ନିର୍ଭୀକ ପାଇଲଟ୍ ବିଜୁବାବୁ : ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମ ଓ କାଶ୍ମୀର ଯୁଦ୍ଧରେ ସ୍ମରଣୀୟ ଅବଦାନ
ଲେଖକ: ବିଜନ କୁମାର ମହାପାତ୍ର
ନବ ଉତ୍କଳର ଅନ୍ୟତମ ପୁରୋଧା କଳିଙ୍ଗବୀର ବିଜୁ ପଟ୍ଟନାୟକଙ୍କ ଆଜି ୧୦୫ ତମ ଜୟନ୍ତୀ । ଲୋକପ୍ରିୟ ଜନନେତା ଓ ମୁଖ୍ୟମନ୍ତ୍ରୀ ଭାବେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଯାଇଛନ୍ତି ବିଜୁ ପଟ୍ଟନାୟକ । ତାଙ୍କର ବ୍ୟକ୍ତିତ୍ୱ ଓଡିଶାବାସୀଙ୍କୁ ସବୁବେଳେ ଉଦବୁଦ୍ଧ…