Browsing Tag

Chief Minister Naveen Patnaik

ହିଞ୍ଜିଳିରେ ବିକାଶର ନୂଆ ଫର୍ଦ୍ଦ ଯୋଡିଲେ ନବୀନ : ୨୮ କୋଟି ଟଙ୍କାରୁ ଉର୍ଦ୍ଧ୍ଵ ପ୍ରକଳ୍ପ ଉଦଘାଟିତ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮କୋଟି ଟଙ୍କାରୁ ଉର୍ଦ୍ଧ୍ବ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପିଲାମାନେ ହେଉଛନ୍ତି ଏ ଜାତିର, ଏ ଦେଶର ଭବିଷ୍ୟତ । ଶିକ୍ଷା ହେଉଛି…

ତାଳସାରୀ ବିକାଶ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ତାଳସାରୀ ବିକାଶ ପାଇଁ ଭର୍ଚୁଆଲରେ ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳସାରୀ ବିକାଶ ପାଇଁ ଖର୍ଚ୍ଚ ହେବ ୩୬ କୋଟି ଟଙ୍କା । ସମୁଦ୍ର ତଟ ବେଳାଭୂମିର ଉନ୍ନତିକରଣ ସହ ବେଳାଭୂମି ଅଂଚଳର ଆଲୋକୀକରଣ ବ୍ୟବସ୍ଥା କରାଯିବ ।

ହିଞ୍ଜିଳି ମ୍ୟୁନିସପାଲିଟିର ୧୪ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

ହିଞ୍ଜିଳିକାଟୁ- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜିଳିରେ ୨୮ କୋଟି ବ୍ୟୟ ବ୍ୟୟରେ ନିର୍ମିତ ୧୪ଟି ପ୍ରକଳ୍ପ ଉଦଘାଟନ କରିବେ । ଏଥିମଧ୍ୟରେ ରହିଛି ଉପଖଣ୍ଡ ଡାକ୍ତରଖାନା, ବସ ଟର୍ମିନାଲ, ହିଞ୍ଜିଳିକାଟୁ ନେତାଜୀ ପାର୍କ, ମାଛ ମାଂସ…

ନବୀନଙ୍କ ଫୋକସରେ ପଶ୍ଚିମ ଓଡିଶା: କଳାହାଣ୍ଡି ପରେ ସୁନ୍ଦରଗଡରେ ବିକାଶ ଅଭିଯାନ

ସମ୍ବଲପୁର: ନବୀନ ସରକାରଙ୍କ ଫୋକସ୍ ରେ ପଶ୍ଚିମ ଓଡିଶାର ବିକାଶ ! ଗତ ଦୁଇ ଦଶନ୍ଧିର ନବୀନ ସରକାର ଅମଲରେ ପଶ୍ଚିମ ଓଡିଶାର ସାମଗ୍ରିକ ବିକାଶକୁ ସର୍ବାଧିକ ଗୁରୁତ୍ବ ଦିଆଆଇଛି ! ବିଶେଷ କରି ଭିତ୍ତିଭୂମି ବିକାଶରେ ବିରାଟ ପରିବର୍ତନ ହୋଇପାରିଛି ! ଦିନେ ଦାଦନ, ଅନାହାର, ଶିଶୁ ମ୍ରୁତ୍ୟୁ, ପିଲା…

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଶ୍ରୀମନ୍ଦିର ସେବାୟତ

ସମସ୍ତଙ୍କ ସହଯୋଗରେ ଶ୍ରୀମନ୍ଦିର ବିକାଶ କାର୍ଯ୍ୟ ତ୍ବରାନ୍ବିତ କରାଯିବ ଭୁବନେଶ୍ବର: ପୁରୀର ସେବାୟତ ମାନଙ୍କର ଏକ ପ୍ରତିନିଧି ଦଳ ଆଜି ସଂଧ୍ୟାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଜଗନ୍ନାଥ ମନ୍ଦିର ପାଇଁ ଜାତୀୟ ସ୍ମାରକୀ କର୍ତ୍ତୃପକ୍ଷଙ୍କ ଉପନିୟମ…

କ୍ୟାବିନେଟ ବୈଠକ : ୨୭ଟି ପ୍ରସ୍ତାବରେ ମୋହର, ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ ମଞ୍ଜୁରୀ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ୧୪ଟି ବିଭାଗର ୨୭ଟି ପ୍ରସ୍ତାବରେ ମୋହର ବାଜିଛି । ଓଡିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଣିକି ବୟନ ଓ ହସ୍ତଶିଶଳ୍ପ ବିଭାଗରେ ଗ୍ରୁପ୍ –ଏ ଓ ବି କର୍ମଚାରୀ କାମ କରିପାରିବେ…

ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ତାଲିକାରେ ସ୍ଥାନ ପାଇଁ ଦୂତୀଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ…

ଭୁବନେଶ୍ୱର – ସମ୍ମାନଜନକ ବିବିସି ଶ୍ରେଷ୍ଠ ଭାରତୀୟ ମହିଳା କ୍ରୀଡାବିତ ପୁରସ୍କାର ଦୌଡରେ ସ୍ଥାନ ପାଇଥିବାରୁ ଧାବିକା ଦୂତୀଚାନ୍ଦଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦୂତିଚାନ୍ଦ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇରହିବେ ବୋଲି ମୁଖ୍ୟମନ୍ତ୍ରୀ…