ଡବ୍ଲୁଏଚ୍‌ଓ ଫାଉଣ୍ଡେସନର ପ୍ରଥମ ସିଇଓ ହେଲେ ଅନିଲ ସୋନି

ନ୍ୟୁୟର୍କ – ଭାରତୀୟ ବଂଶୋଦ୍ଭବ ସ୍ୱାସ୍ଥ୍ୟ ବିଶେଷଜ୍ଞ ଅନିଲ ସୋନି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ଏକ ନୂଆ ସଂସ୍ଥା ‘ଡବ୍ଲ୍ୟୁଏଚ୍‌ଓ ଫାଉଣ୍ଡେସନ’ର ପ୍ରଥମ ସିଇଓ ଭାବେ ନିଯୁକ୍ତ ହୋଇଛନ୍ତି । ଡବ୍ଲୁଏଚ୍‌ଓ ସହ ମିଶି ଡବ୍ଲୁଏଚ୍‌ଓ ଫାଉଣ୍ଡେସନ୍ ବିଶ୍ୱବ୍ୟାପି ସ୍ୱାସ୍ଥ୍ୟ ସମସ୍ୟା…

ବିନା ହେଲମେଟରେ ବାଇକ ରାଲି, ଟ୍ୱିନ୍ ସିଟିରେ ୧୦୦ ବିକ୍ଷୋଭକାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର- ଭାରତ ବନ୍ଦ ସମୟରେ ବିନା ହେଲମେଟରେ ବାଇକ ରାଲିରେ ସାମିଲ ହୋଇଥିବାରୁ କଟକ ଓ ଭୁବନେଶ୍ୱରରେ ୧୦୦ ଜଣ ବିକ୍ଷୋଭକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କମିଶନରେଟ ପୋଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଖୁବଶୀଘ୍ର ସେମାନଙ୍କ ଘରକୁ ଇ-ଚାଲାଣ ପଠାଯିବ ବୋଲି ପୋଲିସ…

ଆକାଶ ପାଠକଙ୍କୁ ରିମାଣ୍ଡରେ ନେବା ପାଇଁ କମିଶନରେଟ ପୋଲିସର ପ୍ରସ୍ତୁତି,ସଂଗ୍ରହ ହେବ ଦସ୍ତଖତ ନମୁନା

ଭୁବନେଶ୍ୱର-ଚାକିରି ଠକେଇ ମାମଲାରେ ଆକାଶ ପାଠକଙ୍କୁ କମିଶନରେଟ ପୋଲିସ ରିମାଣ୍ଡରେ ନେବ । ଏଥିପାଇଁ ଖୁବ ଶାୀଘ୍ର କମିଶନରେଟ ପୋଲିସ ପକ୍ଷରୁ କୋର୍ଟରେ ଆବେଦନ କରାଯିବ ବୋଲି ଜଣାପଡିଛି । ଆକାଶଙ୍କୁ ରିମାଣ୍ଡରେ ଆଣି ଆକାଶଙ୍କ ଦସ୍ତଖତ ନମୁନା ସଂଗ୍ରହ କରାଯିବ । ଦସ୍ତଖତ ନମୁନାକୁ ଯାଂଚ ପାଇଁ…

ମାଉଣ୍ଟ ଏଭରେଷ୍ଟ ଉଚ୍ଚତା ନେଇ ନୂଆ ତଥ୍ୟ ଦେଲେ ଚୀନ୍‌-ନେପାଳ

ନୂଆଦିଲ୍ଲୀ - ନେପାଳ ଓ ଚୀନ ତରଫରୁ ମିଳିତ ଭାବେ ମାଉଣ୍ଟ ଏଭରେଷ୍ଟର ଉଚ୍ଚତା ମପାଯାଇଛି । ଉଭୟ ଦେଶ ତରଫରୁ ଏହି ମପା କାର୍ଯ୍ୟ ପରେ ମାଉଣ୍ଟ ଏଭରେଷ୍ଟର ନୂତନ ଉଚ୍ଚତା ୮୮୪୮.୮୬ ମିଟର ବୋଲି ଘୋଷଣା କରାଯାଇଛି । ମାଉଣ୍ଟ ଏଭରେଷ୍ଟର ଏହି ସଂଶୋଧିତ ଉଚ୍ଚତା ୧୯୫୪ରେ ଭାରତ ଦ୍ୱାରା ହୋଇଥିବା ସର୍ଭେ…

ଆନ୍ଦୋଳନରତ ଚାଷୀଙ୍କୁ ଆଲୋଚନା ପାଇଁ ଡାକିଲେ ଅମିତ ଶାହା

ନୂଆଦିଲ୍ଲୀ – କୃଷି ଆଇନ୍ ନେଇ ଚାଷୀ ଓ ସରକାର ମଧ୍ୟର ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହା ଆଜି ସନ୍ଧ୍ୟାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବେ । ବୁଧବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଏକ ଅନøପଚାରିକ ବୈଠକ ପାଇଁ ଚାଷୀମାନଙ୍କୁ ଶାହା ଆମନ୍ତ୍ରଣ କରିଛନ୍ତି । କୃଷି…

ମୂରବୀଶୂନ୍ୟ ଝାରସୁଗୁଡା ବିଜେପି

ସମ୍ବଲପୁର : ସାଧାରଣ ନିର୍ବାଚନକୁ ଦେଢ ବର୍ଷ ପୂରିଛି । ଏହାରି ମଧ୍ୟରେ ଆଗକୁ ପଞ୍ଚାୟତି ଏବଂ ପୌର ନିର୍ବାଚନ ଆସୁଛି । ପ୍ରତି ରାଜନୈତିକ ଦଳ ପାଇଁ ଏହି ଦୁଇଟି ନିର୍ବାଚନ ବେଶ୍ ଗୁରୁତ୍ଵପୂର୍ଣ । ହେଲେ ଏଥିପାଇଁ ପ୍ରସ୍ତୁତି କରିବାକୁ କିନ୍ତୁ , ଝାରସୁଗୁଡା ବିଜେପି ଏକପ୍ରକାର ଆଣ୍ଠେଇ ପଡିଛି…