ଖରା ଛୁଟିରେ ବି ହେବ ପାଠପଢ଼ା Odiaଓଡ଼ିଶା By Newsroom Odisha Network On Apr 1, 2022 Share ଭୁବନେଶ୍ୱର- ଚଳିତ ବର୍ଷ ଗ୍ରୀଷ୍ମକାଳୀନ ଛୁଟି ସମୟରେ ବି ସ୍କୁଲରେ ପାଠପଢ଼ା ହେବ । ଗ୍ରୀଷ୍ମକାଳୀନ ଛୁଟିରେ ପାଠପଢ଼ାଇବା ନେଇ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । କୋଭିଡ୍ ଯୋଗୁ ବାକି ରହିଥିବା କୋର୍ସ ଶେଷ କରାଯିବ । ଖରାଛୁଟିରେ ପାଠପଢ଼ା ନେଇ ଗଣଶିକ୍ଷା ବିଭାଗ ସଚିବ ସୂଚନା ଦେଇଛନ୍ତି । Share FacebookTwitterGoogle+WhatsAppEmailPinterestFacebook MessengerLinkedin
Comments are closed.