ଆସାମ: ନଷ୍ଟ ହୋଇଗଲା ୧୦୦୦ କୋଭିସିଲ୍ଡ ଟିକା
ଗୁଆହାଟୀ - ଆସାମ ଚାଚର ଜିଲ୍ଲାରେ ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ପାଇଁ ରଖାଯାଇଥିବା ୧୦୦୦ କୋଭିସିଲ୍ଡି ଟିକା ନଷ୍ଟ ହୋଇଯାଇଛି । ସ୍ଥାନୀୟ ସିଲଚର ମେଡିକାଲ କଲେଜ ଓ ହସ୍ପିଟାଲ (ଏମ୍ଏମ୍ସିଏଚ୍)ରେ ଶୂନ ଡିଗ୍ରୀ ସେଲ୍ସିୟସରୁ କମ୍ ତାପମାତ୍ରାରେ ଟିକା ରଖାଯାଇଥିଲା । ଯାହା ଫଳରେ…