ଭିଜିଲାନ୍ସ ଜାଲରେ ପଂଚାୟତ ନିର୍ବାହୀ ଅଧିକାରୀ

ବରଗଡ- ଭିଜିଲାନ୍ସ ରାଡାରରେ ଆସିଛନ୍ତି ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ ଅନ୍ତର୍ଗତ ଦହିତା ପଂଚାୟତ ନିର୍ବାହୀ ଅଧିକାରୀ । ପଂଚାୟତ ନିର୍ବାହୀ ଅଧିକାରୀ ପୁରନ୍ଦର ସାହୁଙ୍କ ଘରେ ଚଢାଉ କରିଛି ଭିଜିିଲାନ୍ସ । ଆୟ ବହିର୍ଭୁତ ସଂପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ଏ ନେଇ ବିସ୍ତୃତ…

ଡ୍ରଗ୍ସ ଲିଙ୍କ୍ ମାମଲା: ଫେରାର ଅଭିଯୁକ୍ତକୁ ଗିରଫ କଲା ଏନସିବି, ୨.୫ କୋଟିର ନିଶାଦ୍ରବ୍ୟ ଜବତ

ମୁମ୍ବାଇ - ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ଡ୍ରଗ୍ସ ଲିଙ୍କ୍‌ରେ ସମ୍ପୃକ୍ତ ଜଣେ ଫେରାର୍ ଅଭିଯୁକ୍ତକୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ବୁଧବାର ଗିରଫ କରିଛି । ଏଥିସହ ମୁମ୍ବାଇର ବିଭିନ୍ନ ସ୍ଥାନରେ ଚଢାଉ କରି ଏନସିବି ୨.୫ କୋଟି ମୂଲ୍ୟର ନିଶାଦ୍ରବ୍ୟ ଜବତ…

ପୁଲୱାମାରେ ଏନକାଉଣ୍ଟର: ଦୁଇ ଆତଙ୍କବାଦୀ ନିହତ

ଶ୍ରୀନଗର – ଜାମ୍ମୁକାଶ୍ମୀରର ପୁଲୱାମାରେ ବୁଧବାର ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷା ବାହିନୀ-ଆତଙ୍କବାଦୀ ଗୁଳି ବିନିମୟରେ ଜଣେ ନାଗରିକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ପୁଲୱାମା ଜିଲ୍ଲାର ଟିକେନ୍ ଅଞ୍ଚଳରେ କିଛି ଆତଙ୍କବାଦୀଙ୍କ…

ଲୋକପ୍ରିୟ ଟିଭି ଅଭିନେତ୍ରୀ ଚିତ୍ରାଙ୍କ ଆତ୍ମହତ୍ୟା

ଚେନ୍ନାଇ – ଲୋକପ୍ରିୟ ଟିଭି ଅଭିନେତ୍ରୀ ଚିତ୍ରା କାମରାଜ ଓରଫ୍ ଭିଜେ ଚିତ୍ରା ଆତ୍ମହତ୍ୟା କରିଛନ୍ତି । ଆଜି ସକାଳେ ଚେନ୍ନାଇର ନସରପେଟ୍ ଅଞ୍ଚଳରେ ଥିବା ଏକ ହୋଟେଲରୁ ଚିତ୍ରାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପାରିପାଶ୍ୱିର୍କ…

କାନ୍ତକବି ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର- ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ସାହିତ୍ୟିକ କାନ୍ତକବି ଲକ୍ଷ୍‌ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ‘ବନ୍ଦେ ଉତ୍କଳ ଜନନୀ’ ଭଳି କାଳଜୟୀ ରଚନା ସହ ଓଡିଆ ସାହିତ୍ୟ ଜଗତରେ ତାଙ୍କର ଅମ୍ଳାନ କୃତି ତାଙ୍କୁ…

୫ଟି ସ୍ଥାନରେ ଇକୋ-ରିଟ୍ରିଟ୍ : ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ଆଜି ୫ଟି ଜିଲ୍ଲାରେ ଇକୋ-ରିଟ୍ରିଟ୍‌ର ଶୁଭାରମ୍ଭ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବାହ୍ନ ସାଢେ ୧୧ଟାରେ ଭର୍ଚୁଆଲ ମୋଡ୍ ଜରିଆରେ ଇକୋ ରିଟ୍ରିଟ୍ ଉଦଘାଟନ କରିବେ । କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ ଯୋଗ ଦେବେ । କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ…

