ଏବେ ଅନଲାଇନରେ ରେସନ କାର୍ଡ ଆବେଦନ, ଧାନ ସଂଗ୍ରହ ପଂଜୀକରଣ : ବ୍ୟବସ୍ଥାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ,କହିଲେ…
ଭୁବନେଶ୍ୱର – ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଧାନ ସଂଗ୍ରହ ପଂଜିକରଣଠାରୁ ଆରମ୍ଭ କରି ରେସନ କାର୍ଡ ଆବେଦନ ପ ର୍ଯ୍ୟନ୍ତ ସବୁ କାର୍ଯ୍ୟର ଅନଲାଇନ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ଲୋକେ ଏବେ ଘରେ ବସି ସବୁ ସୁବିଧା ପାଇପାରିବେ । ‘ସମସ୍ତଙ୍କ ପାଇଁ ଖାଦ୍ୟ ସୁରକ୍ଷା’ – ଜଣେ ବି ଗରିବ…