ସରକାରୀ ହାଇସ୍କୁଲ ପିଲାଙ୍କ ପାଇଁ ଇଂଜିନିୟରିଂ, ମେଡିକାଲରେ ନାମଲେଖା ସଂରକ୍ଷଣ ନିଷ୍ପତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…
ଭୁବନେଶ୍ୱର- ସରକାରୀ ହାଇସ୍କୁୁଲର ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ମେଡିକାଲ ଓ ଇଂଜିନିୟରିଂ କଲେଜରେ ସଂରକ୍ଷଣ ପାଇଁ କ୍ୟାବିନେଟର ନିଷ୍ପତିକୁ ସ୍ୱାଗତ କରାଯାଇଛି । ଏପରି ଏକ ବଳିଷ୍ଠ ପଦକ୍ଷେପ ନେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ…