ଏଥର ବି ସରକାରଙ୍କ ଖାଦ୍ୟ ଛୁଇଁଲେନି ଚାଷୀ

ନୂଆଦିଲ୍ଲୀ – କୃଷି ଆଇନ ନେଇ କେନ୍ଦ୍ର ସରକାରଙ୍କ ସହ ଶନିବାର ପଞ୍ଚମ ପର୍ଯ୍ୟାୟ ଆଲୋଚନା ବେଳେ ଚାଷୀମାନେ ପୁଣିଥରେ ସରକାରଙ୍କ ଖାଦ୍ୟ ଗ୍ରହଣ କରିବାକୁ ମନା କରିଛନ୍ତି । ସେମାନେ ନିଜ ପାଇଁ ଖାଦ୍ୟ ସାଥିରେ ଆଣିଥିଲେ । ସିଂଘୁ ସୀମାରେ ଆନ୍ଦୋଳନରତ ଚାଷୀମାନଙ୍କ ପାଇଁ ହୋଇଥିବା ଲଙ୍ଗରରୁ…

ଚାଷୀ-କେନ୍ଦ୍ର ଆଲୋଚନା ପୁଣି ବିଫଳ, ୯ରେ ଆଉ ଏକ ବୈଠକ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ନେଇ ଅଚଳାବସ୍ଥା ଜାରି ରହିଛି । ଶନିବାର ଆନ୍ଦୋଳନରତ ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ପଞ୍ଚମ ପର୍ଯ୍ୟାୟ ଆଲୋଚନା ମଧ୍ୟ ବିଫଳ ହୋଇଛି । ତିନୋଟି କୃଷି ଆଇନର ପ୍ରତ୍ୟାହାର ଦାବିରେ ଚାଷୀମାନେ ଅଡି ବସିଛନ୍ତି । ସେମାନଙ୍କ ଦାବି ସମ୍ପର୍କରେ କେନ୍ଦ୍ର ସରକାର…

ଏସସିବି ରୂପାନ୍ତରଣ ପ୍ରକ୍ରିୟା, ପୁରାତନ ଛାତ୍ରଙ୍କ ନିଆଯିବ ସହ ଯୋଗ, ଦୁଇଟି ୱେବସାଇଟ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର-କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି । ଏଥିପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ମଧ୍ୟ ସହଯୋଗ ନିଆଯାଉଛି । ୫-ଟି ବିଭାଗ ଅଧିନରେ ଏସସିବି ମେଡିକାଲ କଲେଜ ଓ ହସପିଟାଲର ରୂପାନ୍ତରଣ ଆରମ୍ଭ ହୋଇଛି । ଏହି ରୂପାନ୍ତରଣ ପ୍ରକ୍ରିୟାରେ ପୂର୍ବତନ…

କୋରୋନା ଟିକା ପରିଚାଳନା ପାଇଁ ୨୧ ଜଣିଆ କମିଟିର ପୁନର୍ଗଠନ, ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେବେ ଅଧ୍ୟକ୍ଷ

ଭୁବନେଶ୍ୱର- କୋରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଖୁବ୍ ଶୀଘ୍ର ଏହି ମାରାତ୍ମକ ରୋଗର ଟିକା ଉପଲବ୍ଧ ହେବା ସମ୍ଭାବନା ରହିଛି । ସାରା ବିଶ୍ୱରେ ୨୫୦ଟି ଟିକା ପରୀକ୍ଷଣ ସ୍ତରରେ ରହିଛିା । ଟିକା ଆସିଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅଗ୍ରାଧିକାର ଭିତିରେ ଲୋକଙ୍କୁ ଦେବା ପାଇଁ…