ସ୍ପଷ୍ଟ କଲା କେନ୍ଦ୍ର: କୃଷି ଆଇନ ପ୍ରତ୍ୟାହାର ହେବନି, ଚାଷୀଙ୍କୁ ଆଜି ଦିଆଯିବ ଲିଖିତ ପ୍ରସ୍ତାବ

ନୂଆଦିଲ୍ଲୀ - କୃଷି ଆଇନକୁ ନେଇ ଅଚଳାବସ୍ଥା ଜାରି ରହିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହା ଓ କିଛି କୃଷକ ସଂଗଠନ ମଧ୍ୟରେ ଆଲୋଚନା ମଧ୍ୟ ନିଷ୍ଫଳ ହୋଇଛି । କୃଷି ଆଇନ୍ ପ୍ରତ୍ୟାହାର କରାଯିବ ନାହିଁ ବୋଲି ଉକ୍ତ ବୈଠକରେ ଶାହା ସ୍ପଷ୍ଟ କରିଥିଲେ । ତେବେ ଆଇନରେ କିଛି ସଂଶୋଧନ କରିବାକୁ ସରକାର…

କରୋନା ଅପଡେଟ୍‌: ଦିନକରେ ଆଉ ୩୨ ହଜାର ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ – ଭାରତରେ ଗତ ୨୪ ଘଣ୍ଟାରେ ଆଉ ୩୨,୦୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟାରେ ୨୧% ବୃଦ୍ଧି ଘଟିଛି । ଗତକାଲି ୨୬,୬୫୭ ରୋଗୀ ଚିହ୍ନଟ ହୋଇଥିଲେ, ଯାହା ପାଞ୍ଚ ମାସରେ ଥିଲା ସର୍ବନିମ୍ନ । ଦେଶରେ ଏବେ ମୋଟ ମାମଲା ୯୭.୩୫…

ପ୍ରଜା ଫାଉଣ୍ଡେସନ ସର୍ଭେ : ଅର୍ବାନ ଗଭର୍ଣ୍ଣାନସରେ ଓଡିଶାକୁ ପ୍ରଥମ ସ୍ଥାନ

ଭୁବନେଶ୍ୱର-ଓଡିଶା ପାଇଁ ଭଲ ଖବର । ଅର୍ବାନ ଗଭର୍ଣ୍ଣାନସରେ ପ୍ରଥମ ସ୍ଥାନ ହାସଲ କରିଛି ରାଜ୍ୟ । ପ୍ରଜା ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ଓଡିଶା ଅର୍ବାନ ଗଭର୍ଣ୍ଣାନସରେ ପ୍ରଥମ ସ୍ଥାନ ହାସଲ କରିଛି । ୫୬ ଦଶମିକ ୮୬ ପ୍ରତିଶତ ପଏଂଟ ସହ ଓଡିଶା ପ୍ରଥମ ସ୍ଥାନରେ ରହିଥିବା ବେଳେ…

ନକଲି ଏମଡିଙ୍କ ଗୁମର ଖୋଲୁଛନ୍ତି ଅସଲି ପିଏ, ଆକାଶଙ୍କ କାରନାମା ସଂପର୍କରେ ମିଳୁଛି ନୂଆ ନୂଆ ତଥ୍ୟ

ଭୁବନେଶ୍ୱର- ଟାଟା ମୋଟର୍ସ ଠକେଇ ମାମଲାରେ ଆକାଶ ପାଠକଙ୍କ ସଂପୃକ୍ତି ନେଇ ନୂଆ ନୂଆ ତଥ୍ୟ ପଦାକୁ ଆସୁଛି । ନକଲି ଏମଡି ଆକାଶଙ୍କ ଗୁମର ଖୋଲୁଛନ୍ତି ତାଙ୍କର ଅସଲ ପିଏ ଥିବା ପିଟର ଡେଭିଡ୍ । କ୍ରାଇମବ୍ରାଂଚ ପକ୍ଷରୁ ଜେରା କରାଯିବା ବେଳେ ସେ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଛନ୍ତି । ଏହାକୁ ଆଧାର…