ଅଫଲାଇନ କ୍ଲାସ ଆରମ୍ଭ ହେଲା ପରେ ହିଁ ୟୁଜି, ପିଜି ପରୀକ୍ଷା ପାଇଁ ଉଚ୍ଚଶିକ୍ଷା ବିଭାଗର ପରାମର୍ଶ

ଭୁବନେଶ୍ୱର- କୋରୋନା ମହାମାରୀ ଯୋଗୁଁ ପାଠପଢା ବାଧାପ୍ରାପ୍ତ ହୋଇଛି । ଅନଲାଇନ ପାଠପଢା ଜାରି ରହିଥିଲେ ବି ତାକୁ ଆଧାର କରି ୟୁଜି ଓ ପିଜି ପରୀକ୍ଷା କରାଯାଇପାରିବ ନାହିଁ ବୋଲି ଉଚ୍ଚ ଶିକ୍ଷା ବିଭାଗ କହିଛି । ଏ ସଂପର୍କରେ ସବୁ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କୁ ଚିଠି ଲେଖିଛି ରାଜ୍ୟ ଉଚ୍ଚ…

ଆସନ୍ତାକାଲି ‘ଭାରତ ବନ୍ଦ’, ପ୍ରଭାବିତ ହେବ ଜରୁରୀ ସେବା, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ରାଜ୍ୟମାନଙ୍କୁ…

ନୂଆଦିଲ୍ଲୀ – କେନ୍ଦ୍ରର ତିନୋଟି କୃଷି ଆଇନକୁ ବିରୋଧ କରି ଗତ ୧୨ ଦିନ ଧରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା ବିଭିନ୍ନ କୃଷକ ସଂଗଠନ ମଙ୍ଗଳବାର ‘ଭାରତ ବନ୍ଦ’ ଡାକରା ଦେଇଛନ୍ତି । ସକାଳ ୮ରୁ ଅପରାହ୍ନ ୩ଟା ଯାଏଁ ଏହି ବନ୍ଦ ପାଳନ କରାଯିବ । ଏଥିଯୋଗୁଁ ବହୁ ଜରୁରୀ ସେବା ପ୍ରଭାବିତ…

କରୋନା ପ୍ରଭାବ: ବର୍ଷେ ବିଳମ୍ବ ହେବ ମିଶନ ‘ଗଗନଯାନ’

ନୂଆଦିଲ୍ଲୀ – କରୋନା ସଙ୍କଟ ଯୋଗୁଁ ଭାରତର ମହାକାଶ ଗବେଷଣା ସମ୍ବନ୍ଧୀୟ କାର୍ଯ୍ୟ ମଧ୍ୟ ପ୍ରଭାବିତ ହୋଇଛି । ଏଥିଯୋଗୁଁ ମହାକାଶକୁ ଭାରତର ମାନବ ପ୍ରେରଣ ଅଭିଯାନ ‘ଗଗନଯାନ’ରେ ଆହୁରି ବିଳମ୍ବ ହେବା ସ୍ପଷ୍ଟ ହୋଇଛି । ମିଶନ ‘ଗଗନଯାନ’ ଆହୁରି ବର୍ଷେ ବିଳମ୍ବ ହେବା ସମ୍ଭାବନା ରହିଛି ବୋଲି…

ନାବାଳିକା ଗଣଦୁଷ୍କର୍ମ ମାମଲା : ଆସନ୍ତା ୧୪ ତାରିଖରେ ହାଜର ପାଇଁ ଓଟିଭି ଏମଡିଙ୍କୁ ରାଜ୍ୟ ଶିଶୁ ସୁୁରକ୍ଷା ଅଧିକାର…

ଭୁବନେଶ୍ୱର- ରାଜଧାନୀର ବହୁଚର୍ଚ୍ଚିତ ନାବାଳିକା ଗଣଦୁଷ୍କର୍ମ ମାମଲାରେ ହାଜର ହେବା ପାଇଁ ପୁଣି ଥରେ ଓଟିଭି ଏମଡି ଜାଗି ମଙ୍ଗତ ପଣ୍ଡାଙ୍କୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଶନ ପକ୍ଷରୁ ସମନ ଜାରି କରାଯାଇଛି । ଭୁବନେଶ୍ୱର ଡିସିପିଙ୍କ ଜରିଆରେ ଓଟିଭି ଏମଡିଙ୍କୁ ସମନ ଜାରି କରିଛନ୍ତି କମିଶନ…