ଭୋରରେ ଲିଙ୍ଗରାଜ ମନ୍ଦିର ଯାଇ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ୫-ଟି ସଚିବ
ଭୁବନେଶ୍ୱର- ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଭୋରରେ ଲିଙ୍ଗରାଜ ମନ୍ଦିର ଯାଇ ବିଭିନ୍ନ ଭିତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ପୂର୍ତ ସଚିବ ଡ.କ୍ରିଷନ କୁମାର ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସହ ୫-ଟି ସଚିବ ସକାଳ ୫ଟାରେ ଲିଙ୍ଗରାଜ ମନ୍ଦିର ନିକଟରେ ପଂହଚିଥିଲେ ।…