ସ୍ପଷ୍ଟ କଲା ଟାଟା ମୋଟର୍ସ, ଆକାଶ କେବେ ବି କଂପାନିରେ କାମ କରିନାହାନ୍ତି

ଭୁବନେଶ୍ୱର - ଧରାପଡିଲା ଆକାଶ ପାଠକଙ୍କ ମିଛ । ଟାଟା ମୋଟର୍ସ ସ୍ପଷ୍ଟ କରିଛି ଯେ, ଆକାଶ ପାଠକ କେବେ ବି କଂପାନିରେ କାମ କରିନାହାନ୍ତି । ଏଥିସହ ଟାଟା ମୋଟର୍ସ ଆହୁରି ସ୍ପଷ୍ଟ କରିଛି ଯେ, ସ୍କାଏ କିଙ୍ଗ୍ ସହ କଂପାନିର କୌଣସି ବ୍ୟବସାୟିକ କାରବାର ହୋଇନାହିଁ । ଟାଟା ମୋଟର୍ସରେ ଆକାଶ ପ୍ରକୃତରେ…

ତିନି ଦିନିଆ ରିମାଣ୍ଡ ଅବଧି ଶେଷ ପରେ ଜେଲ ଗଲେ ପାଠକ ବାପା-ପୁଅ, ଭିଜିଲାନ୍ସର ଘନ ଘନ ଜେରା

ଭୁବନେଶ୍ୱର- ୩ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଆଜି ପାଠକ ବାପା-ପୁଅଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା । କୋର୍ଟରେ ହାଜର ହେଲା ପରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯାଇଛି । ଜେଲ୍ ଯିବା ପୂର୍ବରୁ ଆଇଏଫଏସ ଅଭୟକାନ୍ତ ପାଠକ କହିଛନ୍ତି ଯେ, ସେମାନଙ୍କ ବିରୋଧରେ ଷଡଯନ୍ତ୍ର କରାଯାଇଛି ।…

ପରୀ ମାମଲାରେ ବିରୋଧୀ ରାଜନୀତି କରୁଥିବା ବିଜେଡିର ଅଭିଯୋଗ,ଏସଆଇଟି ମୁଖ୍ୟ କହିଲେ ଦୁଇ ସପ୍ତାହରେ ସବୁହେବ ସ୍ପଷ୍ଟ

ଭୁବନେଶ୍ୱର- ପରୀ ମୃତ୍ୟୁ ମାମଲାରେ କଂଗ୍ରେସ ଓ ବିଜେପି ଟିମର ନୟାଗଡ ଗସ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛି ବିଜେଡି । ପରୀ ହତ୍ୟା ମାମଲାକୁ ଖିଅ କରି ବିରୋଧୀ ଦଳ ରାଜନୀତି ନ କରନ୍ତୁ ବୋଲି କହିଛି ବିଜେଡି । ପରୀ କିଭଳି ନ୍ୟାୟ ପାଇବ , ସେ ନେଇ ରାଜ୍ୟ ସରକାର ତତ୍ପର ଅଛନ୍ତି । ଏସଆଇଟି…

ପୁଅ ବାହାଘର ଖର୍ଚ୍ଚ ପାଇଁ ବଜେଟ୍ ୧୦ କୋଟି

ଭୁବନେଶ୍ୱର: ବେଆଇନ ଅର୍ଥ କାରବାର ଓ ଠକେଇ ମାମଲାରେ ଗିରଫ ହୋଇଥିବା ପୂର୍ବତନ ଆଇଏଫଏସ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଭିଜିଲାନ୍ସ ଏସଆଇଟି ୩ ଦିନିଆ ରିମାଣ୍ଡରେ ନେଇଥିଲା । ତେବେ ଏହି ରିମାଣ୍ଡ ସମୟରେ ଜେରାରୁ ବହୁତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ସୂଚନା…

ବ୍ରିଟେନ ପରେ ଫାଇଜର ଟିକାର ଜରୁରୀ ବ୍ୟବହାର ପାଇଁ ଅନୁମତି ଦେଲା ବାହାରେନ

ଦୁବାଇ - ଫାଇଜର ଦ୍ୱାରା ବିକଶିତ କରୋନା ଟିକାର ଜରୁରୀ ବ୍ୟବହାର ପାଇଁ ବାହାରେନ ଅନୁମତି ଦେଇଛି । ବ୍ରିଟେନ୍ ପରେ ବାହାରେନ୍ ବିଶ୍ୱର ଦ୍ୱିତୀୟ ଦେଶ ଭାବେ ଏହି ଟିକାର ଜରୁରୀ ବ୍ୟବହାରକୁ ମଞ୍ଜୁରି ଦେଇଛି । ଜର୍ମାନୀର ବାୟୋଏନଟେକ୍ ସହଭାଗିତାରେ ଫାଇଜର ଦ୍ୱାରା ବିକଶିତ କୋଭିଡ୍ ଟିକାର ଜରୁରୀ…