Browsing Tag

BJD

ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦୁର୍ବଳ ହେଉଛନ୍ତି ବିରୋଧୀ: ସହସ୍ରାଧିକ ନେତା, କର୍ମୀ ବିଜେଡିରେ ସାମିଲ ହେଲେ

ଗୋପାଳପୁର: ପଞ୍ଚାୟତ ନିର୍ବାଚନ ଯେତେ ପାଖେଇ ଆସୁଛି, ବିଜେଡି ପ୍ରତି ସେତେ ସମର୍ଥନ ବୃଦ୍ଧି ପାଉଛି। ଦୀର୍ଘ ୨୧ ବର୍ଷ ଧରି ରାଜ୍ୟବାସୀଙ୍କୁ ସୁଶାସନ ଦେଇ ଆସୁଥିବା ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମାର୍ଗଦର୍ଶନରେ ବିକାଶକୁ ସରକାର- ପ୍ରଶାସନର ମୂଳମନ୍ତ୍ର କରିଥିବା ବିଜୁ ଜନତା ଦଳ…

ଗୋପାଳପୁର ନିର୍ବାଚନମଣ୍ଡଳୀ ୫୫ ନଂ ଜୋନ୍‌ସ୍ତରୀୟ ଯୁବ ଓ ଛାତ୍ର ସଙ୍ଗଠନ ବୈଠକ

ଗୋପାଳପୁର: ଗୋପାଳପୁର ନିର୍ବାଚନମଣ୍ଡଳୀରେ ଦିନକୁ ଦିନ ମଜବୁତ ହେଉଛି ବିଜୁ ଜନତା ଦଳ। ସାଙ୍ଗଠନିକ ଦକ୍ଷତା ବୃଦ୍ଧି କରିବା ସାଙ୍ଗକୁ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ସକାଶେ ସଶକ୍ତ ଓ ବ୍ୟବସ୍ଥିତ ଭାବେ ରଣକୌଶଳ ପ୍ରସ୍ତୁତ କରି ତାହାକୁ କାର୍ଯ୍ୟକାରୀ କରିବାରେ ଲାଗିଛି ବିଜେଡି। ପୂର୍ବରୁ…

ଝରିଗାଁ ଥାନାରେ ବିଜେପି ବିରୋଧରେ ଏତଲା

ନବରଙ୍ଗପୁର: ଜିଲ୍ଲାର ନିର୍ବାଚିତ ଜନପ୍ରତିନିଧିଙ୍କ ବିରୋଧରେ ବିରୋଧୀ ବିଜେପିର ଅପପ୍ରଚାର ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛନ୍ତି ଝରିଗାଁର ବିଜେଡି କର୍ମୀ ଓ ସାଧାରଣ ଜନତା। ପ୍ରଥମେ ନବରଙ୍ଗପୁର ଥାନା ଆଉ ଏବେ ଝରିଗାଁ ଥାନାରେ ବିଜେଡି ନେତା ଓ କର୍ମୀମାନେ ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା…

ଗୋପାଳପୁର ନିର୍ବାଚନମଣ୍ଡଳୀ ପଞ୍ଚାୟତ ନିର୍ବାଚନ ସଜବାଜ : ବିଜେଡି ପଟକୁ ଢଳୁଛି ଦୃଶ୍ୟପଟ୍ଟ

ଲେଖକ: ପ୍ରତିଭା ନେପାକ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ଵାରା ପଞ୍ଚାୟତ ନିର୍ବାଚନ ସକାଶେ ସଂରକ୍ଷଣ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ସହ ଓଡ଼ିଶା ତ୍ରିସ୍ତରୀୟ ପଞ୍ଚାୟତ ମତଦାନ ଲଢ଼େଇ ଆଡ଼କୁ ଆଉ ପାଦେ ଆଗେଇ ଯାଇଛି। ଏଥିସହ ଭୋଟରଙ୍କୁ ନିଜ ପଟକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ…