ବାଂଲାଦେଶ, ଫିଲିପାଇନ୍ସରେ ‘କୋଭାକ୍ସିନ’ର ଟ୍ରାଏଲ ପାଇଁ ଆବେଦନ କଲା ଭାରତ ବାୟୋଟେକ
ନୂଆଦିଲ୍ଲୀ - ଭାରତରେ ଜରୁରୀ ବ୍ୟବହାର ପାଇଁ ଅନୁମତି ପାଇବା ପରେ ଭାରତ ବାୟୋଟେକ ଏହାର କୋଭିଡ୍ ଟିକା ‘କୋଭାକ୍ସିନ’ର ପଡ଼ୋଶୀ ବାଂଲାଦେଶ ଓ ଫିଲିପାଇନ୍ସରେ ଟ୍ରାଏଲ ପାଇଁ ଆବେଦନ କରିଛି । ଭାରତ ବାୟୋଟେକ୍କୁ ଯଦି ବାଂଲାଦେଶ ଅନୁମତି ମିଳେ, ତେବେ ସେହି ଦେଶରେ ପ୍ରଥମ ଥର ଏକ କୋଭିଡ୍ ଟିକାର…