ଭାରତୀୟ ମୋବାଇଲ କଂଗ୍ରେସକୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, ଆସନ୍ତା ୩ ବର୍ଷରେ ପ୍ରତି ଗାଁରେ ମିଳିବ ଇଂଟରନେଟ୍

ନୂଆଦିଲ୍ଲୀ-ଆସନ୍ତା ୩ ବର୍ଷରେ ଦେଶର ପ୍ରତି ଗାଁରେ ଇଂଟରନେଟ ସୁବିଧା ମିଳିବା ସହ ସବୁଠି ହାଇସ୍ପିଡ୍ ଫାଇବର ଅପ୍ଟିକ ଡାଟା କନେକ୍ଟିଭିିଟି ମିଳିବ । ଭାରତୀୟ ମୋବାଇଲ କଂଗ୍ରେସ-ଆଇଏମସିକୁ ସମ୍ବୋଧନ କରି ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋବାଇଲ କଂଗ୍ରେସକୁୁ ସମ୍ବୋଧନ…

ବ୍ରିଟେନ୍ ଆରମ୍ଭ କଲା କୋଭିଡ୍‌-୧୯ ଟିକାକରଣ ଅଭିଯାନ

ଲଣ୍ଡନ - କରୋନା ମୁକାବିଲା କ୍ଷେତ୍ରରେ ବ୍ରିଟେନ୍ ଐତିହାସିକ ପଦକ୍ଷେପ ନେଇଛି । ମଙ୍ଗଳବାର ଠାରୁ ବ୍ରିଟେନରେ ସାଧାରଣ ନାଗରିକଙ୍କ ଲାଗି କୋଭିଡ୍‌-୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ଦେଶର ୭୦ ହସ୍ପିଟାଲରେ ଏହି ବ୍ୟବସ୍ଥା କରାଯାଇଛି । ଲୋକମାନଙ୍କୁ ଫାଇଜର ଓ ବାୟୋଏନଟେକ୍ ଦ୍ୱାରା…

ରାଜ୍ୟ ସରକାରଙ୍କ ‘ମାଣ୍ଡିଆ ମିଶନ’କୁ ନୀତି ଆୟୋଗ ଅଧ୍ୟକ୍ଷଙ୍କ ପ୍ରଶଂସା

ଭୁବନେଶ୍ୱର- ଓଡିଶାରେ ମାଣ୍ଡିଆ ଚାଷର ପ୍ରୋତ୍ସାହନ ଓ ଏଥିରୁ ପ୍ରସ୍ତୁୁତ ଖାଦ୍ୟର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମକୁ ନୀତି ଆୟୋଗ ପ୍ରଶଂସା କରିଛି । ଏ ଦିଗରେ ରାଜ୍ୟ ସରକାରଙ୍କ ମାଣ୍ଡିଆ ମିଶନର ସଫଳତାକୁ ପ୍ରଶଂସା କରିଛନ୍ତିି ନୀତି ଆୟୋଗ ଅଧ୍ୟକ୍ଷ ଅମିତାଭ କାନ୍ତ । ମାଣ୍ଡିଆ…

ରାୟଗଡାରୁ ଚୋରାଚାଲାଣ ବେଳେ ୧୫୩ କିଲୋ ରତ୍ନପଥର ଜବତ

ରାୟଗଡା- ରାୟଗଡାରୁ ୧୫୩ କିଲୋଗ୍ରାମ ରତ୍ନପଥର ଜବତ ହୋଇଛି । ମୂଲ୍ୟବାନ ରତ୍ନପଥରଗୁଡିକ ଚୋରାଚାଲାଣ ହେଉଥିବା ବେଳେ ଏସଟିଏଫ ଜବତ କରିଛି । ଏହି ମାମଲାରେ ଜିତେନ୍ଦ୍ର ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ଗୋଟିଏ ଗାଡିକୁ ବି ଜବତ କରିଛି ଏସଟିଏଫ । ରୁବି, ପାନା,କଳାହୀର,…

ରାଜ୍ୟରେ ଗତ ୨୪ ଘଂଟାରେ ୩୪୯ ନୂଆ କୋରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ଆଉ ୩୪୯ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୧୯୮ ଓ ସ୍ଥାନୀୟ ଅଂଚଳରୁ ୧୫୧ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୧ ହଜାର ୯୧୩କୁ ବୃଦ୍ଧି ପାଇଛି । ୩ ଲକ୍ଷ ୧୬ ହଜାର ୪୪୭ ଜଣ ସୁସ୍ଥ ହୋଇସାରିଛନ୍ତି…

ଆପ୍‌ର ଅଭିଯୋଗ: ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରି ରଖିଛି ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ - ଦଳର ମୁଖିଆ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଗୃହବନ୍ଦୀ କରି ରଖାଯାଇଛି ବୋଲି ଆମ୍ ଆଦମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି । ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଭେଟିବା ପରେ ସୋମବାର ଠାରୁ ଦିଲ୍ଲୀ ପୋଲିସ କେଜିରୱାଲଙ୍କୁ ଗୃହବନ୍ଦୀ କରି ରଖିଛି ।…

‘ବ୍ରେକ୍ ଡ୍ୟାନ୍ସିଂ’କୁ ମିଳିଲା ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା, ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ସାମିଲ

ପ୍ୟାରିସ୍ – ବ୍ରେକ୍ ଡ୍ୟାନ୍ସିଂକୁ ମିଳିଛି ଅଲିମ୍ପିକ୍ କ୍ରୀଡ଼ାର ମାନ୍ୟତା । ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରେକ୍ ଡ୍ୟାନ୍ସିଂ ଏକ କ୍ରୀଡ଼ା ଇଭେଣ୍ଟ ଭାବେ ପଦାର୍ପଣ କରିବ । ଏହି ନିଷ୍ପତ୍ତି ଉପରେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ମୋହର ଲାଗିଛି । ଗତବର୍ଷ ୟୁଥ୍ ଅଲିମ୍ପିକ୍ସ…

ପର୍ଯ୍ୟଟନର ପ୍ରସାର ପାଇଁ ପଦକ୍ଷେପ : କାଲିଠାରୁ ରାଜ୍ୟର ୫ଟି ଜାଗାରେ ଇକୋ ରିଟ୍ରିଟ୍

ଭୁବନେଶ୍ୱର-ରାଜ୍ୟରେ ପର୍ଯ୍ୟଟନର ପ୍ରସାର ପାଇଁ ସରକାରଙ୍କ ଉଦ୍ୟମ ସ୍ୱରୂପ ୫ଟି ପଯ୍ୟଟନସ୍ଥଳୀରେ ଆରମ୍ଭ ହେବାକୁ ଯାଉଛି ଇକୋ-ରିଟ୍ରିଟ୍ । ଗତବର୍ଷ କୋଣାର୍କ ଇକୋ ରିଟ୍ରିଟର ସଫଳତାକୁ ଦୃଷ୍ଟିରେ ରଖି ଏଥର ପରୀକ୍ଷାମୂଳକ ଭାବେ ୫ଟି ସ୍ଥାନରେ ଆୟୋଜନ କରାଯାଉଛି ଇକୋ ରିଟ୍ରିଟ୍ । କୋରୋନା ଯୋଗୁଁ ୮…