ଡିସେମ୍ବର ୧୦ ରେ ନୂତନ ସଂସଦ ଭବନର ଶିଳାନ୍ୟାସ ଓ ଭୂମିପୂଜନ କରିବେ ମୋଦି

ନୂଆଦିଲ୍ଲୀ - ଡିସେମ୍ବର ୧୦ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂତନ ସଂସଦ ଭବନର ଶିଳାନ୍ୟାସ କରିବେ । ଶନିବାର ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏହି ସୂଚନା ଦେଇଛନ୍ତି। ଶିଳାନ୍ୟାସ ସହ ଉକ୍ତ ଦିନ ପ୍ରଧାନମନ୍ତ୍ରୀ ମୋଦି ନୂଆ ସଂସଦ ଭବନର ଭୁମି ପୂଜନ ମଧ୍ୟ କରିବେ। ନୂତନ ସଂସଦ ଭବନର…

ଟିକା ନେବା ସତ୍ତ୍ୱେ ହରିୟାଣା ମନ୍ତ୍ରୀ ପଜିଟିଭ୍ ହେବା ନେଇ ସ୍ପଷ୍ଟୀକରଣ ଦେଲା ଭାରତ ବାୟୋଟେକ୍‌

‌ନୂଆଦିଲ୍ଲୀ – ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ ଅନିଲ ଭିଜ୍ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କରୋନା ଟିକା ‘କୋଭାକ୍ସିନ୍‌’ର ତୃତୀୟ ପର୍ଯ୍ୟାୟ ଟ୍ରାଏଲରେ ପ୍ରଥମ ଡୋଜ୍ ନେଇଥିଲେ । ଏହାର ୧୫ ଦିନ ପରେ ସେ କରୋନା ପଜିଟିଭ୍ ହୋଇଛନ୍ତି । ଭିଜ୍ ଆଜି ଏନେଇ ଟ୍ୱିଟ କରି ସୂଚନା ଦେଇଥିଲେ । ତେବେ…

ଟ୍ରୁଡୋଙ୍କ ମନ୍ତବ୍ୟର ପ୍ରତିବାଦ: କୋଭିଡ୍‌-୧୯ ଉପରେ କାନାଡା ନେତୃତ୍ୱାଧୀନ ବୈଠକ ବର୍ଜନ କରିବ ଭାରତ

ନୂଆଦିଲ୍ଲୀ – ଚାଷୀ ଆନ୍ଦୋଳନ ଉପରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ମନ୍ତବ୍ୟର ପ୍ରତିବାଦରେ ଭାରତ, କାନାଡା ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି । କୋଭିଡ୍‌-୧୯ ଉପରେ ଆସନ୍ତା ଡିସେମ୍ବର ୭ରେ ଓଟାୱାରେ କାନାଡା ଅଧ୍ୟକ୍ଷତାରେ ହେବାକୁ ଥିବା…

ବାଇକ୍‌ର ପଛରେ ବସିଥିବୀ ଲୋକ ବି ହେଲମେଟ ପିନ୍ଧିବା ଜରୁରୀ, ନ ହେଲେ ବାତିଲ ହେବ ଡିଏଲ୍

ଭୁବନେଶ୍ୱର- ଏଣିକି ବାଇକରେ ଉଭୟ ଚାଳକ ଓ ପଛରେ ବସିଥିବା ଲୋକ ହେଲମେଟ ପିନ୍ଧିବା ଜରୁରୀ । ଉଭୟେ ଯଦି ହେଲମେଟ ନ ପିନ୍ଧିବେ,ତେବେ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇଯିବ । ରାଜ୍ୟ ପରିବହନ କର୍ତୃୃପକ୍ଷ ଏହି ସୂଚନା ଦେବା ସହ ସତର୍କ କରାଇଦେଇଛନ୍ତି । ବିପଦ ଓ ଜରିମାନାକୁ ଏଡାଇବା ପାଇଁ ଏହି…

ସ୍ପଷ୍ଟ କଲା ଟାଟା ମୋଟର୍ସ, ଆକାଶ କେବେ ବି କଂପାନିରେ କାମ କରିନାହାନ୍ତି

ଭୁବନେଶ୍ୱର - ଧରାପଡିଲା ଆକାଶ ପାଠକଙ୍କ ମିଛ । ଟାଟା ମୋଟର୍ସ ସ୍ପଷ୍ଟ କରିଛି ଯେ, ଆକାଶ ପାଠକ କେବେ ବି କଂପାନିରେ କାମ କରିନାହାନ୍ତି । ଏଥିସହ ଟାଟା ମୋଟର୍ସ ଆହୁରି ସ୍ପଷ୍ଟ କରିଛି ଯେ, ସ୍କାଏ କିଙ୍ଗ୍ ସହ କଂପାନିର କୌଣସି ବ୍ୟବସାୟିକ କାରବାର ହୋଇନାହିଁ । ଟାଟା ମୋଟର୍ସରେ ଆକାଶ ପ୍ରକୃତରେ…