ଆଇସିଏମ୍ଆର୍ର ଚେତାବନୀ, ଅଗଷ୍ଟ ଶେଷ ସୁଦ୍ଧା ଆସିପାରେ ତୃତୀୟ ଲହରୀ
ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହରୀ ଆସନ୍ନ ବୋଲି ଚେତାବନୀ ଦେଇଛି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) । ଅଗଷ୍ଟ ଶେଷ ସୁଦ୍ଧା ଦେଶରେ ତୃତୀୟ ଲହରୀ ଆସିବା ସମ୍ଭାବନା ରହିଛି ବୋଲି ଦେଶର ଏହି ସର୍ବୋଚ୍ଚ ଭେଷଜ ସଂସ୍ଥା ଚେତାଇଛି । ତେବେ ଦ୍ୱିତୀୟ ଲହରୀ ତୁଳନାରେ ତୃତୀୟ ଲହରୀର…