ଦେଶରେ ଦୈନିକ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ପାଞ୍ଚ ମାସ ପରେ ସର୍ବନିମ୍ନ, ମୋଟ ମାମଲା ୯୭ ଲକ୍ଷ ଟପିଲା

ନୂଆଦିଲ୍ଲୀ – ଭାରତରେ କରୋନା ସ୍ଥିତି ସୁଧୁରିବାରେ ଲାଗିଛି । ବ୍ୟାପକ ଟେଷ୍ଟିଂ ଓ ଅନ୍ୟାନ୍ୟ ପ୍ରତିଷେଧମୂଳକ ପଦକ୍ଷେପ ସ୍ୱରୂପ ଦେଶରେ ଦୈନକ ମାମଲା ଖସିବାରେ ଲାଗିଛି । ଦେଶରେ ଗତ ୨୪ ଘଣ୍ଟାରେ ଆଉ ୨୬,୫୬୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଗତ ପାଞ୍ଚ ମାସରେ ସର୍ବନିମ୍ନ । ମୃତ୍ୟୁ…

ପ୍ରଥମାଷ୍ଟମୀ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ଓ ଅଭିନନ୍ଦନ

ଭୁବନେଶ୍ୱର- ଆଜି ପବିତ୍ର ପ୍ରଥମାଷ୍ଟମୀ । ଏହି ଅବସରରେ ପରିବାରର ଜ୍ୟେଷ୍ଠ ସନ୍ତାନମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ମହାପ୍ରଭଉ ଶ୍ରୀଜଗନ୍ନାଥଙ୍କ ଅପାର କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ଭରିଯାଉ ବୋଲି କାମନା କରିଛନ୍ତି…

ଆଜି ଭାରତବନ୍ଦ, ବନ୍ଦକୁ ୨୪ ଦଳର ସମର୍ଥନ, ପଶ୍ଚିମବଙ୍ଗ ଓ ଆନ୍ଧ୍ରରେ ରେଳରୋକ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ବିଭିନ୍ନ କୃଷକ ସଂଗଠନମାନଙ୍କ ତରଫରୁ ଆଜି ଭାରତବନ୍ଦ ଡାକରା ଦିଆଯାଇଛି । ମଧ୍ୟାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଦେଶବ୍ୟାପୀ ଏହି ବନ୍ଦ ପାଳନ କରାଯିବ । ଚାଷୀମାନଙ୍କ ଏହି ଧର୍ମଘଟକୁ କଂଗ୍ରେସ ସମେତ ୨୪ ରାଜନୈତିକ ଦଳ ସମର୍ଥନ…

ଫାଇଜର ଓ ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ କୋଭିଡ୍ -୧୯ ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଲୋଡିଲା

ନୂଆଦିଲ୍ଲୀ - ଫାଇଜର ଏବଂ ସେରମ୍ ଇନଷ୍ଟିଚ୍ୟୁଟ୍ ପରେ ଭାରତ ବାୟୋଟେକ୍ ମଧ୍ୟ ଏହାର କୋଭିଡ୍ -୧୯ ଟିକା 'କୋଭାକ୍ସିନ'ର ଜରୁରୀକାଳୀନ ବ୍ୟବହାର ପାଇଁ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ଠାରୁ ଅନୁମତି ଲୋଡିଛି। ସୋମବାର ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ)…

କେନ୍ଦ୍ରର କୃଷି ଆଇନ ବିରୋଧରେ ଆଜି ଭାରତ ବନ୍ଦ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଭାବ, ଭୁବନେଶ୍ୱରରେ ରାସ୍ତରୋକ

ଭୁବନେଶ୍ୱର- ମୋଦି ସରକାରଙ୍କ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ମିଳିତ ଭାବେ ଆଜି ଭାରତବନ୍ଦ ଡାକରା ଦିଆଯାଇଛି । ଅନ୍ୟାନ୍ୟ ସଂଗଠନ ଭାରତ ବନ୍ଦକୁ ସମର୍ଥନ କରିଛନ୍ତିା ଦିନ ୧୧ଟାରୁ ୩ଟା ଯାଏଁ ବନ୍ଦ ପାଳନ ହେବ ବୋଲି କୃଷକ ସଂଗଠନଗୁଡିକ କହିଥିଲେ ମଧ୍ୟ ଦେଶର ବିଭିନ୍ନ…

କରୋନା ଭୟ: ଦକ୍ଷିଣ ଆଫ୍ରିକା-ଇଂଲଣ୍ଡ ଦିନିକିଆ ସିରିଜ୍ ବାତିଲ

କେପ୍ ଟାଉନ୍ – ଉଭୟ ଦଳର କିଛି ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଦକ୍ଷିଣ ଆଫ୍ରିକା ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ବାତିଲ ହୋଇଯାଇଛି । ଦକ୍ଷିଣ ଆଫ୍ରିକାର ଜଣେ ଖେଳାଳିଙ୍କ ବ୍ୟତୀତ ଉଭୟ ଟିମ୍ ରହୁଥିବା ହୋଟେଲର ଦୁଇଜଣ କର୍ମଚାରୀ କରୋନା…