Browsing Tag

Bhubaneswar

ସୁଲୋଚନା ଦାସ ବିଏମସି ନିର୍ବାଚନ ପାଇଁ ବିଜେଡିର ମେୟର ପ୍ରାର୍ଥୀ

ଭୁବନେଶ୍ୱର- ଭୁବନେଶ୍ୱର ମହାନଗର ନିଗମ ନିର୍ବାଚନରେ ବିଜେଡିର ମେୟର ପ୍ରାର୍ଥୀ ହେବେ ସୁଲୋଚନା ଦାସ । ସୁଲୋଚନା ଦାସଙ୍କୁ ମେୟର ପ୍ରାର୍ଥୀ ଭାବେ ଘୋଷଣା କରି ବିଜେଡି । ସେ ବର୍ତ୍ତମାନ ରାଜ୍ୟ ଭିନ୍ନକ୍ଷମ କମିଶନର ଅଛନ୍ତି ।

ଜୁନିଅର ବିଶ୍ୱକପ୍ ହକିରେ ଜର୍ମାନୀ-ଆର୍ଜେଣ୍ଟିନା ଟାଇଟଲ ଲଢେଇ, ତୃତୀୟ ସ୍ଥାନ ପାଇଁ ଫ୍ରାନ୍ସ ବିପକ୍ଷରେ ଖେଳିବ ଭାରତ

ଭୁବନେଶ୍ୱର – କଳିଙ୍ଗ ହକି ଷ୍ଟାଡିୟମରେ ଗତମାସ ୨୪ତାରିଖରୁ ଚାଲିଥିବା ଜୁନିଅର ବିଶ୍ୱକପ୍ ହକିର ଆଜି ଶେଷ ଦିନରେ ହେବ ଟାଇଟଲ ଲଢେଇ । ଫାଇନାଲରେ ମୁହାଁମୁହିଁ ହେବେ ଟୁର୍ଣ୍ଣାମେଂଟ ଇତିହାସର ସବୁଠୁ ସଫଳ ଟିମ୍ ଜର୍ମାନୀ ଓ ଆର୍ଜେଣ୍ଟିନା । ସେମିଫାଇନାଲରେ ଆର୍ଜେଂଟିନା ଫ୍ରାନ୍ସକୁ…