Browsing Tag

BJD

ବିଜେଡିରେ ମିଶିଲେ ଚିଲିକା ବ୍ଲକ ଅଧ୍ୟକ୍ଷ ଓ ସମର୍ଥକ

ଭୁବନେଶ୍ୱର- ଚିଲିକା ବ୍ଲକ ଅଧ୍ୟକ୍ଷ ତଥା ବିଜେପି ନେତ୍ରୀ ଝରଣା ବାରିକ ବିଜେଡିରେ ସାମିଲ ହୋଇଛନ୍ତି । ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ଝରଣା ଦଳରେ ଯୋଗ ଦେଇଛନ୍ତି । ଝରଣାଙ୍କ ସମର୍ଥକମାନେ ବି ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ଏମାନଙ୍କ ମଧ୍ୟରେ ସମିତି ସଭ୍ୟ ଓ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ହେଉଛି ଶକ୍ତିଶାଳୀ: ନୂଆ କର୍ମୀଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର: ଆସନ୍ତା ମାସରେ ପଞ୍ଚାୟତ ନିର୍ବାଚନ। ତା ପୂର୍ବରୁ ରାଜ୍ୟର ୧ ନମ୍ବର ରାଜନୈତିକ ଦଳ ବିଜେଡି ଅଧିକ ବଳ ଗୋଟାଇବାରେ ଲାଗିଛି। ପଞ୍ଚାୟତ ମତଦାନ ପୂର୍ବରୁ ଅନ୍ୟ ଦଳ ପ୍ରତି ବିତୃସ୍ପୃହ ହୋଇ ଉଠିଥିବା ତୃଣମୂଳସ୍ତରର ନେତା ଓ କର୍ମୀ ନିଜ ପାର୍ଟି ଛାଡ଼ି ଶାସକ ଦଳରେ ସାମିଲ ହେବାର…

ସମ୍ବଲପୁର ଜିଲ୍ଲା ପରିଷଦ, ଅଧ୍ୟକ୍ଷା ପଦ ପାଇଁ ସବୁ ଆସନରେ ମହିଳା ଆଶାୟୀ, ବିଜେଡିରେ ଟିକଟ ଆଶାୟୀଙ୍କ ତାଲିକା ଲମ୍ବା

ସମ୍ବଲପୁର : ସୋମବାର ସକାଳ ପାହିଲେ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ହେଲେ ବର୍ତ୍ତମାନ ସୁଦ୍ଧା କୌଣସି ରାଜନୈତିକ ଦଳ ସେମାନଙ୍କ ଟିକଟ ଘୋଷଣା କରିନାହାନ୍ତି। ଏପଟେ ସବୁ ଦଳରେ ଜିଲ୍ଲା ପରିଷଦ ଟିକଟ ପାଇଁ ଆଶାୟୀଙ୍କ ଲବି ଜୋରଦାର ହୋଇଛି। ଏଭଳି ସ୍ଥିତିରେ ସମ୍ବଲପୁର…

୨୪ ବର୍ଷ ପରେ ପୁଣି ବ୍ରଜରାଜନଗର ଦେଖିବ ଉପନିର୍ବାଚନ,  କିଶୋରଙ୍କ ବିକାଶ ଓ ନବୀନଙ୍କ ଲୋକପ୍ରିୟତା ବିଜେଡିର ପୁଞ୍ଜି

ଝାରସୁଗୁଡା : ଦୀର୍ଘ ୨୪ ବର୍ଷ ପରେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ଭୋଟର ଦ୍ବିତୀୟ ଥର ପାଇଁ ଉପନିର୍ବାଚନ ସାମ୍ନା କରିବାକୁ ଯାଉଛନ୍ତି। ବିଧାୟକ କିଶୋର ମହାନ୍ତିଙ୍କ ଆକସ୍ମିକ ବିୟୋଗ ପରେ ଖାଲିଥିବା ଏହି ଆସନରେ ଆଗାମୀ ୬ ମାସ ମଧ୍ୟରେ ସାମ୍ବିଧାନିକ ବ୍ୟବସ୍ଥା ମଧ୍ୟରେ ନିର୍ବାଚନ…

ପ୍ରତିଷ୍ଠା ଦିବସରେ ଦଳୀୟ କର୍ମୀଙ୍କୁ ବିଜେଡିର ବାର୍ତ୍ତା 

ଭୁବନେଶ୍ୱର- ୨୫ତମ ପ୍ରତିଷ୍ଠା ଦିବସରେ ବିଜେଡି ପକ୍ଷରୁ ସମସ୍ତ କର୍ମୀ ଭାଇଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି । ବିଜୁବାବୁ ଦେଖାଇଥିବା ମାର୍ଗ ତଥା ଦଳ ସଭାପତି ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱ ଓ କର୍ମୀମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିଜୁ ଜନତା ଦଳ ଲୋକଙ୍କ ଦଳ ସାଜିଛି ।…