Browsing Tag

Bhubaneswar

କରୋନା ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ୧୩ ଜଣଙ୍କ ଠାରୁ ପ୍ଲାଜ୍‌ମା ଗ୍ରହଣ

ଭୁବନେଶ୍ୱର: ସରକାରୀ ହସ୍ପିଟାଲ୍ ମାନଙ୍କ ମଧ୍ୟରେ ଭୁବନେଶ୍ୱରର ସବୁଠାରୁ ବଡ଼ ହସ୍ପିଟାଲ୍ ଭାବେ ସେବା ଦେଉଥିବା କ୍ୟାପିଟାଲ୍ ହସ୍ପିଟାଲ୍‌/ ରାଜଧାନୀ ଚିକିତ୍ସାଳୟକୁ ବର୍ତମାନ ସୁଧା ୧୩ ଜଣ ପ୍ଲାଜ୍‌ମା ଦାନ କରିସାରିଛନ୍ତି । ତେବେ ଏହି ପ୍ରକାରର ନୂତନ ପଦ୍ଧତି ଚିକିତ୍ସା ପାଇଁ କୋଭିଡ଼୍…