ଆକାଶମାଗ ର୍ରୁ ବନ୍ୟାଚଂଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ରାଜ୍ୟର ବନ୍ୟା କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଛନ୍ତି । ବନ୍ୟା ଯୋଗୁଁ ଅନେକ ଜିଲ୍ଲା ଜଳବନ୍ଦୀ ହୋଇ ରହିଛି । ଅନେକ ଗାଁ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି । କୃଷି ଜମି ଓ ବାସଗୃହ ନଷ୍ଟ ହୋଇଯାଇଛି । ସଡକ ଯୋଗାଯୋଗ ବିଚ୍ଛିନ୍ନ…