Odiaସ୍ଲୋଭାକିଆ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣକୁ ମୋଦୀଙ୍କ ନିନ୍ଦା
ନୂଆଦିଲ୍ଲୀ: ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ଉପରେ ହୋଇଥିବା ଆକ୍ରମଣକୁ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପିଏମ୍ ମୋଦୀ ଏକ ପୋଷ୍ଟରେ କହିଛନ୍ତି, ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ ଗୁଳିମାଡ଼ରେ ଆହତ ହେବା ଖବର ନେଇ ମୁଁ ସ୍ତବ୍ଧ। ଏହି ଭୀରୁତାପୂର୍ଣ୍ଣ ଆକ୍ରମଣକୁ ମୁଁ ଦୃଢ଼ ନିନ୍ଦା କରୁଛି। ରୋବର୍ଟ ଫିକୋଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଏହି କଠିଣ ସମୟରେ ଭାରତ ସ୍ଲୋଭାକିଆର ଲୋକଙ୍କ ସହ [...]
Odiaଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ପତ୍ନୀ ବିୟୋଗ
ମୁମ୍ବାଇ: ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତା ନରେଶ ଗୋୟଲଙ୍କ ପତ୍ନୀ ଅନୀତା ଗୋୟଲଙ୍କ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କ୍ୟାନ୍ସରରେ ପୀଡ଼ିତ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ଭୋର ୩ଟାରେ ମୁମ୍ବାଇର ଏକ ଡାକ୍ତରଖାନାରେ ଆଖି ବୁଜିଛନ୍ତି ଅନୀତା ଗୋୟଲ। ଆଜି ମୁମ୍ବାଇରେ ତାଙ୍କ ଶେଷକୃତ୍ୟ କରାଯିବ। ମନି ଲଣ୍ଡରିଂ ମାମଲାରେ ଗିରଫ ନରେଶ ଗୋୟଲଙ୍କୁ ବମ୍ବେ ହାଇକୋର୍ଟ ମାନବିକତା ଓ ସ୍ବାସ୍ଥ୍ୟଗତ ଆଧାରରେ ମେ ୬ରେ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। ପତ୍ନୀଙ୍କ [...]
Odiaଖଲ୍ଲିକୋଟ ପ୍ରାକ୍ ନିର୍ବାଚନୀ ହିଂସାକୁ ଦୃଢ଼ ନିନ୍ଦା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର – ଖଲ୍ଲିକୋଟ ଅଞ୍ଚଳରେ ପ୍ରାକ୍ ନିର୍ବାଚନୀ ହିଂସା ନେଇ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଖଲ୍ଲିକୋଟ ଅଞ୍ଚଳରେ ହିଂସା ଦୁର୍ଭାଗ୍ୟଜନକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମ ଗଣତନ୍ତ୍ର ଓ ନାଗରିକ ସମାଜରେ ଏଭଳି ହିଂସାର କୈାଣସି ସ୍ଥାନ ନାହିଁ ବୋଲି ଚିନ୍ତା ପ୍ରକଟ କରି କହିଛନ୍ତି ମୁଖ୍ୟମନ୍ତ୍ରୀ। ଖଲ୍ଲିକୋଟ ହିଂସାକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇବା ସହ ଆହତମାନଙ୍କ [...]
Odiaଅନ୍ତର୍ଜାତୀୟ ଫୁଟବଲକୁ ଅଲବିଦା କହିଲେ ସୁନୀଲ ଛେତ୍ରୀ
କୋଲକାତା: ଭାରତୀୟ ଫୁଟବଲ ସୁପରଷ୍ଟାର ସୁନୀଲ ଛେତ୍ରୀ ଗୁରୁବାର ଅବସର ଘୋଷଣା କରିଛନ୍ତିି। କୋଲକାତାରେ କୁଏତ ବିପକ୍ଷ ଆଗାମୀ ଫିଫା ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ପରେ ସେ ଅନ୍ତର୍ଜାତୀୟ ଫୁଟବଲରୁ ଅବସର ନେବେ ବୋଲି କହିଛନ୍ତିି ଛେତ୍ରୀ। ଦୀର୍ଘ ଦିନ ଧରି ଜାତୀୟ ଦଳର ଅଧିନାୟକ ଥିବା ଛେତ୍ରୀ ‘ଏକ୍ସ’ରେ ଏକ ଭିଡିଓ ପୋଷ୍ଟ କରି ଅବସର ନିଷ୍ପତ୍ତି ଘୋଷଣା କରିଛନ୍ତି। ଭାରତ ୪ ପଏଣ୍ଟ ସହ ଗ୍ରୁପ୍ ଏରେ କତାର ପଛକୁ ଦ୍ୱିତୀୟ ସ୍ଥାନରେ [...]
Odiaସେନା ଉପରେ ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ ନିର୍ବାଚନ କମିଶନରେ ଫେରାଦ ହେଲା ବିଜେପି
ନୂଆଦିଲ୍ଲୀ : ଭାରତୀୟ ସେନା ଉପରେ ମନ୍ତବ୍ୟ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ବାଚନ କମିଶନ ନିକଟରେ ଦାବି କରିଛି ବିଜେପି। ରାହୁଲ ଗାନ୍ଧୀ ଏକ ସଭାରେ କହିଥିଲେ ଯେ, ମୋଦୀ ସରକାର ଦୁଇଟି ଶ୍ରେଣୀର ସୈନିକ ସୃଷ୍ଟି କରିଛନ୍ତି। ଗୋଟିଏ ସୈନିକ ଶ୍ରେଣୀରେ ଗରିବ ପରିବାର ଓ ସଂରକ୍ଷିତ, ବଞ୍ଚିତ ବର୍ଗର ଯୁବକ ଅଛନ୍ତି ଏବଂ ଅନ୍ୟଟି ଧନୀ ପରିବାରର ପିଲାଙ୍କୁ ନେଇ ଗଠିତ। ରାହୁଲଙ୍କ ବିରୋଧରେ [...]
