Browsing Tag

2020 Tokyo Olympics

ଭାରତୀୟ ମହିଳା ହକି ଖେଳାଳିଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ , ଉନ୍ନତ ପ୍ରଦର୍ଶନ ଲାଗି ଜଣାଇଲେ ଅଭିନନ୍ଦନ

ଭୁବନେଶ୍ୱର – ଟୋକିଓ ଅଲିମ୍ପିକ୍ସରେ ଲଢୁଆ ଖେଳ ପ୍ରଦର୍ଶନ କରିବା ହକିପ୍ରେମୀଙ୍କ ହୃଦୟ ଜିତିଥିବା ଭାରତୀୟ ମହିଳା ହକି ଦଳର ସଦସ୍ୟଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥାବାର୍ତ୍ତା ହୋଇଛନ୍ତି । ଭିଡିଓ କନଫରେନସିଂ ଜରିଆରେ ଖେଳାଳିଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଉନ୍ନତ…

ପୁରୁଷଙ୍କ ପରେ ମହିଳାଙ୍କ କମାଲ, ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ଭାରତୀୟ ମହିଳା ହକି…

ଟୋକିଓ - ପୁରୁଷ ଦଳ ପରେ ଭାରତୀୟ ମହିଳା ହକି ଦଳ ବି ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ଥର ପାଇଁ ଭାରତୀୟ ଦଳ ଅଲିମ୍ପିକ୍ସ ହକି ସେମିଫାଇନାଲରେ ପ୍ରବେଶ କରିଛି । ଆଜି ଖେଳାଯାଇଥିବା କ୍ୱାର୍ଟର ଫାଇନାଲରେ ଭାରତୀୟ ଦଳ, ବିଶ୍ୱର ଦୁଇ ନମ୍ବର ଟିମ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ଏକମାତ୍ର ଗୋଲରେ…

ଖରାପ ଟାଇମିଂ ସହ ୨୦୦ ମିଟର ଦୌଡରେ ବି ହିଟ୍‌ରେ ହିଁ ହାରିଲେ ଭାରତର ‘ଦ୍ରୁତତମ ଧାବିକା’

ଟୋକିଓ – ୧୦୦ ମିଟର ପରେ ୨୦୦ ମିଟରରେ ମଧ୍ୟ ଦୂତି ଚାନ୍ଦ ବିଫଳ । ଟୋକିଓ ଅଲିମ୍ପିକ୍ସର ମହିଳା ୨୦୦ ମିଟର ଦୌଡରେ ବି ବିଫଳ ହୋଇଛନ୍ତି ଦୂତି । ହିଟ୍ -୪ରେ ସପ୍ତମ ସ୍ଥାନରେ ରହିଛନ୍ତି ଦୂତି ଚାନ୍ଦ । ୨୩ ଦଶମିକ ୮୫ ସେକେଣ୍ଡରେ ଦୌଡ ପୂରଣ କରିଥିଲେ ଦୂତି, ଯାହା କି ତାଙ୍କର ଶ୍ରେଷ୍ଠ…