ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲା ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସୁପାରିଶ

ଭୁବନେଶ୍ୱର –ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁ୍‌ର୍ନୀତି ଅଭିଯୋଗର ତଦନ୍ତ କରିବାକୁ ରାଜ୍ୟ ଲୋକାୟୁକ୍ତଙ୍କୁ ସୁପାରିଶ କରିଛନ୍ତି । ଓଡିଶା ଲୋକାୟୁକ୍ତ ଗଠନ ହେଲା ପରେ ପ୍ରଥମ ଥର ପାଇଁ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ରାଜ୍ୟ…

Bus Fares Hiked in Odisha

Bhubaneswar: On the wake of increase in fuel prices, the bus fares in the State have been hiked today. The new prices will be effective from today. All Odisha Private Bus Owners Association Secretary Debendra Sahu informed that there…

ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ଶେଷ, ରାୟ ସଂରକ୍ଷିତ

ଭୁବନେଶ୍ୱର- ପାଠକ ବାପ-ପୁଅଙ୍କ ଠକେଇ ମାମଲାରେ ସଂପୃକ୍ତି ଅଭିଯୋଗ ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ଶେଷ ହୋଇଛି । ଖୋର୍ଦ୍ଧା ଏଡିଜେ କୋର୍ଟ-୩ ରାୟ ସଂରକ୍ଷିତ ରଖିଛନ୍ତି । ପ୍ରଦୀପଙ୍କୁ ଜାମିନ ନ ଦେବାକୁ କ୍ରାଇମବ୍ରାଂଚ ଓକିଲ ଯୁକ୍ତି ଉପସ୍ଥାପନ…

ତୈଳ ଦର ବୃଦ୍ଧିର ପ୍ରଭାବ : ବଢିଲା ଘରୋଇ ବସ ଭଡା

ଭୁବନେଶ୍ୱର- ତେଳ ଦର ବୃଦ୍ଧ ଯୋଗୁଁ ରାଜ୍ୟର ଘରୋଇ ବସ ଭଡା ବଢିଛି । ସାଧାରଣ ବସ ଭଡା କିଲୋମିଟର ପିଛା ୭୨ରୁ ୭୩ ପଇସା, ଏକ୍ସପ୍ରେସ ବସ ଭଡା ୭୫ରୁ ୭୬ ପଇସା, ଡିଲକ୍ସ ବସ ଭଡା କିଲୋମିଟର ପିଛା ୧ ଟଙ୍କା ୫ ପଇସାରୁ ୧ ଟଙ୍କା ୭ ପଇସା ଏସି ଡିଲକ୍ସ ବସ ଭଡା କିଲୋମିଟର ପିଛା ୧ ଟଙ୍କା ୨୭ ପଇସାରୁ…

ଭାରତବନ୍ଦକୁ କଂଗ୍ରେସର ପୂର୍ଣ୍ଣ ସମର୍ଥନ, କାଲି ରାଜ୍ୟର ମୁଖ୍ୟ ସହରଗୁଡିକରେ ବନ୍ଦ ପାଳନ କରିବ ଦଳ

ଭୁବନେଶ୍ୱର-ମୋଦି ସରକାରଙ୍କ କୃଷି ଆଇନ ବିରୋଧରେ ବିଭିନ୍ନ କୃଷକ ସଂଗଠନର ଭାରତ ବନ୍ଦ ଡାକରାକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଜଣାଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି । ଆସନ୍ତାକାଲି ଜିଲ୍ଲାସ୍ତରରେ ଓ ମୁଖ୍ୟ ସହରଗୁଡିକରେ ବନ୍ଦ ପାଳନ କରାଯିବ । ବନ୍ଦ ପାଳନରେ ଦଳର…

ରାଜଧାନୀର ସହିଦ ନଗରରୁ ସେଲଫୋନ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ୱର- ରାଜଧାନୀର ସହିଦ ନଗରରେ ମୋବାଇଲ ଫୋନ୍ ଲୁୁଟେରା ଗ୍ୟାଙ୍ଗର ୨ ଜଣ ସଦସ୍ୟଙ୍କୁ ଗିରଫ କରିଛି ପୋଲିସ । ସେମାନେ ହେଲେ ଅନୁଗୁଳର ସଂଜୟ ଗଡନାୟକ ଓ ଲିପୁନ ସାହୁ । ସେମାନଙ୍କ ନିକଟରୁ ଅନୁଗୁଳ, ଯାଜପୁର ଓ ରାଉରକେଲାରୁ ୧୦୨ଟି ଚୋରି ଫୋନ ଜବତ କରାଯାଇଛି । ପୂୂୂୂର୍ବରୁ ମାମଲାରେ ୬ ଜଣ…

ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ସ କାର୍ଯ୍ୟ ଉପରେ ସୁପ୍ରିମକୋର୍ଟଙ୍କ ରୋକ୍‌, ନୂଆ ସଂସଦ ଭବନ ଶିଳାନ୍ୟାସକୁ ଅନୁମତି

ନୂଆଦିଲ୍ଲୀ - ସେଣ୍ଟ୍ରାଲ ଭିଷ୍ଟା ପ୍ରାଜେକ୍ଟ ଉପରେ କଟକଣା ଲଗାଇଛନ୍ତି ସୁପ୍ରିମକୋର୍ଟ । ପରବର୍ତ୍ତୀ ଆଦେଶ ଯାଏଁ ଏହି ପ୍ରୋଜେକ୍ଟ ସମ୍ବନ୍ଧୀୟ କୌଣସି ନିର୍ମାଣ କାର୍ଯ୍ୟ କରାଯିବ ନାହିଁ । ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ରାୟ ସଂରକ୍ଷିତ ରଖିଛନ୍ତି । ମାମଲା ବିଚାରାଧୀନ ରହିଥିବା…