Odiaରାଜ୍ୟରେ ଆସନ୍ତା ତିନି ଦିନ ଯାଏଁ ତାପମାତ୍ରାରେ ବୃଦ୍ଧି ସମ୍ଭାବନା, ୧୯ରୁ ପୁଣି ଗ୍ରୀଷ୍ମ ପ୍ରବାହ ପୂର୍ବାନୁମାନ
ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ୩ ଦିନ ଯାଏଁ ଦିନ ତାପମାତ୍ରା ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ସମ୍ଭାବନା ରହିଛି। ଚଳିତ ମାସ ୧୯ରୁ ସାରା ରାଜ୍ୟରେ ପୁଣି ଗ୍ରୀଷ୍ମପ୍ରବାହ ସ୍ଥିତି ଆରମ୍ଭ ହୋଇପାରେ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ, ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି [...]
Odiaଏଥର ଆଗୁଆ ଆସିବ ମୌସୁମୀ : ଆଇଏମଡି
ନୂଆଦିଲ୍ଲୀ – ଚଳିତ ବର୍ଷ ମୌସୁମୀ ଆଗୁଆ କେରଳ ଆସିବା ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି । ମେ ’ ୩୧ ସୁଦ୍ଧା ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ କେରଳ ଉପକୂଳ ଛୁଇଁବା ନେଇ ପୂର୍ବାନୁମାନ କରିଛି ଆଇଏମଡି। ସାଧାରଣତଃ ମେ ’ ୨୨ ବେଳକୁ ମ ମୋୖସୁମୀ ସକ୍ରିୟ ହେବା ସହିତ ଜୁନ୍ ପହିଲାରେ ପ୍ରଥମେ କେରଳ ଉପକୂଳ ଛୁଇଁ ଥାଏ। ଏହାପରେ ଏହା ଉତ୍ତର ଦିଗକୁ ଗତି କରିବା ସହିତ [...]
ନିର୍ବାଚନ ସମୟରେ ବିଜେପିକୁ ଶକ୍ତ ଧକ୍କା, ଦଳ ଛାଡ଼ିଲେ ସତ୍ୟବାଦୀର ପୂର୍ବତନ ବିଧାୟକ ଓ ରାଜ୍ୟ ମୁଖପାତ୍ର
ଭୁବନେଶ୍ୱର – ନିର୍ବାଚନ ଚାଲିଥିବା ବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଛି । ସତ୍ୟବାଦୀର ପୂର୍ବତନ ବିଧାୟକ ତଥା ବିଜେପିର ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାର ସିଂହ ଦଳ ଛାଡିଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରମାରଞ୍ଜନ । ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଦର୍ଶାଇ ସେ ବିଜେପି ଛାଡିଛନ୍ତି। ସତ୍ୟବାଦୀ ଜନସାଧାରଣ ଓ ତାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ରମାରଞ୍ଜନ ।
Odiaଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଜୋରଦାର ପ୍ରଚାର : ଓଡ଼ିଶାକୁ ଆସୁଛନ୍ତି ବିଜେପି ଓ କଂଗ୍ରେସର ହେଭିୱଟ ନେତା
ଭୁବନେଶ୍ୱର – ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ରାଜ୍ୟରେ ଜୋରଦାର ହୋଇଛି ପ୍ରଚାର। ବିଜେଡି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବରିଷ୍ଠ ବିଜେପି ନେତା କାର୍ତ୍ତିକ ପାଣ୍ଡିଆନ ମାରାଥନ ପ୍ରଚାର ଜାରି ରଖିଥିବା ବେଳେ ବିଜେପି ଓ କଂଗ୍ରେସର ଟାଣୁଆ କେନ୍ଦ୍ରୀୟ ନେତାମାନେ ଓଡ଼ିଶା ଆସି ପ୍ରଚାର କରୁଛନ୍ତି। ଆଜି ଓଡ଼ିଶା ଗସ୍ତରେ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡଗେ । ଆଜି ସେ ଫୁଲବାଣୀରେ ଏକ ଜନସଭାକୁ ସମ୍ବୋଧନ କରି କଂଗ୍ରେସ ପାଇଁ ଭୋଟ୍ ମାଗିବେ [...]
Odiaପୋଷ୍ଟର ମାରିବାକୁ କେନ୍ଦ୍ର କରି ରାଜନୈତିକ ସଂଘର୍ଷ, ୧ ମୃତ
ବ୍ରହ୍ମପୁର – ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ରେ ରାଜନୈତିକ ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଛି। ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ର ରୂପ ଧାରଣ କରିଥିଲା । ଖଲ୍ଲିକୋଟ ଥାନା ଅଧୀନସ୍ଥ ଶ୍ରୀକୃଷ୍ଣସରଣପୁର ଗାଁରେ ଘଟିଛି ହିଂସାକାଣ୍ଡ। ନିର୍ବାଚନ ପୋଷ୍ଟର ମାରିବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବୁଧବାର ରାତିରେ ସଂଘର୍ଷ ହୋଇଥିଲା । ଏଥିରେ ୮ ଜଣ ଗୁରୁତର ଆହତ ହୋଇଥିଲେ । ଦୁଇ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ଏମକେସିଜି [...]
