ କରିବାକୁ ଆସିଥିଲେ। [...]
Odiaଖୋର୍ଦ୍ଧାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭା : ବିକାଶ ପ୍ରସଙ୍ଗରେ ବିରୋଧୀଙ୍କୁ ଟାର୍ଗେଟ
ଭୁବନେଶ୍ୱର – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋର୍ଦ୍ଧାରେ ଆଜି ବିଜେଡି ପାଇଁ ଭୋଟ୍ ମାଗିଛନ୍ତି। ଏକ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମତାମତ ନେଇଥିଲେ ମୁଖ୍ୟମନ୍ତ୍ରୀ। ବିଏସକେୱ।ଇ, ମିଶନ ଶକ୍ତି, ମମତା ଯୋଜନା, ଚାଷୀଙ୍କ କାଳିଆ ଯୋଜନା ଓ ଲକ୍ଷ୍ମୀ ବସ୍ ସେବା ଭଲ କି ବୋଲି ପଚାରିଥିଲେ ବିଜେଡି ସୁପ୍ରିମୋ । ଏକ ସ୍ୱରରେ ଜନତା ଏହାର ଉତ୍ତର ‘ହଁ’ରେ ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇରୁ [...]
