ଆମେରିକାରେ ୨-୧୮ ବର୍ଷର ପିଲାଙ୍କୁ ଲାଗିପାରେ କୋଭୋକ୍ସିନ୍ ଟିକା, ଲୋଡ଼ାଗଲା ଅନୁମତି
ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ସ୍ୱୀକୃତି ପାଇବା ପରେ ଭାରତରେ ନିର୍ମିତ କୋଭୋକ୍ସିନ୍ ଏବେ ଆମେରିକା ଏବଂ କାନାଡାର ପିଲାମାନଙ୍କୁ ଦିଆଯିବା ସମ୍ଭାବନା ରହିଛି | ଆମେରିକାରେ ଭାରତ ବାୟୋଟେକର ସହଯୋଗୀ କମ୍ପାନୀ ଆକ୍ୟୁଜେନ କହିଛି ଯେ ଆମେରିକା ଏବଂ କାନାଡାରେ ଭରତ ବାୟୋଟେକର…