ରାଉରକେଲାରେ ସେରୋଲଜିକାଲ ସର୍ଭେ ଆରମ୍ଭ

ରାଉରକେଲା: କରୋନା ସଂକ୍ରମଣ କୁ ପ୍ରତିହତ କରିବା ଲାଗି ରାଜ୍ୟ ସରକାର ଅନେକ ପ୍ରଭାବୀ ପଦକ୍ଷେପ ନେଉଛନ୍ତି। ରାଉରକେଲାରେ ଆଜିଠାରୁ ସେରୋଲଜିକାଲ୍ ସର୍ଭେ ଆରମ୍ଭ ହୋଇଛି । ଆରଏମସି ସହଯୋଗରେ ଆର୍ଏମ୍ଆର୍ସି ଏହି ସର୍ଭେ କରୁଛି । ୫ ଦିନ ଧରି ଚାଲିବ ଏହି ସର୍ଭେ । ତେବେ କ୍ଲଷ୍ଟର ଅନୁଯାୟୀ…

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି

ନୂଆଦିଲ୍ଲୀ : ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନ୍ନତି ହେବାରେ ଲାଗିଛି । ଦିଲ୍ଲୀ ଆର୍ମି ହସପିଟାଲରେ ଏବେ ବି ଗଭୀର କୋମାରେ ଅଛନ୍ତି ପ୍ରଣବ ମୁଖାର୍ଜୀ । ଫୁସଫୁସ ସଂକ୍ରମଣରେ ପୀଡିତ ପ୍ରଣବ ଏବେ ଭେଂଟିଲେଟରରେ ଅଛନ୍ତି । ତାଙ୍କୁ ଏକ ସ୍ପେଶାଲିଷ୍ଟ…

ଦେଶରେ ଥମୁନି କୋରାନା ପଜିଟିଭଙ୍କ ସଂଖ୍ୟା,ଦିନକରେ ଆଉ ୭୮ ହଜାର ୫୧୨ଟି ନୂଆ ମାମଲା, ୨୪ ଘଂଟାରେ ୯୭୧ ରୋଗୀ ମୃୃତ

ନୂଆଦିଲ୍ଲୀ : ଭାରତରେ ଚିନ୍ତାଜନକ ଭାବେ ବଢିଚାଲିଛି କୋରୋନା ପଜିଟିଭଙ୍କ ସଂଖ୍ୟା । ଗତ ୨୪ ଘଂଟାରେ ଭାରତରେ ୭୮ ହଜାର ୫୧୨ଟି ନୂଆ ପଜିଟିଭ ମାମଲା ଆସିଛି । ଏଥିସହ ଦେଶରେ ମୋଟ ପଜିଟିଭ ମାମଲା ୩୬ ଲକ୍ଷ ୨୧ ହଜାର ୨୪୬କୁ ବୃଦ୍ଧି ପାଇଛି । ଏଥିମଧ୍ୟରୁ ୭ ଲକ୍ଷ ୮୧ ହଜାର ୯୭୫ ହେଉଛି ସକ୍ରିୟ…

ଦିନକରେ ରାଜ୍ୟରେ ୫୭ ହଜାର ୮୭୭ ହଜାର କୋରୋନା ଟେଷ୍ଟିଂ, ଗଂଜାମରେ ସର୍ବାଧିକ ୧୧ ହଜାର ୬୦୭

ଭୁବନେଶ୍ୱର : ଦିନକରେ ରାଜ୍ୟରେ ୫୭ ହଜାର ୮୭୭ କୋରୋନା ଟେଷ୍ଟିଂ କରାଯାଇଛି । ୫ ହଜାର ୯୯୪ ଜଣଙ୍କର ଆରଟି-ପିସିଆର୍ ଟେଷ୍ଟ ହୋଇଥିଲା ବେଳେ ୫୧ ହଜାର ୭୦୭ ଜଣଙ୍କର ଆଂଟିଜେନ୍ ଓ ୧୭୬ ଟ୍ରୁନଟ୍ ଟେଷ୍ଟ କରାଯାଇଛି । ଗଂଜାମରେ ସର୍ବାଧିକ ୧୧ ହଜାର ୬୦୭, କେନ୍ଦୁଝରରେ ୧୦ ହଜାର ୧୪୪, ମୟୂୂରଭଂଜରେ ୭…