Browsing Tag

Bhubaneswar

ସବୁଠୁ ରହିବା ଅନୁକୂଳ ରାଜ୍ୟ ରାଜଧାନୀଙ୍କ ଟପ୍ ଟେନ୍ ତାଲିକାର ଚତୁର୍ଥ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର – ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀ ତାଲିକାରେ ଭୁବନେଶ୍ୱର ସ୍ଥାନ ପାଇଛି । ଦେଶରେ ରହିବା ପାଇଁ ସବୁଠାରୁ ଅନୁକୂଳ ରାଜଧାନୀର ଟପ୍ ଟେନରେ ଭୁବନେଶ୍ୱର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ବେଙ୍ଗଳୁରୁ, ଦ୍ୱିତୀୟ ସ୍ଥାନରେ ଚେନ୍ନାଇ, ତୃତୀୟ ସ୍ଥାନରେ ସିମଲା ରହିଛି ।…

ରାଜ୍ୟକୁ ଟୀକା ଆସିଲେ ହିଁ ରାଜଧାନୀର ଘରୋଇ ହସପିଟାଲଗୁଡିକୁ ମିିଳିବ : ବିଏମସି କମିଶନର

ଭୁବନେଶ୍ୱର- ଏବେ ରାଜ୍ୟରେ ଟୀକାର ଅଭାବ ରହିଛି । ଟୀକା ଆସିଲେ ରାଜଧାନୀର ଘରୋଇ ହସପିଟାଳଗୁଡିକୁ ଯୋଗାଇ ଦିଆଯିବ ବୋଲି ଭୁବନେଶ୍ୱର ମହାନଗର ନିଗମ କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଆଗରୁ ରାଜଧାନୀର ୩୧ଟି ଘରୋଇ ହସପିଟାଲକୁ ପ୍ରଥମ ପର୍ଯ୍ୟାୟରେ ଚିହ୍ନଟ କରାଯାଇଥିଲା । ମାତ୍ର ଏ…

ଦେଶର ୫ଟି ଅଗ୍ରଣୀ ସ୍ପୋର୍ଟସ ସିଟି ମଧ୍ୟରେ ତୃତୀୟ ସ୍ଥାନରେ ଭୁବନେଶ୍ୱର

ଭୁବନେଶ୍ୱର- ଦେଶର ୫ଟି ଅଗ୍ରଣୀ କ୍ରୀଡା ସହର ମଧ୍ୟରେ ଭୁବନେଶ୍ୱର ସ୍ଥାନ ପାଇଛି । ଏହି ତାଲିକାରେ ଭୁବନେଶ୍ୱର ତୃତୀୟ ସ୍ଥାନରେ ରହିଛି । ଗ୍ରାଂଟ୍ ଥ୍ରଂଟନ ଭାରତ ପକ୍ଷରୁ କରାଯାଇଥିବା ଏକ ସର୍ଭେରେ ବିଶ୍ୱସ୍ତରୀୟ କ୍ରୀଡା ଭିତ୍ତିଭୂମି, ପ୍ରମୁଖ କ୍ରୀଡା ପ୍ରତିଯୋଗିତା ଆୟୋଜନର ଅଧିକାର ଓ…