ସୁନ୍ଦରଗଡ ଗସ୍ତ ପୂର୍ବରୁ ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍
ପଶ୍ଚିମ ଓଡିଶା ବିକାଶ ପରିଷଦ ଅନୁଦାନ ୨ ଗୁଣ: ଆଂଚଳିକ ବୈଷମ୍ୟ ଦୂର ଲକ୍ଷ୍ୟ
ସମ୍ବଲପୁର: ପଶ୍ଚିମ ଓଡିଶା ପ୍ରତି ନବୀନ ପୁଣି ଥରେ ତାଙ୍କ ଆନ୍ତରିକତାର ପ୍ରମାଣ ଦେଇଛନ୍ତି । ଦୀର୍ଘ ଦିନରୁ ହୋଇଆସୁଥିବା ଡବ୍ଲୁଓଡିସି ଅନୁଦାନ ରାଶିକୁ ୨ଗୁଣ କରିଛନ୍ତି । ସୁନ୍ଦରଗଡ ଗସ୍ତର ଅବ୍ୟବହିତ ପୂର୍ବରୁ…