ଓଡିଶା ହାତେଇଲା ଦୁଇଟି ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର
ଭୁବନେଶ୍ବର: ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ୨୦୨୦ରେ ଓଡିଶାକୁ ସଫଳତା । ଓଡିଶାକୁ ଏଥର ଦୁଇ ଦୁଇଟି ପୁରସ୍କାର ମିଳିଛି । ସ୍ୱଚ୍ଛତା କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ ଓଡିଶାକୁ ମିଳିଛି ଫାଷ୍ଟେଷ୍ଟ ମୁଭିଂ ରାଜ୍ୟର ପୁରସ୍କାର ।
ବ୍ରହ୍ମପୁର ମହାନଗର ନିଗମ ମଧ୍ୟ ପୁରସ୍କାର ହାସଲ କରିଛି ।…